ଯେବେ ବି ଆପଣ ସନ୍ଧ୍ୟା ପୂଜା କରନ୍ତି ତେବେ ଆପଣଙ୍କୁ କିଛି କଥା ପାଇଁ ସାବଧାନ ରହିବା ଉଚିତ ଅଟେ, ଆପଣ ଏହା ଜାଣିଥିବେ ଯେ ସକାଳ ସମୟରେ ଦେବତାଙ୍କ ଶକ୍ତି ଅପାର ଥାଏ ସେଥିପାଇଁ ଆମକୁ ସକାଳ ସମୟରେ ପୂଜା କରିବା ଉଚିତ ଅଟେ । ବହୁତ ଲୋକ ନିଜ କାମ ରେ ବ୍ୟସ୍ତ ରହିବା ପାଇଁ ସନ୍ଧ୍ୟାରେ ପୂଜା କରିବା ପସନ୍ଦ କରନ୍ତି, ଯଦି ଆପଣ ମଧ୍ୟ ସନ୍ଧ୍ୟାରେ ପୂଜା କରନ୍ତି ତେବେ ଆପଣଙ୍କୁ କିଛି କଥା ଉପରେ ସାବଧାନ ରହିବା ଉଚିତ ଅଟେ ।
ସନ୍ଧ୍ୟାରେ ଅସୁର ଶକ୍ତି ପ୍ରବଳ ହୋଇଥାଏ ଓ ଏହି ଅସୁର ଶକ୍ତି ପ୍ରଭାବ ସମାପ୍ତ କରିବା ପାଇଁ ଆପଣଙ୍କୁ ସୂର୍ଯ୍ୟସ୍ତ ପରେ ଦେବ ଉପାସନା କରିବା ଉଚିତ ନୁହଁ ।
ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ହିନ୍ଦୁ ଧର୍ମ ଅନୁଯାଇ ପୂଜା ପାଠ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଭୁଲ କରିବେ ନାହିଁ ଓ ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହବ । ଘରେ ହୋଇଥିବା ମନ୍ଦିର ରେ ଠାକୁରଙ୍କ ବଡ ମୂର୍ତି ରଖିବା ଉଚିତ ନୁହ, ଯଦି ଆପଣ ନିଜ ଘର ମନ୍ଦିର ରେ ଶିବଲିଙ୍ଗ ରଖିବା ପାଇଁ ଚାହନ୍ତି ତେବେ ଶାସ୍ତ୍ର ଅନୁଯାଇ ଆପଣଙ୍କ ଅଙ୍ଗୁଠା ଠାରୁ ବଡ ଶିବଲିଙ୍ଗ ରଖିବା ଉଚିତ ନୁହ ବୋଲି କୁହା ଯାଇଛି ।
ଠାକୁରଙ୍କ ସ୍ଥାପନା ପଶ୍ଚିମ କାନ୍ଥ ରେ କରିବା ଉଚିତ ଅଟେ, ପୂଜା କଲାବେଳେ ଆପଣଙ୍କ ମୁଖ ପଶ୍ଚିମ ଆଡୁକୁ ହେଲେ ଶୁଭ ବୋଲି କୁହା ଯାଇଥାଏ । ଧ୍ୟାନ ରଖନ୍ତୁ ଯେ ଦକ୍ଷିଣ ଆଡକୁ ମୁଖ କରି ପୂଜା କଲେ ଫଳ ପ୍ରାପ୍ତି ହୋଇ ନଥାଏ । ସନ୍ଧ୍ୟା ହଉ ବା ସକାଳ ପୂଜା କରିବା ପରେ ଠାରେ ଘର ସାରା ଘଣ୍ଟି ବା ଶଙ୍ଖ ବଜାନ୍ତୁ ଏହା ଦ୍ଵାରା ଘର ନକାରାତ୍ମକ ଶକ୍ତି ବାହାରି ଯାଇଥାଏ ।
ବର୍ଷ ରେ ଥରେ ଶ୍ରେଷ୍ଠ ମୁହୂର୍ତ ଆସିଥାଏ ସେତେବେଳେ ପୁରା ଘର ଭିତରେ ଥରେ ଗୋ ମୁଟ୍ର ପକାନ୍ତୁ, ଏହା ଆପଣଙ୍କ ଘରେ ସୁଧା କରିଥାଏ । କୌଣସି ପୂଜା ତୁଳସୀ ବିନା ଅଧା ବୋଲି ମାନ୍ୟତା ଅଟେ, ତେବେ ଆପଣ ବିଷ୍ଣୁ ଠାକୁରଙ୍କ ଯେଉଁ ରୂପକୁ ମଧ୍ୟ ପୂଜା କଲେ ତୁଲସୀ ପତ୍ର ଅବଶ୍ୟ ଅର୍ପଣ କରନ୍ତୁ । ମଙ୍ଗଳବାର, ଶୁକ୍ରବାର, ରବିବାର, ଅମାବାସ୍ୟା, ପୁରଣିମା, ଦ୍ଵାଦଶୀ ଓ ରାତ୍ରି ରେ ବା ସନ୍ଧ୍ୟା ସମୟରେ ତୁଳସୀ ପତ୍ର ତୋଡିବା ଉଚିତ ନୁହ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।