ତେବେ ଆଲ୍ବମ ଦୁନିଆ ବହୁତ ପ୍ରସିଦ୍ଧ ଦୁନିଆ ଅଟେ କେହି ନିଜ ଦୁଃଖ ବା ସୁଖ ପ୍ରକାଶ କରିବା ପାଇଁ ଗୀତ ଶୁଣିବା ପସନ୍ଦ କରିଥାନ୍ତି ତେବେ ଆଲ୍ବମ ଅଭିନେତ୍ରୀ ମୋନାଲିଶାଙ୍କୁ କିଏ ଅବା ଜାଣି ନାହିଁ, ଜୀବନରେ କୌଣସି କାମ ଯଦି ଅଛି ଯାହା ପାଇଁ ଆପଣ ବହୁତ ଶୀଘ୍ର ନା ପାଇ ପାରିବେ ତାହା ହେଉଛି ଚଳଚିତ୍ର ବା ଟିଭି ଜଗତ ଏହା ଦ୍ଵାରା ମଣିଷ ବହୁତ ଶୀଘ୍ର ଉପରକୁ ଉଠିଥାଏ ।
ଭଲ ଅଭିନୟ ଓ ସୁନ୍ଦର ବ୍ୟକ୍ତିଙ୍କୁ ଦର୍ଶକ ମାନେ ପସନ୍ଦ କରିଥାନ୍ତି ଓ ସେହି ବ୍ୟକ୍ତିକୁ ଖୁବ ଶୀଘ୍ର ସଫଳତା ମିଳିଥାଏ । ମୋନଲିଶା ନିଜ ସମୟ ବହୁତ ଫେମସ ଆଲ୍ବମ ଭିନେତୃଥିଲେ କିନ୍ତୁ ବିବାହ ପରେ ସେ ଟିଭି ଜଗତ ଠାରୁ ବହୁତ ଦୂରେଇ ଯାଇଛନ୍ତି ।

ତାଙ୍କ ସ୍ଵାମୀ ମଧ୍ୟ ଜଣେ ଅଭିନେତା ଆପାନ ମାନେ ଦେବାଶିସଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ଦୁହେଁ ଭଲ ପାଇ ବିବାହ କରିଥିଲେ ଓ ବିବାହ ପରେ ମୋନାଲିସା କାମ କରିବା ଛାଡି ଦେଇଛନ୍ତି ତେବେ ତାଙ୍କ ଜନ୍ମଦିନରେ ଏତେ ବର୍ଷ ପରେ ଦେବାଶିଷ ନିଜ ସ୍ତ୍ରୀ ମୋନାଲିଶାଙ୍କ ଫଟୋ ସୋସିଅଲ ମିଡିଆରେ ଶେୟର କରିଥିଲେ ଓ ଲେଖିଥିଲେ ।

ମତେ ସେହି ଦିନ ଆଜୀବି ମନେ ଅଛି ଯେବେ ମୁଁ ତମକୁ ପ୍ରଥମ ଥର ପାଇଁ ଦେଖିଥିଲି ତାହା ଥିଲା ୩୧ ଡିସେମ୍ବର ୧୯୯୬, ଏହି ଦିନ ଆମେ ସାଙ୍ଗ ହୋଇଥିଲୁ ଓ ତା ପରେ ଆମେ ମିସିଲୁ ଓ ବହୁତ ଭଲ ସାଙ୍ଗ ହେଳୁ ଓ ତା ପରେ ପ୍ରେମୀ ହୋଇଥିଲୁ ଓ ତା ପରେ ମୁଁ ତମକୁ ବିବାହ କରିଥିଲି । ମୁଁ ହେଇପାରେ ତମ ପାଇଁ ବେସ୍ଟ ନଥିଲି କିନ୍ତୁ ତମେ ମତେ ସବୁବେଳେ ବହୁତ ଭଲ ପାଇବା ଓ ସ୍ନେହ ଦେଇଛ । ତମେ ମୋ ଜୀବନ ସବୁଠାରୁ ଭଲ ସାଙ୍ଗ ତମେ ସବୁଠାରୁ ଭଲ ବହୁ, ତମେ ଦୁନିଆର ସବୁଠାରୁ ଭଲ ସ୍ତ୍ରୀ ଆଉ ମୁଁ ମୋ ଜୀବନକୁ ଧନ୍ୟବାଦ ଜଣାଉଛି ଯେ ମୁଁ ତମକୁ ପାଇଲି ।

ଆଜି ମୁଁ ମୋ ଜୀବନରେ ଯାହା ଅଛି କେବଳ ତମ ତ୍ୟାଗ ପାଇଁ ଅଛି, ତମେ ଆମ ଘର ପରିବାରକୁ ସମ୍ଭାଳି ରଖିଛ ତମ ପାଇଁ ଆଜି ମୋ ପୁରା ପରିବାର ସୁଖ ଓ ଶାନ୍ତି ରେ ଅଛନ୍ତି । ବିନା କୌଣସି ସର୍ତରେ ତମେ ସବୁବେଳେ ମତେ ଭଲ ପାଇବା ଦେଇଛ ମୁଁ ମୋ ଜୀବନରେ ତମକୁ ପାଇ ବହୁତ ଖୁସି ଅଛି ଆମେ ଏକାଠି ସବୁ ସୁଖ ଦୁଃଖ ସାହି ଯିବୁ କିନ୍ତୁ ମତେ ମୋ ସାଇଡରେ ସବୁବେଳେ ତମେ ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।