ଦୁନିଆର ସବୁଠାରୁ ବଡ ପାପ କଣ ଜାଣିଲେ ମୁଣ୍ଡ ଘୁରିଯିବ- ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦୁନିଆରେ ସବୁଠୁ ବଡ ପାପ କଣ ଅଟେ ଜାଣିଲେ ଆପଣ ଙ୍କ ବିଶ୍ଵାସ ହେବନି । ତେବେ ବନ୍ଧୁଗଣ ଯେତେବେଳେ ପାପ ପୂଣ୍ୟର କଥା ଉଠେ ସେତେବେଲେ ଲୋକ ପୂଣ୍ୟ କରିବା ପାଇଁ ତ ଚାହାଁନ୍ତି କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ କର୍ମ ନିଶ୍ଚୟ କରନ୍ତି । ତେବେ ଆପଣମାନେ ଜାଣିଥିବେ ବହୁତ ଲୋକ ଏମିତି ଅଛନ୍ତି ଯିଏ କେବେ ପାପ କର୍ମ ରେ ଲିପ୍ତ ନଥାନ୍ତି । ଜୀବନ ଯାକ କେବଳ ପୂଣ୍ୟ କର୍ମ କରି ବିତି ଥାଏ । କିନ୍ତୁ ତଥାପି ଯଦି ଆପଣ ୧୦୦ ପୂଣ୍ୟ କରିଛନ୍ତି ଏବଂ କୌଣସି ଗୋଟେ ବି ପାପ କରି ଦିଅନ୍ତି ତେବେ ସେହି ୧୦୦ ପୂଣ୍ୟର ଫଳ ନଷ୍ଟ ହୋଇଯାଏ । ତେବେ ସେହଭଳି ବ୍ୟକ୍ତି ମଧ୍ୟ ନିଜ ପାପର ଦଣ୍ଡ ଏ ଜନ୍ମରେ ହେଉ କି ପରବର୍ତ୍ତୀ ଜନ୍ମରେ ନିଶ୍ଚୟ ଭୋଗ କରେ ।

Image Courtesy: Google

ତେବେ ଆଜି ଆମେ ସେହି ବିଷୟରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ । ସଂସାରରେ ଭିନ୍ନ ଭିନ୍ନ ପ୍ରକାରର ଲୋକେ ରହିଥାନ୍ତି । ସେଥିମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରୁହନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କେବଳ ପୂଣ୍ୟ କରନ୍ତି କେବେ ବି କୌଣସି ପାପ କରନ୍ତି ନାହିଁ କି କାହାକୁ ପାପ କର୍ମ କରିବାକୁ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ସଂସାରର ସବୁଠୁ ବଡ ପାପ କଣ ଅଟେ । ଯାହାକୁ ଜାଣିବା ପରେ ଆପଣଙ୍କ ମୁଣ୍ଡ କମ ଦେବନି ।

Image Courtesy: Google

ତେବେ ଶାସ୍ତ୍ର ଅନୁସାରେ ସବୁଠୁ ବଡ ପାପ ହେଉଛି ନାରୀଙ୍କୁ ଅସମ୍ମାନ କରିବା । ଭଗବାନ ନିଜେ କହିଛନ୍ତି ଯେ ସଂସାରରେ ସବୁଠୁ ବଡ ପାପୀ ହେଉଶୀ ସେହି ବ୍ୟକ୍ତି ଯିଏ ନାରୀର ଇଜ୍ଜତ ସହ ଖେଳେ । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠୁ ବଡ ଶକ୍ତି, କାହିଁକି ନା ଗୋଟେ ନାରୀ ହିଁ ଅସହ୍ୟ କଷ୍ଟ ସହି ଗୋଟେ ନୂତନ ଜୀବନ କୁ ଏ ଦୁନିଆ ଦେଖନ୍ତି । ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ । ତେବେ ସେଭଳି ଶକ୍ତିର ଅପମାନ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ବାରବାଦ ସହିତ ସମାନ ହୋଇଥାଏ ।

Image Courtesy: Google

ଭଗବାନ ଙ୍କ କହିବା ଅନୁସାରେ ନାରୀକୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୂଣ୍ୟ ପ୍ରାପ୍ତି ହୁଏ କିନ୍ତୁ ଯଦି ଗୋଟେ ପୁରୁଷ ନାରୀକୁ ଅସମ୍ମାନ କରେ ତେବେ ସବୁଠୁ ବଡ ପାପ ର ଭାଗୀ ହୁଏ । ତେଣୁ ସେଥିପାଇଁ ସଂସାରର ସବୁଠୁ ବଡ ପାପ ହେଉଛି ନାରୀକୁ ଅସମ୍ମାନ କରିବା, ଏଥିରୁ ଦୂରେଇ ରୁହନ୍ତି ଓ ନିଜ ଆଖପାଖରେ ଥିବା ସମସ୍ତ ନାରୀଙ୍କର ସମ୍ମାନ କରନ୍ତୁ । ପ୍ରତ୍ୟକ ଦିନ ନିଜ ମା’ ଙ୍କର ସେବା କରନ୍ତୁ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *