ସ୍କୁଲ ପିକନିକ ଯାଇଥିଲେ 28 ଜଣ ଫେରିଲା ବେଳକୁ 9 ଜଣ ଗର୍ଭବତୀ ।

ସ୍କୁଲ ପିକନିକ ଯାଇଥିଲେ 28 ଜଣ

ବିଦ୍ୟାଳୟ ଏକ ମନ୍ଦିର । ଏମିତି ଆମେ ଶୁଣି ଆସିଛୁ ଛୋଟବେଳୁ । ଏହା ବି ସତ କଥା । କାରଣ ଜୀବନର ମାନେ କଣ । କେମିତି ଏହି ସମାଜ ରେ ବଞ୍ଚିବାକୁ ହେବ ଏହିକଥା ଆମକୁ ଏଠାରୁ ହିଁ ଶିଖିବାକୁ ମିଳେ । ମଣିଷ ପରି ମଣିଷ ଟିଏ କେମିତି ହବ, କେମିତି ଚଳିବ ଏହା ବାପା, ମା ଙ୍କ ବ୍ୟତୀତ ଗୁରୁଜୀ ଗୁରୁମା ହିଁ ଶିଖାନ୍ତି । ସେଥିପାଇଁ ତ ଶିକ୍ଷକ ଙ୍କୁ ମଧ୍ୟ ଭଗବାନ ରୂପେ ପୂଜା କରାଯାଏ । କିନ୍ତୁ ଏମିତି କିଛି ଘଟଣା ଘଟିଥିଲା ବୋସେମିଆ ରେ ଯାହା ପାଇଁ ସେଠାକାର ପିତା ମାତା ଙ୍କର ବିଦ୍ୟାଳୟ ନା କହିଲେ ଡରୁଛନ୍ତି, ଭୟ କରୁଛନ୍ତି । ଆଜ୍ଞା ହଁ ଆସନ୍ତୁ ଜାଣିବା ସେଠାରେ ଏମିତି କଣ ହୋଇଥିଲା ଯାହା ପାଇଁ ସେଠାକାର ବାପା ମା ନିଜ ପିଲା କୁ ସ୍କୁଲ ଛାଡିବାକୁ ଡରୁଛନ୍ତି ।

କହିରଖୁଛୁ ଏହା ଏକ ସତ୍ୟ ଘଟଣା । ବୋସେମିଆ ର ଗୋଟେ ସ୍କୁଲ ରେ ସ୍ଟଡି ଟ୍ରିପ ହୋଇଥଲା । ସେଠାକୁ ୨୮ ଜଣ ଛାତ୍ରୀ ଏବଂ ୨୨ ଜଣ ଭଳି ଛାତ୍ର ଯାଇଥିଲେ । ସେଠାକୁ ଏଥିପାଇଁ ଯାଇଥିଲେ କି ଏହି ବୟସ ରେ କିଛି ଅଧିକ ଜ୍ଞାନ ଆହରଣ କରିବା ପାଇଁ । କିନ୍ତୁ ଯେତେବେଳେ ଛାତ୍ରଛାତ୍ରୀ ଘରକୁ ଫେରିଲେ ତା ମଧ୍ୟରୁ ୯ ଜଣ ଛାତ୍ରୀ ଗର୍ଭବତୀ ହୋଇଯାଇଥିଲେ । ଏହା ଜଣାପଡିବା ପରେ ସେମାନଙ୍କ ପିତା ମାତା ଙ୍କର ମୁଣ୍ଡ ଆଉ କାମ କରି ନଥିଲା ।

ଫେରିଲା ବେଳକୁ 9 ଜଣ ଗର୍ଭବତୀ

ବହୁତ ଗଣ୍ଡଗୋଳ ହେଲା । ପିତାମାତା କହିଲେ ସ୍କୁଲ ଶିକ୍ଷକ ଙ୍କ ଖାମ ଖିଆଲ ପାଇଁ ଏହା ହେଲା । ତେଣୁ ଏଥିପାଇଁ ସେମାନେ ଦାୟୀ । ଓଲଟା ଜବାବ ଦେଇ ସ୍କୁଲ ସଂଗଠନ କହିଲା ଏଥିପାଇଁ ପିତାମାତା ଦାୟୀ । କାରଣ ଯଦି ସEସେମାନେ ନିଜ ପିଲାକୁ ଠିକ ଶିକ୍ଷା ଦେଇ ଛୋଟବେଳୁ ସଚେତନତା ସୃଷ୍ଟି କରିଥାନ୍ତେ ।

ତାହାଲେ ଏମିତି ହୋଇ ନଥାନ୍ତା । ଆଉ ପିଲା ହଜାରେ ଥର ଏହା ପୂର୍ବରୁ ଭାବିଥାନ୍ତେ । ଯେଉଁ ଛାତ୍ର ଏହା କରିଥିଲେ ପୁଲିସ ଖୋଜିକି ଧରିଲେ ଆଉ ଠିକ ଦଣ୍ଡ ଦେଲେ । କିନ୍ତୁ ଆଜିବି ସେଠାକାର ଲୋକେ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଛନ୍ତି । କିନ୍ତୁ ଯେଉଁ ୯ ଜଣଙ୍କ ସହ ଏମିତି ହେଲା ସେମାନେ କଣ କରିଥିବେ, ତାଙ୍କ ଭବିଷ୍ୟତ କଣ ହେବ । ଏହା ଭାବିକି ବହୁତ ଦୁଃଖ ଲାଗୁଚି ସତରେ । ଆପଣ ମାନେ କଣ ଭାବୁଛନ୍ତି କାହାର ଭୁଲ???କମେଣ୍ଟ କରି ନିଶ୍ଚୟ କହିବେ ।

Leave a Reply

Your email address will not be published. Required fields are marked *