କୌଣସି ଦମ୍ପତି ପାଇଁ ସବୁଠାରୁ ଅଧିକ ଖୁସି ସମୟ ସେହା ହୋଇ ଥାଏ ଯେତେବେଳେ ସନ୍ତାନ ଜନ୍ମ ହୋଇ ଥାଏ, ସନ୍ତାନ ପ୍ରାପ୍ତ ସୁଖ ଜୀବନର ବହୁମୂଲ୍ୟ ସମୟରୁ ଗୋଟେ ଏବଂ ଏହି ସୁଖ କାମନା ପ୍ରତେକ ବ୍ୟକ୍ତି କରି ଥାଏ । ବହୁତ ଲୋକଙ୍କ ଜୀବନରେ ଏହି ଖୁସି ବହୁତ ସିଗ୍ର ଆସି ଥାଏ କିନ୍ତୁ କେତେକ ଲୋକଙ୍କ ବହୁତ ପ୍ରୟାସ ପରେ ମଧ୍ୟ ତାଙ୍କୁ ଏହି ସୁଖ ପ୍ରାପ୍ତ ହୁଏ ନାହିଁ । ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ସନ୍ତାନହୀନ ଅଛନ୍ତି ଏବଂ ତାଙ୍କ ଜୀବନରେ ସନ୍ତାନ ସୁଖ ପ୍ରାପ୍ତ ହୋଇ ନାହିଁ ସେହି ଲୋକ ସନ୍ତାନ ପାଇଁ କେତେ ଦୁଖୀ ରୁହନ୍ତି ।
ଏହା ସହ ଗୋଟେ କଥା ଯୋଡା ହୋଇ ଅଛି : ଗୋଟେ ସମୟ କଥା ଅଟେ ଭଗବାନ ଶିବ ଓ ମତ ପାର୍ବତୀ କୈଳାସ ଶିକ୍ଷାର ଉପରେ ବସି ଥିଲେ ଏବଂ ଦୁହିଙ୍କ ମଧ୍ୟରେ ଜ୍ଞାନ କଥା ଚାଲି ଥିଲା । କଥା ମଧ୍ୟରେ ଠାକୁର ମାତାଙ୍କୁ ପଚାରିଲେ କେଉଁ କାମ ପାଇଁ ମଣିଷ ସନ୍ତାନହୀନ ହୋଇ ଥାଏ ? ଏହା ପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଲେ ଯେଉଁ ମଣିଷ ନୀର୍ଦୟ ହୋଇ ପଶୁ ପଖି ଏବଂ ଅନ୍ୟ ପ୍ରାଣିଙ୍କ ଛୁଆଙ୍କୁ ମାରି ଖାଇ ଥାଏ ସେହି ମଣିଷ ମଲା ପରେ ଦୀର୍ଘକାଳ ପର୍ଜନ୍ତ ନର୍କ ଜାତନା ପାଇ ଥାଏ । ଏହି ପରି ମଣିଷ ବହୁତ ସମୟ ଧରି ନର୍କ ଜାତନା ପାଇବା ପରେ ଫୁନୀ ମଣିଷ ଜୀବନ ପାଇଲା ପରେ ତାଙ୍କ ଭାଗ୍ୟ ରେ ସନ୍ତାନ ସୁଖ ନଥାଏ ଏବଂ ସେହି ଲୋକ ସାରା ଜୀବନ ସନ୍ତାନହିଁ ହୋଇ ଥାଏ ।
ଚିନ୍ତନ ଦ୍ଵାରା ହୋଇ ଥିବା ପାପ :
– ଅନ୍ୟ କାହା ସ୍ତ୍ରୀ ବା ପୁରୁଷ ଉପରେ ଖରାପ ନଜର ରଖିବା, ବା ତାଙ୍କୁ ପାଇବା ଇଛା ରଖିବା ପାପ ଅଟେ ।
– ଅନ୍ୟ କାହା ସମ୍ପତ୍ତି ଧନ ପାଇବା ଇଛା ରଖିବା ଶିବ ଠାକୁରଙ୍କ ନଜର ରେ ଅଖ୍ଯମ୍ୟ ଅପରାଧ ଏବଂ ପାପ ଅଟେ ।
– କୌଣସି ସିଧା ସାଧା ଲୋକକୁ ହଇରାଣ କରିବା କିମ୍ବା ତାଙ୍କୁ କଷ୍ଟ ଦବା ବା ହାନି କରିବା ପାପ ଅଟେ ଏହା ପାଇଁ ପାପୀ ଲୋକଙ୍କୁ ନରକ ଜାତନା ମିଳି ଥାଏ ।
– କାହା ସମ୍ମାନକୁ ହାନି କରିବା ବହୁତ ବଡ ପାପ ଅଟେ ଏବଂ ଏହି ସବୁ ପାଇଁ ମିଛ କହିବା ତାଠାରୁ ବଡ ଅପରାଧ ଅଟେ ।
– ଗୁରୁ, ମାତା, ପିତା, ପତ୍ନୀ ବା ପୂର୍ବ ପୁରୁଷଙ୍କୁ ଭୁଲରେ ବି ଅପମାନିତ କରନ୍ତୁ ନାହିଁ ଏହା ଉଚିତ ନୁହ ।