ହେ ଭଗବାନ, ବହୁତ ଶୀଘ୍ର ବଢୁଛି ଏହି ମହିଳାଙ୍କ ସ୍ତନ, ଦେଖିବା ଲୋକେ ହେଉଛନ୍ତି ଆଶ୍ଚର୍ଯ୍ୟ

ଆଜିର ବିଷାକ୍ତ ଦୁନିଆରେ ଏମିତି ଅନେକ ରୋଗ ଅଛି ଯାହା ଆମେ ନା କେବେ ଜାଣିଛୁ ନା କେବେ ଶୁଣିଛୁ । ଏବେ ଏମିତି କିଛି ରୋଗ ଆସିଲାଣି ଯାହାକୁ ଆମେ ଶୁଣିଲେ ବିଶ୍ଵାସ ବି କରି ପାରିବାନି । ଅଜି ଆମେ ଆପଣଙ୍କୁ ଏମିତି ଏକ ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ସମ୍ପୂର୍ଣ ଅସାଧାରଣ । ସୁନ୍ଦର ଓ ଆକର୍ଷିକ ସ୍ତନ ମହିଳାଙ୍କ ସୁନ୍ଦରତାର ମୁଖ୍ୟ ଆକର୍ଷଣ ।  କିନ୍ତୁ ଯେତେବେଳେ ଏହା ନିଜ ଆକାର ଠାରୁ କିଛି ଅଧିକ ବଡ ହୋଇଯାଏ ।

ତେବେ ଏହା ଚିନ୍ତାର କାରଣ ବନିଯାଏ । ଏମିତି ଏକ ଘଟଣା ଜଣେ ମହିଳାଙ୍କ ସହ ଘଟିଛି ଯେଉଁଥିପାଇଁ ସେ ବହୁତ ଚିନ୍ତାରେ ଅଛନ୍ତି ।

ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି ଯେ, ଥାଇଲାଣ୍ଡର ଲେମ ଫ୍ରିଇସି ନୁଏନ ନାମୀ ମହିଳାଙ୍କ ସହ ଏମିତି ଘଟିଛି । ତାଙ୍କର ସ୍ତନର ଆକାର ବହୁତ ବେଗରେ ବଢିବାରେ ଲାଗିଛି, ଯାହାପାଇଁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେବଳ ଏତିକି ନୁହଁ, ତାଙ୍କର ସ୍ତନ ଏତେ ବଢି ଯାଉଛି କି ତାଙ୍କୁ ବେକର ସାହାଯ୍ୟ ରେ କପଡା ବାନ୍ଧିବାକୁ ପଡୁଛି ।

ଏହି ବିଷୟରେ ଲେମ କୁହନ୍ତି କି,”ମୋର ଉଭୟ ସ୍ତନ ମୋ ସମସ୍ୟାର କାରଣ ପାଲଟିଛି, ଏହାର ଓଜନ ହେତୁ ବେକ ଓ ଅଣ୍ଟା ହାଡ ନଇଁ ଯାଉଛି । ଏମିତି ଅବସ୍ଥା ହେଇ ଯାଇଛି କି ବୀନା ସହାୟତା ରେ ଚାଲି ପାରୁନି । “ ଲେମ ସମସ୍ତ ପ୍ରକାରର ପରୀକ୍ଷା କରି ସାରିଛନ୍ତି କିନ୍ତୁ ତାଙ୍କ ସ୍ତନରେ ଟ୍ଯୁମର କି କ୍ୟାନ୍ସରର ଲକ୍ଷଣ ନାହିଁ ।

ଡାକ୍ତରଙ୍କୁ ମଧ୍ୟ ଲେମଙ୍କ ଏହି ରୋଗର କାରଣ ଜଣାପଡୁନାହିଁ । ଲେମଙ୍କ କହିବା ଅନୁସାରେ ପାଖାପାଖି 3 ବର୍ଷ ହେବ ତାଙ୍କ ସ୍ତନର ଆକାର ବଢିବାର ଲାଗିଛି । କିନ୍ତୁ 9 ମାସ ହେଲା ତାଙ୍କ ସ୍ତନର ଆକାର ଖୁବ ଶୀଘ୍ର ବଢୁଛି । ଥାଇଲାଣ୍ଡର phitsanulokର ଏକ ଛୋଟ ଗାଁରେ ରହୁଥିବା ଲେମଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । କିଛି ସମୟ ପୂର୍ବରୁ ଦୁର୍ଘଟଣାରେ ତାଙ୍କର ସ୍ଵାମୀଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ କାମ କରିପାରୁନାହାଁନ୍ତି ।

ଲେମ ତାଙ୍କର ଏପରି ବଢୁଥିବା ସ୍ତନକୁ ନେଇ ବହୁତ ଚିନ୍ତାରେ ଅଛନ୍ତି । ସେ ଏହି ରୋଗରୁ ମୁକ୍ତ ହେବାକୁ ଚାହୁଁଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳଯାଏ ରୋଗର କାରଣ ଜଣା ନ ପଡିଛି ସେତେବେଳଯାଏ ଏହାକୁ କାଟି ପାରିବେନି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *