ରାତିରେ ଶୋଇବା ପୂର୍ବରୁ କରନ୍ତୁ ହନୁମାନଙ୍କର ଏହି କବଚର ଜପ, ଟଳି ଯିବ ଯେତେବି ଥାଉ ସଙ୍କଟ

ହନୁମାନଙ୍କୁ ସଙ୍କଟମୋଚନ ନାମରେ ଜଣା ଯାଇଥାଏ । ଏମିତି କୁହାଯାଏ କି ଯିଏ ବି ନିଜର ମନର ଭକ୍ତି ସହିତ ହନୁମାନଙ୍କର କବଚର ଜପ କରେ ତାହାର ମୁଣ୍ଡରୁ ସବୁ ଦୁଖ ଏବଂ ସଙ୍କଟ ଦୂର ହୋଇଯିବ ଏବଂ ଘରେ ଖୁସି ଆସିବ । ଯଦି ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରର ପ୍ରବେଶ ଦ୍ଵାରରେ ଲଗାଯାଏ ତେବେ ତାହ ବହୁତ ଲାଭଦାୟକ ହୋଇଥାଏ  । କହିଦେଉଛୁ ଯେ ହିନ୍ଦୁ ଧର୍ମରେ କିଛି ବିଶେଷ କବଚ ତିଆରି କରାଯାଇଛି ।

ଯାହା ଆପଣଙ୍କୁ ସବୁ କଷ୍ଟ ଏବଂ ରୋଗରୁ ମୁକ୍ତି କରିବାରେ ସାହାର୍ଯ୍ୟ କରିବ ଏଥିରେ ଶ୍ରୀରାମଙ୍କର ଭକ୍ତ ହନୁମାନଙ୍କର କବଚ ମଧ୍ୟ ଅଛି । ଏହି ଲେଖା ମଧ୍ୟମରେ ଆମେ ଆପଣମାନଙ୍କୁ ହନୁମାନଙ୍କର କବଚର ଲାଭ ଏବଂ କିଛି ସରଲ ଉପାୟ ବିଷୟରେ କହିବାକୁ ଯାଉଛୁ ।

କଣ ଅଟେ ହନୁମାଙ୍କର କବଚ ?

ମାନ୍ୟତା ଅଛି କି ଶ୍ରୀରାମଙ୍କ ଭକ୍ତ ହନୁମାନ ଆଜି ବି ଏହି ପୃଥିବୀରେ କୌଣସି ନା କୌଣସି ରୂପରେ ବିରାଜମାନ ଅଛନ୍ତି ଏବଂ ନିଜର ଭକ୍ତଙ୍କର ରକ୍ଷା କରୁଛନ୍ତି । ହନୁମାନଙ୍କର ପଞ୍ଚମୁଖୀ ହନୁମାନ କବଚ ବହୁତ ଶକ୍ତିଶାଳି ଅଟେ ଯାହାକୁ ଜପ କରିବା ଦ୍ଵାରା ମୃତ ବ୍ୟକ୍ତିକୁ ମଧ୍ୟ ଜୀବିତ କରା ଯାଇପାରିବ ଏବଂ ନିଜର କାର୍ଯ୍ୟସିଦ୍ଧି ପାଇଁ ମଧ୍ୟ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଶାସ୍ତ୍ର ଅନୁସାରେ ରାବଣଙ୍କ ସହିତ ଯୁଧ୍ୟ କରିବା ସମୟରେ ନିଜେ ଭଗବାନ ରାମ ବି ହନୁମାନଙ୍କର କବଚର ଜପ କରିଥିଲେ ।

ହନୁମାନ କବଚରୁ ହେବାକୁ ଥିବା ଲାଭ

·    ଯଦି ଆପଣ ପଞ୍ଚମୁଖୀ ହନୁମାନ କବଚ ଜପ କରୁଛନ୍ତି ତେବେ ଆପଣଙ୍କର ସବୁ ମନୋକାମନା ପୂର୍ଣ ହୋଇଯିବ ।

·    ହନୁମାନଙ୍କର କବଚକୁ ନିୟମିତ ରୂପରେ ଜପ କରିବା ଦ୍ଵାରା ଆପଣ ସବୁ କଷ୍ଟ ଏବଂ ରୋଗ ଗୁଡିକ ଉପରେ ବିଜୟ ପାଇ ପାରିବେ ।

·    “ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବ-ଶତ୍ରୁ-ସଂହାରଣାୟ, ସର୍ବ-ରୋଗ-ହରାୟ, ସର୍ବ-ବଶୀକରଣାୟ, ରାମ-ଦୂତାୟ ସ୍ୱାହା” ହନୁମାନଙ୍କର ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କର ସବୁ ସଙ୍କଟ ଦୂର ହୋଇଯିବ ।

ହନୁମାନଙ୍କର କବଚ ଜପ କରିବାର ବିଦ୍ଧି

ହନୁମାନଙ୍କର କବଚର ମନ୍ତ୍ରର ସିଦ୍ଧିକରଣ ପାଇଁ ବ୍ୟକ୍ତିକୁ ପ୍ରାତଃ କାଳରେ ଉଠି ସ୍ନାନ କରିବା ଉଚିତ । ଏହା ପରେ ଆସନରେ ହନୁମାନଙ୍କ ମୂର୍ତି କିମ୍ବା ଫଟୋ ସାମନାରେ ବସି ଯାଆନ୍ତୁ । ବର୍ତ୍ତମାନ ଆପଣ ତାଙ୍କୁ ଚନ୍ଦନ, ସିନ୍ଦୁର ଏବଂ ଜଳ ଅର୍ପଣ କରନ୍ତୁ ଏବଂ ଏହି ମୂଳ ମନ୍ତ୍ରକୁ ଜପ କରନ୍ତୁ – ‘ଓଁ ଶ୍ରୀ ହନୁମତେ ନମ:’ । ଆପଣଙ୍କୁ ଏହାକୁ ଗୋଟିଏ ମାଳା ସହିତ ୧୦୮ ଥର ଜପ କରିବାକୁ ପଡିବ ।

ପଞ୍ଚମୁଖୀ ହନୁମାନଙ୍କର କବଚର ମନ୍ତ୍ର

|| ଶ୍ରୀ ଗଣେଶାୟ ନମ: ||

ଓମ ଅସ୍ଯ ଶ୍ରୀପଂଚମୁଖ ହନୁମ୍ତ୍କବଚମଂତ୍ରସ୍ୟ ବ୍ରହ୍ମା ରୂଷି:|

|| ଗାୟତ୍ରୀ ଛଂଦ: ||

ପଂଚମୁଖ ବିରାଟ ହନୁମାନ ଦେବତା| ର୍ହୀଂ ବୀଜମ୍|

ଶ୍ରୀଂ ଶକ୍ତି:| କ୍ରୌ କୀଲକମ୍| କ୍ରୂଂ କବଚମ୍| କ୍ରୈ ଅସ୍ତ୍ରାୟ ଫଟ୍| ଇତି ଦିଗ୍ବଂଧ:|

ଶ୍ରୀ ଗରୁଡ ଉବାଚ|| ଅଥ ଧ୍ୟାନଂ ପ୍ରବକ୍ଷ୍ୟାମି|

ଶ୍ରୁଣୁ ସର୍ବାଙ୍ଗସୁଂଦର| ୟତ୍କୃତଂ ଦେବଦେବେନ ଧ୍ୟାନଂ ହନୁମତ: ପ୍ରିୟମ୍||୧||

ପଂଚକକ୍ତ୍ରଂ ମହାଭୀମଂ ତ୍ରିପଂଚନୟନୈର୍ଯୁତମ୍| ବାହୁଭିର୍ଦଶଭିର୍ଯୁକ୍ତଂ ସର୍ବକାମାର୍ଥସିଦ୍ଧିଦମ୍||୨||

ପୂର୍ବତୁ ବାନରଂ ବକ୍ତ୍ରଂ କୋଟିସୂର୍ଯସମପ୍ରଭମ୍| ଦଂଷ୍ଟ୍ରାକରାଲବଦନଂ ଭ୍ରୁକୁଟୀକୁଟିଲେକ୍ଷଣମ୍||୩||

ଅସ୍ଯୈବ ଦକ୍ଷିଣଂ ବକ୍ତ୍ରଂ ନରସିଂହଂ ମହାଦ୍ଭୁତମ୍| ଅତ୍ୟୁଗ୍ରତେଜୋବପୁଷ୍ପଂଭୀଷଣମ ଭୟନାଶନମ୍||୪||

ପଶ୍ଚିମଂ ଗରୁଡଂ ବକ୍ତ୍ରଂ ବକ୍ରତୁଣ୍ଡଂ ମହାବଲମ୍| ସର୍ବନାଗପ୍ରଶମନଂ ବିଷଭୂତାଦିକୃନ୍ତନମ୍||୫||

ଉତ୍ତରଂ ସୌକରଂ ବକ୍ତ୍ରଂ କୃଷ୍ଣଂ ଦିପ୍ତଂ ନଭୋପମମ୍| ପାତାଲସିଂହବେତାଲଜ୍ୱରରୋଗାଦିକୃନ୍ତନମ୍||୬||

ଊର୍ଧ୍ୱଂ ହୟାନନଂ ଘୋରଂ ଦାନବନ୍ତକରଂ ପରମ୍| ଯେନ ବକ୍ତ୍ରେଣ ବିପ୍ରେନ୍ଦ୍ର ତାରକାକ୍ଷମଂ ମହାସୁରମ୍||୭||

ଜଘାନଶରଣଂ ତସ୍ଯାତ୍ସର୍ବଶତ୍ରୁହରଂ ପରମ୍| ଧ୍ୟାତ୍ୱା ପଂଚମୁଖଂ ରୁଦ୍ରଂ ହନୁମନ୍ତଂ ଦୟାନିଧିମ୍||୮||

ଖଡ୍ଗଂ ତ୍ରିଶୁଲଂ ଖଟ୍ୱାଂଗଂ ପାଶମଂକୁଶପର୍ବତମ୍| ମୁଷ୍ଟିଂ କୌମୋଦକୀଂ ବୃକ୍ଷଂ ଧାରୟନ୍ତଂ କମଣ୍ଡଲୁଂ||୯||

ଭିନ୍ଦିପାଲଂ ଜ୍ଞାନମୁଦ୍ରା ଦଶଭିର୍ମୁନିପୁଂଗବମ୍| ଏତାନ୍ୟୟୁଧଜଲାନି ଧାରୟନ୍ତଂ ଭଜାମ୍ୟହମ୍||୧୦||

ପ୍ରେତାସନୋପବିଷ୍ଟଂ ତଂ ସର୍ବାଭରଣ୍ଭୁଷିତମ୍| ଦିବ୍ୟମାଲ୍ୟାମ୍ବରଧରଂ

ଦିବ୍ୟଗନ୍ଧାନୁ ଲେପନମ ସର୍ବାଶ୍ଚର୍ଯମୟ ଦେବଂ ହନୁମଦ୍ୱିଶ୍ୱତୋମୁଖମ୍||୧୧||

ପଂଚାସ୍ୟମବ୍ୟୁତମନେକବିଚିତ୍ରବର୍ଣବକ୍ତ୍ରଂ ଶଶାଂକଶିଖରଂ କପିରାଜବର୍ଯମ୍|

ପୀତାମ୍ବରାଦିମୁକୁଟୈ ରୂପ ଶୋଭିତାଂଗଂ ପିଂଗାକ୍ଷମାଦ୍ୟମନିଶଂ ମନସା ସ୍ମରାମି||୧୨||

ମର୍କତେଶଂ ମହୋତ୍ରାହଂ ସର୍ବଶତ୍ରୁହରଂ ପରମ୍| ଶତ୍ରୁଂ ସଂହର ମାଂ ରକ୍ଷ ଶ୍ରୀ ମନ୍ନପଦମୁଧ୍ଦର||୧୩||

ଓମ ହରିମର୍କଟ ମର୍କେତ ମଂତ୍ରମିଦଂ ପରିଲିଖ୍ୟତି ଲିଖ୍ୟତି ବାମତଲେ|

ଯଦି ନଶ୍ୟତି ନଶ୍ୟତି ଶତ୍ରୁକୁଲଂ ଯଦି ମୁଂଚ୍ୟତି ମୁଂଚ୍ୟତି ବାମଲତା||୧୪||

ଓମ ହରିମର୍କଟାୟ ସ୍ୱାହା ଓମ ନମୋ ଭଗବତେ ପଂଚବଦନାୟ ପୂର୍ବକପିମୁଖାୟ ସକଲଶତ୍ରୁସଂହାରକାୟ ସ୍ୱାହା|

ଓମ ନମୋ ଭଗବତେ ପଂଚବଦନାୟ ଦକ୍ଷିଣମୁଖାୟ କରାଲବଦନାୟ ନରସିଂହାୟ ସକଲଭୂତପ୍ରମଥନାୟ ସ୍ୱାହା|

ଓମ ନମୋ ଭଗବତେ ପଂଚବଦନାୟ ପଶ୍ଚିମମୁଖାୟ ଗରୂଡାନନାୟ ସକଲବିଷହରାୟ ସ୍ୱାହା|

ଓମ ନମୋ ଭଗବତେ ପଂଚବଦନାୟ ଉତ୍ତରମୁଖାୟ ଆଦିବରାହାୟ ସକଲସଂପତ୍କରାୟ ସ୍ୱାହା|

ଓମ ନମୋ ଭଗବତେ ପଂଚବଦନାୟ ଉର୍ଧ୍ୱମୁଖାୟ ହୟଗ୍ରୀବାୟ ସକଲଜନବଶକରାୟ ସ୍ୱାହା|

||ଓମ ଶ୍ରୀପଂଚମୁଖହନୁମଂତାୟ ଆଂଜନେୟାୟ ନମୋ ନମ: ||

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *