ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ, ସାତ ପୁରୁଷ ପର୍ଯ୍ୟନ୍ତ ହେବନି ଧନର ଅଭାବ

ସୃଷ୍ଟିରେ କିଛି ଏମିତି ଜିନିଷ ଥାଏ ଯାହାକୁ ପାଇବା ପାଇଁ କୌଣସି ଉପାୟ ଦରକାର ପଡେ ନହିଁ । ମାନବ ଜୀବନ ଈଶ୍ବରଙ୍କ ବରଦାନ ବୋଲି କୁହାଯାଇଥାଏ । ମାନବ ଜୀବନରେ ଅନେକ ଉଥାନ ପଥନ ହୋଇଥାଏ ସେହି ଠାରେ ଆମେ କେବେ କେବେ ଆମ ଜୀବନରେ ଦିବ୍ୟ ଶକ୍ତିର ଆଭାସ ହୋଇଥାଏ ।

ଆମ ଲକ୍ଷ ଓ କାମନାକୁ ପୁରା କରିବା ପାଇଁ ଆମକୁ ସହାୟତା ମିଳିଥାଏ । ଆମଘରେ କେତେ ପ୍ରକାର ବସ୍ତୁ ରହିଥାଏ ଯାହାକି ସେହି ବସ୍ତୁ ଗୁଡିକ ରହିବା ଦ୍ଵାରା ମନସ୍କାମନା ପୂର୍ଣ ମଧ୍ୟ ହୋଇଥାଏ । ଶାସ୍ତ୍ରରେ କୁହାଯାଇଚିକି ସଚା ମନରେ ଓ ଶ୍ରଦ୍ଧା ସହିତ ସମସ୍ତ କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ପୁରା ହେବ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଦୁଇଟି ଶବ୍ଦ ବିଷୟରେ କହିବୁ ଯାହାକି ଆପଣ ଶୋଇବା ପୂର୍ବରୁ କହିଦେଉଛନ୍ତି ଆପଣଙ୍କ ଭାଗ୍ୟ ଚମକି ଉଠିବ ତା ସହିତ ଘରେ ଟଙ୍କା ପଇସାର ଅଭାବ ରହିବ ନହିଁ ।ଏହାକୁ ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ ଘରକୁ ବର୍ଷ ବର୍ଷ ଧନ ଆସିବ । ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ, ହଁ ବନ୍ଧୁ ଗଣ ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ । ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଥାଏ ।

Image Courtesy: Google

କୁହାଯାଏକି ଏହି ନାମରେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ । ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ ଥର ଜପ କରିବା ଦ୍ଵାରା ଆପଣଙ୍କର ସବୁ ମନୋସ୍କମନା ପୂର୍ଣ ହୋଇଥାଏ । କାରଣ ଭଗବାନ ଶ୍ରୀକୃଷ୍ଣ ବିଷ୍ନୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଥାଏ । ଏହି ନାମ ସ୍ମରଣ ମାତ୍ରେ ହିଁ ବ୍ଯକ୍ତିର ସମସ୍ତ ଦୁଃଖ ଦୂର ହୋଇଥାଏ । ଯଦି ମନୁଷ୍ୟର କିଛି ଧନ ସମ୍ବନ୍ଧିତ ଅସୁବିଧା ରହିଥାଏ ତେବେ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଧନ ଜନିତ ସମସ୍ତ ଅସୁବିଧା ଦୂର ହୋଇଥାଏ ଏବଂ ଆପଣଙ୍କୁ ଅପାରଧନ ପ୍ରାପ୍ତ ହୋଇଥାଏ । ସେ ମନ୍ତ୍ରଟି ହେଉଛି, ” ଗୋବଲ୍ଲଭାୟ ସ୍ଵାହା ” ।

Image Courtesy: Google

ମାତ୍ର ଦୁଇଟି ଶବ୍ଦରେ ତିଆରି ଏହି ମନ୍ତ ଆପଣଙ୍କୁ ଅପାର ଧନ ପ୍ରାପ୍ତ ହୋଇଥାଏ । ଧ୍ୟାନ ରଖନ୍ତୁ ଏହି ମନ୍ତ୍ର ଜପ କରିବା ସମୟରେ ଭୁଲ ଶବ୍ଦର ଉଚରଣ କରନ୍ତୁ ନହିଁ । କାରଣ ଏହି ଶବ୍ଦ ଭୁଲ ଉଚାରଣ କରିବା ଦ୍ଵାରା ଏହାର ଲାଭ ହୋଇନଥାଏ । ମନ୍ତ୍ରକୁ ସିଧା କରିବା ପାଇଁ ପାଖାପାଖି ଅଢେଇ ହଜାର ଥର ଜପ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *