ଯେଉଁ ବ୍ୟକ୍ତିଙ୍କ ଭିତରେ ସରଳତା ଅଛି ଓ ଯେଉଁ ବ୍ୟକ୍ତି କମ କଥା କୁହନ୍ତି ସେହି ବ୍ୟକ୍ତି ଅବଶ୍ୟ ଦେଖନ୍ତୁ

ବର୍ତମାନ ସଂସାର ବହୁତ ସ୍ଵାର୍ଥୀ ହୋଇଗଲାଣି ସମସ୍ତଙ୍କୁ କେବଳ ଲାଭ ଦରକାର, ତେବେ ଏହି କଥା ସମସ୍ତେ ଜାଣିଛନ୍ତି ଯେ ସରଳ ବ୍ୟକ୍ତିକୁ ସମସ୍ତେ ବ୍ୟବହାର କରି ଛାଡିଥାନ୍ତି ସେଥିପାଇଁ ଏବେକା ଯୁଗରେ ସରଳ ହବା ଉଚିତ ନୁହ । ଗୋଟେ କଥା ଆପଣ ମାନେ ସମସ୍ତେ ଶୁଣିବା ପାଇଥିବେ ଥଣ୍ଡା ଦିନରେ ଯେଉଁ ସୂର୍ଯ୍ୟ କିରଣ ପାଇଁ ଲୋକ ଅପେକ୍ଷା କରନ୍ତି, ଗରମ ଦିନରେ ସେହି ସୂର୍ଯ୍ୟକୁ ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ । ତେବେ ଆପଣ ମଧ୍ୟ ଜାଣି ପାରୁଥିବେ ଯେ ଆବଶ୍ୟକତା ଅନୁଯାଇ କେହି ମହତ୍ଵପୂର୍ଣ ହୋଇଥାନ୍ତି ।

Image Courtesy: Google

ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଆବଶ୍ୟକତା ଅନୁଯାଇ ମଣିଷ ବଦଳିଯାଇଥାଏ, ସେଥିପାଇଁ କିଏ କେମିତି ହୋଇଥାଏ ଏହା ସମସ୍ଯା ସମୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଗୋଟେ କାହାଣୀ କହିବାକୁ ଯାଉଛୁ ଧ୍ୟାନ ଦିଅନ୍ତୁ, କରନ ନାମକ ଜଣେ ବ୍ୟକ୍ତିଥିଲା ବିବାହ ପରେ ସେ ବହୁତ ଖୁସିରେ ରହୁଥିଲା ଛୁଆ ହେଲେ ସମସ୍ତେ ଭଲରେ ଥିଲେ କରନ ପାଖରେ ଭଲ ରୋଜଗାର ଥିଲା, ତା ସ୍ତ୍ରୀ ମଧ୍ୟ ଚାକିରି କରୁଥିଲା । କରନ ନିଜ ସ୍ତ୍ରୀ ଘର ଲୋକଙ୍କୁ ସବୁବେଳେ ଗିଫ୍ଟ ଦଉଥିଲା, ସବୁ ଭଲ ଥିଲା କରନ ସ୍ତ୍ରୀ କହିବାରୁ କରନ ନିଜ ସଳାକୁ ଟଙ୍କା ଉଧାର ଦଉଥିଲା କିନ୍ତୁ କେବେ ମାଗିନଥିଲା ।

Image Courtesy: Google

ଯେତେବେଳେ ବି ସଳାକୁ ଆବଶ୍ୟକ ପଡୁଥିଲା କରନ ଥିଲା ଧୀରେ ଧୀରେ ସ୍ତ୍ରୀ ଘର ଲୋକ କରନ ଟଙ୍କା ଖର୍ଚ କରିବାକୁ ଲାଗିଲେ କରନ ଯେତେ ସେଭିଙ୍ଗ କରିଥିଲା ତାହା ମଧ୍ୟ ସରିଗଲା କିନ୍ତୁ ଜବ ପାଇଁ ସବୁକିଛି ଭଲ ଚାଲୁଥିଲା ହଟାତ ଗୋଟେ ଦିନ କରନ ଜବ ଚାଲି ଗଲା । କରନ କିଛି ଦିନ ଘରେ ରହି ନୂଆ ଜବ ବିଷୟରେ ଭାବିଲା ଓ ଜବ ଖୋଜିଲା କିନ୍ତୁ କିଛି ପାଇଲା ନାହିଁ କିଛି ଦିନ ଘରେ ରହିବା ପରେ କରନ ଏହା ଅନୁଭବ କଲା ଯେ ତା ସ୍ତ୍ରୀ କିଛି ବଦଳି ଯାଇଛି । ଗୋଟେ ଦିନ ହଟାତ କରନ ଦେହ ଖରାପ ଲାଗିଲା କରନ ନିଜ ସ୍ତ୍ରୀକୁ କହିଲା ମୋ ପାଖରେ ଟଙ୍କା କମ ଅଛି ତମେ କିଛି ଟଙ୍କା ଦିଅ ମୁଁ ଡକ୍ଟର ପାଖକୁ ଯିବି, ସ୍ତ୍ରୀ କହିଲା ଔଷଧ ଦୋକାନରୁ ଔଷଧ ନେଇ ଆସ ଡକ୍ଟର ପାଖରେ ଯାଇ ଏତେ ଖର୍ଚ କରିବା କଣ ଦରକାର, କରନ ସଳାକୁ ଫୋନ କଲା କିନ୍ତୁ କେହି ଫୋନ ଉଠେଇଲେ ନାହିଁ ।

Image Courtesy: Google

କରନ ସମସ୍ତଙ୍କ ଅସଲ ଚେହେରା ଦେଖିବାକୁ ପାଇଲା ଏହା ପରେ କରନ ଛୋଟ ପାଣି ବିଜନେସ ଆରମ୍ଭ କଲା ଯାହା ବର୍ଷେ ପରେ କିଛି ଭଲ ସ୍ଥିତିରେ ପହଞ୍ଚି ଗଲା । ଏହା ପରେ କରନ ସଳା କରନ ପାଖକୁ କାମ ପାଇଁ ଆସିଲା ଯାହା ପରେ କରନ ତାକୁ ଅଫିସରୁ ବାହାର କରିଦେଲା । ଏହା ପରେ ତା ସ୍ତ୍ରୀ ଫୋନ ଆସିଲା ମୋ ଭାଇ ସହ ତମେ ଏମିତିକା ବ୍ୟବହାର କଲ, ଏହି କଥା ଶୁଣି କରନ କହିଲା ଯଦି ତତେ ତୋ ଘର ଲୋକ ଏତେ ପ୍ରିୟ ତାହେଲେ ତୁ ଘର ଛାଡି ଯାଇ ପାରୁ ଓ ଛୁଆଙ୍କୁ ବି ନେଇଜା କିନ୍ତୁ ମୁଁ ଆଉ ଆଗ ଭଳିଆ ସରଳ ହୋଇ ତମ ହାତ କଣ୍ଢେଇ ହେଇ ପାରିବି ନାହିଁ ।

ଏହି ଘଟଣା ପରେ କରନ ସ୍ତ୍ରୀ ବଦଳି ଗଲା ଓ କରନ କେବେ ନିଜ ସାସୁ ଘର ଲୋକଙ୍କୁ ସାହାଜ୍ଯ କଲା ନାହିଁ । ସମସ୍ତଙ୍କ ସହ ସରଳତାରେ ରହିବା ଓ ସମସ୍ତଙ୍କୁ ଅତି ସହଜରେ ବିଶ୍ଵାସ କରି ଧୋକା ଖାଇବା ହେଉଛି ପୁରୁଷ ମାନଙ୍କ ଏକ ବଡ ଦୁର୍ବଳତା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *