ମଣିଷ ନିଜ ଭଲ ପାଇବା ଦେଖେଇବା ପାଇଁ କିସ କରିଥାଏ ସେ ଛୋଟ ହେଉ ବା ବଡ ସମସ୍ତଙ୍କୁ କିସ କରିବା ଭଲ ଲାଗିଥାଏ କିନ୍ତୁ ଆପଣ ଯାହା ନିଜ ପାର୍ଟନରକୁ କରନ୍ତି ସେହି କିସ ସବୁଠାରୁ ଅଲଗା ହୋଇଥାଏ ଆପଣଙ୍କ ପାର୍ଟନର ଆପଣଙ୍କୁ ନିଜ ଭଲ ପାଇବା ଦେଖାଇବା ପାଇଁ କିସ କରିଥାନ୍ତି ।
କିନ୍ତୁ କିସ କରିବା ସମୟରେ ପ୍ରାୟତଃ ପୁଅ ପିଲା ଏକ୍ସାଇଟେଡ ହୋଇ ଭୁଲ ଜାଗାରେ ହାତ ମାରିଥାନ୍ତି ଯାହା ଦ୍ଵାରା ଝିଅ ମାନଙ୍କୁ ଖରାପ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିସ କରିବା ସମୟରେ କଣ କରିବା ଉଚିତ ଅଟେ ।

୧. ବେକ :
କୌଣସି ଝିଅକୁ କିସ କଲା ବେଳେ ଯଦି ଆପଣଙ୍କୁ ବହୁତ ଏକ୍ସାଇଟମେଣ୍ଟ ଲାଗୁଛି ତେବେ ଆପଣ ଝିଅ ବେକକୁ କିସ କରି ପାରିବେ ଏହା ଦ୍ଵାରା ଝିଅମାନେ ବହୁତ ଭଲ ଅନୁଭବ କରିଥାନ୍ତି ଓ କିଛି ଖରାପ ମଧ୍ୟ ଭାବନ୍ତି ନାହିଁ ଓ ଆପଣ ଦୁହେଁ ଏହି ମୁମେଣ୍ଟକୁ ଏନଜୟ କରିଥାନ୍ତି ।
୨. ଗାଲ :
କୌଣସି ଝିଅକୁ କିସ କଲା ବେଳେ ନିଜ ହାତ ତା ଗାଲ ଉପରେ ରଖିଲେ ଝିଅ ବହୁତ ରୋମାଣ୍ଟିକ ଅନୁଭବ କରିଥାନ୍ତି ଏହା ସହ ଯଦି ଆପଣ ଝିଅ ଗାଲକୁ କିସ କରୁଛନ୍ତି ତେବେ ଝିଅ ଏହା ଭାବିଥାଏ ଯେ ଆପଣ ତାଙ୍କୁ ବହୁତ ଭଲ ପାନ୍ତି । ଆପଣଙ୍କ ପ୍ରତି କୌଣସି ଖରାପ ଭାବନା ତାଙ୍କ ମନରେ ଆସିନଥାଏ ।

୩. ହଗ :
କୌଣସି ଝିଅକୁ କିସ କଲା ବେଳେ ତାକୁ ହଗ କଲେ ତାଙ୍କୁ ବହୁତ ଭଲ ଲାଗିଥାଏ । କୌଣସି ଝିଅକୁ ନିଜ ରୋମାନ୍ସରେ ଛୋଟ ଛୋଟ କଥା ବହୁତ ପସନ୍ଦ ହୋଇଥାଏ ଯେମିତିକି ଆପଣ ତାଙ୍କୁ କେମିତି ଦେଖୁଛନ୍ତି, ତାଙ୍କୁ କେଉଁ ଜାଗାରେ କିସ କରୁଛନ୍ତି ଓ ଆପଣଙ୍କ ଭାବନା କଣ ସେ ଏହି ସବୁ କଥାକୁ ନୋଟିସ କରିଥାନ୍ତି ସେଥିପାଇଁ ଭୁଲରେ ବି ଏମିତି କିଛି କାମ କରନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ପାର୍ଟନରକୁ କିଛି ଖରାପ ଲାଗିବ ।

୪. ଅଣ୍ଟା ଧରନ୍ତୁ :
କୌଣସି ଝିଅକୁ କିସ କଲା ବେଳେ ଆପଣ ତାଙ୍କ ଅଣ୍ଟା ଧରି ପାରିବେ ଏହା ଝିଅଙ୍କୁ ବହୁତ ପସନ୍ଦ ଆସିଥାଏ ଓ ତାଙ୍କୁ ଏମିତିକା ଛୁଇଁବା ଦ୍ଵାରା ତାଙ୍କ ହର୍ମୋନ ଅଧିକ ସ୍ପିଡରେ କାମ କରିଥାଏ ।
୫. ପିଠିକୁ ସ୍ପର୍ଶ :
ଆପଣ ନିଜ ପାର୍ଟନରକୁ କିସ କଲା ବେଳେ ତାଙ୍କ ପିଠିକୁ ସ୍ପର୍ଶ କଲେ ସେ ଆପଣଙ୍କ ଆଡୁକୁ ଆହୁରି ଆକର୍ଷିତ ହୋଇଥାନ୍ତି ଯାହା ଦ୍ଵାରା ଆପଣଙ୍କ କିସ ଲମ୍ବା ଓ ଭଲ ହୋଇଥାଏ ଏହା ଛଡା ଭୁଲ ଜାଗାରେ ଟଚ କଲେ ଝିଅ ଆପଣଙ୍କୁ ଖରାପ ଭାବିଥାଏ ଓ ଏହାର ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।