ଆମ ଦେଶରେ ଏମିତି କିଛି ଗାୟକ ବା ଗାୟିକା ଏମାନେ ଅଛନ୍ତି ଯେଉଁ ମାନେ ଗୋଟେ ସମୟରେ ହାର ମାନି ସଂଗୀତା ଦୁନିଆରୁ କିଛି ଶିକ୍ଷା ଲାଭ କରିଥିଲେ । ଯାହା ପାଇଁ ଆଜିକା ଡେଟରେ ସେମାନେ ଏମିତି ପୋଜିସନରେ ଅଛନ୍ତି ଯେଉଁ ଠାରେ ଦିନେ ସେମାନେ ପ୍ରତିଯୋଗୀତା ଭାବେ ଭାଗ ନେଉଥିଲେ ଆଜି ସେମାନେ ଜଜ ଭାବେ ପରିଚିତ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସେହି ସଂଗୀତକାର ମାନେ କିଏ ଓ କିଭଳି ଭାବେ ସେମାନେ ନିଜ ଜୀବନରେ ସଂଘର୍ଷ କରିଛନ୍ତି ।
୧- ନେହାଁ କକ୍କର : ରିୟାଲିଟି ସୋ ଇଣ୍ଡିଆନ ଆଇଡିରେ ନିଜର ସ୍ଵପ୍ନ ପୁରା କରିବା ପାଇଁ ନେହାଁ କକ୍କର ଅଡିସନ ଦେଇଥିଲେ । ଏହା ପରେ ସେ ସିଲେକ୍ଟ ମଧ୍ୟ ହୋଇଥିଲେ । କିନ୍ତୁ ଏହା ପରେ ସେ କମ ଭୋଟ ପାଇବାରୁ ଅଡିସନରୁ ବିଦାୟ ନେଇଥିଲେ । ନିଜ ଘରର ଭରଣପୋଷଣ ପାଇଁ ନେହାଁ କାକକର ଜଗରାତ୍ରାରେ ଗୀତ ଗାଉଥିଲେ । କିନ୍ତୁ ଏହା ପରେ ସେ ଅନେକ ସଂଘର୍ଷ ପରେ ଆଜିକା ଡେଟରେ ଜଜ ଭାବେ ପରିଚିତ ହୋଇ ପାରିଛନ୍ତି । ସେ ତାଙ୍କ ଭଉଣୀ ଶୋନୁ କକ୍କରଙ୍କ ଠାରୁ ମ୍ୟୁଜିକରେ ଟ୍ରେନିଂ ନେଇଥିଲେ ।
ଏହା ପରେ ସେ ଫିଲ୍ମ “ମୀରାବାଈ ନଟ ଆଉଟ”ରେ ଗୀତ ଗାଇ ଡେବ୍ୟୁ କରିଥିଲେ । କିନ୍ତୁ ଏଥିରେ ସଫଳ ନ ହେବାରୁ ସେ ଫିଲ୍ମ “କକଟେଲ”ର ସେକେଣ୍ଡ ହ୍ୟାଣ୍ଡ ଜବାନି ଗୀତ ଗାଇବା ପରେ ତାଙ୍କର କିସ୍ମତର ତାଲା ଖୋଲି ଯାଇଥିଲା । ଏହା ପରେ ସେ ସନି ସନି, ମେ ତେରା ବୟଫ୍ରେଡ ବିଆଇଟି ଉପରେ ଗୀତ ଗାଇଥିଲେ । ତାଙ୍କ ନାଁ ଇଣ୍ଡିଆ ଡିଜିଟାଲ ସୋ ରେ ଟପ ଭାବେ ଦୁଇ ଥର ସାମିଲ ହୋଇ ସାରିଛି ।
୨- ଅର୍ଜିତ ସିଂ : ୨୦୦୫ରେ ସୋନି ଟିଭିର ସୋ ଫେମ ଗୁରୁକୁଲର ପରତିଯୋଗୀ ଅର୍ଜିତ ସିଂ ଯାହାଙ୍କୁ କ୍ମ ଭୋଟ ମିଳିବାରୁ ଟପ-୫ ରୁ ବାହାରିବାକୁ ପଡିଥିଲା । ଏହି ସୋ ରେ ଜଜ ଶଙ୍କର ମହାଦେବାନ ଓ ସଞ୍ଜୟ ଲୀଳା ଭଂଶାଲିଙ୍କୁ ବହୁତ ପସନ୍ଦ ଆସିଥିଲା । ପ୍ରଥମ ବ୍ରେକରେ ମହାଦେବନ ଅର୍ଜିତଙ୍କୁ ହାଇ ସ୍କୁଲ ମ୍ୟୁଜିକାଲ ଅର୍ଡର-୨ ରେ ଆଜା ନଚଲେ ରେ ଦେଇଥିଲେ । କିନ୍ତୁ ଏଥିରେ ଅର୍ଜିତ ସଫଳା ପାଇ ନ ଥିଲେ ।
ଏହା ପରେ ଭଂଶାଳୀ ରଣବିର ସିଂ ଓ ସୋନାମ କପୁରଙ୍କ ଡେବ୍ୟୁ ଫିଲ୍ମରେ ଅର୍ଜିତଙ୍କ ଆବାଜକୁ ପରିଚିତ କରାଇବାକୁ ସୁଯୋଗ ଦେଇଥିଲେ । ଏଥିରେ ଅସଫଳ ହେବା ପରେ “ତେନ ତେନ ଲେ ଗାଏ ଦିଲ” ସୋରେ ଏମିତି ଧମାଲ କରିଲେ ଯାହା ପାଇଁ ତାଙ୍କୁ ପରିଚୟ ମିଳିଥିଲା । ବଲିଉଡରେ “ଆସିକି-୨” ଫିଲ୍ମର ତୁମ ହି ହୋ ଗୀତରୁ ପରିଚୟ ମିଳିଥିଲା ।
୩- ଜୁବେନ ନଟିୟାଲ : ଯୁବେନ ନଟିୟାଲ ପ୍ରଥମ ସୋ ରେ ଶୋନୁ ନିଗମଙ୍କ ଦ୍ଵାରା ଋଜେକ୍ଟ ହୋଇଥିଲେ । ଏହା ପରେ ସେ କଠିନ ମେହନତ କରି ଆଜିକା ଡେଟରେ ଏକ ସଫଳକାରୀ ଗାୟକ ଭାବେ ବଲିଉଡରେ ପରିଚିତ । ଏହା ପରେ ସେ ଅକ୍ଷୟ କୁମାରଙ୍କ ଫିଲ୍ମ ସଉକିନରେ ଗାଇବା ପରେ ଟପରେ ଆସିଥିଲେ । ଏହା ପରେ ତାଙ୍କର ଅନେକ ଗୀତ ହିଟ ହେବାରେ ଲାଗିଲା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।