ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ

ଆଜି ଆମେ ଆପଣଙ୍କୁ ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ତେବେ ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ପ୍ରାୟତଃ ଶିନୀ ଦଶା ରହିଥାଏ, ଶାଣିଦେବ ନ୍ୟାୟ ଦେବତା ଅଟନ୍ତି, ଭଲ କଲେ ଭଲ ବରଦାନ ଦିଅନ୍ତି ଓ ଭୁଲ କଲେ ସେହି ଭଳି କଷ୍ଟ ଦଣ୍ଡ ମଧ୍ୟ ଦିଅନ୍ତି ତେବେ ଶନିବାର ଶନିଙ୍କ ବାର ଅଟେ ଏହି ଦିନ ଯେଉଁ ଛୁଆ ଜନ୍ମ ହୋଇଥାନ୍ତି ତାଙ୍କ ଉପରେ ଶନିଦେବଙ୍କ ପ୍ରଭାବ ଯାହା ହେଲେ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ ।

Image Courtesy: Google

ତେବେ ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ସାମାନ୍ୟତଃ ଏହା ପସନ୍ଦ ହୋଇଥାଏ ଲକି ନଂ – ୩, ୬, ୯ ଏହା ପରେ ଲକି କଲର ହେଉଛି – କଳା, ଲାଲ ଏହା ଛଡା ଲକି ଡେ ହାଉଛି – ଶନିବାର, ମଙ୍ଗଳବାର । ଶନିବାର ଦିନ ଜନ୍ମ ହୋଇଥିବା ଲୋକ ନିଜ କଥା ର ବହୁତ ପକା ହୋଇଥାନ୍ତି, ଯାହା ଦ୍ଵାରା ତାଙ୍କୁ ଅସୁବିଧା ହେଲେ ମଧ୍ୟ ସେ ନିଜ କଥା ପୂର୍ଣ କରନ୍ତି, ଏହି ଭଳି ଲୋକଙ୍କୁ ସମ୍ଭାଳି ଚାଲିବାକୁ ପଡିଥାଏ ଯାହା ଫଳ ସ୍ୱରୂପ ଏହି ଲୋକ ଅଳସୁଆ ମଧ୍ୟ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକ ଦେଖିବାରେ ବହୁତ ଆକର୍ଷକ ହୋଇଥାନ୍ତି, ଏହି ଲୋକଙ୍କୁ ବହୁତ ଶୀଘ୍ର ରାଗ ମଧ୍ୟ ଆସିଥାଏ କିନ୍ତୁ ଏହା ଭଲ ଅଟେ ଯେ ଯେତେ ଶୀଘ୍ର ରାଗନ୍ତି ସେତିକି ଶୀଘ୍ର ମାନି ବି ଯାନ୍ତି ।

Image Courtesy: Google

ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କର ବହୁତ କମ ସାଙ୍ଗ ହୋଇଥାନ୍ତି କିନ୍ତୁ ଯେତିକି ସାଙ୍ଗ ଥାନ୍ତି ତାଙ୍କ ସହ ବହୁତ ଭଲରେ ରୁହନ୍ତି ଓ ସଚୋଟ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କୁ ହାଡ ରୋଗ, ଅଣ୍ଟା ପିଠି ବା ଗୋଡ ବିନ୍ଧିବା ରୋଗ ହୋଇପାରେ, ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ଆଖି କମ୍ଜୋର ହୋଇଥାଏ ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ରଖିବା ଆବଶ୍ୟକ ଅଟେ ଏହି ଭଳି ଲୋକ ସାବଧାନ ନରହିଲେ ତାଙ୍କୁ ନିଜକୁ ହାନି ହୋଇଥାଏ ।

Image Courtesy: Google

ଶନିବାର ଦିନ ଜନ୍ମ ହୋଇଥିବା ଲୋକ ନିଜ କାମ ପ୍ରତି ବହୁତ ଧ୍ୟାନ ଦିଅନ୍ତି ଓ ତାଙ୍କ କାମ ଦ୍ଵାରା ବଡ ଓ ଉଚ୍ଚ ଅଧିକାରୀ ମାନେ ବହୁତ ଖୁସି ମଧ୍ୟ ହୋଇଥାନ୍ତି ଏହା ଛଡା ଏହି ଦିନ ଜନ୍ମ ହୋଇଥିବା ଲୋକ ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି, ଏହି ଦିନ ଜନ୍ମ ହୋଇଥିବା ଲୋକ କେବେ କାହାକୁ ଧୋକା ଦିଅନ୍ତି ନାହିଁ ସବୁବେଳେ ଅନ୍ୟ ଖୁସି ଦେଖନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *