ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଏବଂ ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ

ହିନ୍ଦୁ ଧର୍ମରେ କୁହାଯାଇଛି କି ସବୁ ଦେବତାଙ୍କ ମଧ୍ୟରେ ହନୁମାନ ଏକ ଏମିତି ଭଗବାନ ଅଟନ୍ତି ଯାହାଙ୍କର ପୂଜା ଅର୍ଚନା କରିବା ଦ୍ଵାରା ସେ ବହୁତ ଜଲ୍ଦି ପ୍ରସନ୍ନ ହୋଇଯାଇଥାନ୍ତି । ବଜରଙ୍ଗବଲି ଙ୍କୁ ସଂକଟମୋଚନ ମଧ୍ୟ କୁହାଯାଏ କାରଣ ସେ ସମସ୍ତଙ୍କର ବିପଦକୁ ହରି ନିଅନ୍ତି । ମଙ୍ଗଳାବର ଏବଂ ଶନିବାର ଦିନ ହନୁମାଙ୍କର ପୂଜା କରିବା ବହୁତ ଶୁଭ ଅଟେ ।

ଶନିବାର ଦିନ ଏଥିପାଇଁ ପୂଜା କରଯାଏ କାରଣ ଶନିଦେବଙ୍କୁ କେବଳ ହନୁମାନ ହିଁ ହରାଇ ପାରିବେ । ହନୁମାନଙ୍କୁ ପ୍ରସନ୍ନ କରିବାର ଅଛି ତେବେ ଭୁଲରେ ବି ମଙ୍ଗଳବାର ଏବଂ ଶନିବାର ଦିନ ଏହି ୭ ଟି କାମ କରନ୍ତୁ ନାହି ।

ମଙ୍ଗଳବାର ଏବଂ ଶନିବାରରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ଟି କାମ

୧. ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କର ଭକ୍ତମାନକୁ ଭୁଲରେ ବି କଳା ଏବଂ ଧଳା କପଡା ପିନ୍ଧି ହନୁମାନଙ୍କର ପୂଜା କରିବା ଉଚିତ ନୁହେଁ । ଆପଣ ନାଲି ଏବଂ କେସରୀ ରଙ୍ଗର କପଡା ପିନ୍ଧି ପୂଜା କରିପାରିବେ ।

୨. ବହୁତ ଲୋକମାନେ ଏହି ଦିନରେ ବ୍ରତ ରଖି ଥାନ୍ତି । ଆମେ ସେମାନଙ୍କୁ କହିଦେଉଛୁ ଯେ ଏହି ଦିନରେ ଭୁଲରେ ବି କଳା ଲୁଣ ଖାଇବେ ନାହିଁ ।

 

୩. ଯଦି ଆପଣ ଏହି ଦିନ ଗୁଡିକରେ ବ୍ରତ ରଖୁଛନ୍ତି ତେବେ ଆପଣ ନିଶ୍ଚିତ ରୂପରେ ଆପଣଙ୍କର ଘର ପାଖରେ ଥିବା ହନୁମାଙ୍କର ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ବ୍ରତ ପୂର୍ଣ ହେବ ।

୪. ଏହା ସହିତ ଆପଣ ଭୁଲରେ ବି ସେହି ଦିନରେ ମାଂସ କିମ୍ବା ମଦର ସେବନ କରିବେ ନାହିଁ ।

୫. ଯଦି ଆପଣଙ୍କର ମନ ଅଶାନ୍ତ ରହୁଛି ତେବେ ଆପଣ ନିଜର ମନର ଶାନ୍ତି ପାଇଁ ହନୁମାଙ୍କର ପୂଜା କରିପାରିବେ ।

୬. ହନୁମାନଙ୍କର ପୂଜା ସମୟରେ ଭୁଲରେ ବି ତାଙ୍କ ପ୍ରସାଦରେ ପଞ୍ଚାମୃତ ଚଢାନ୍ତୁ ନାହିଁ । ତାଙ୍କୁ ବେସନ କିମ୍ବା ବୁନ୍ଦିର ଲଡୁ ଚଢାନ୍ତୁ ।

୭. ଶାସ୍ତ୍ର ଅନୁସାରେ ଭାଙ୍ଗି ଯାଇଥିବା ମୂର୍ତିକୁ ପୂଜା କରିବା ଉଚିତ ନୁହେଁ । ସେଥିପାଇଁ ଆପଣ ଭୁଲରେ ବି ଘରେ ଭଙ୍ଗା ମୂର୍ତି ରଖନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *