Salmanଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଏହି Actress ଆଜି ଦେଖାଯାଉଛନ୍ତି ଏମିତି

ସଲମାନ ଖାନ ବଲୀଉଡ ଏମିତି ଗୋଟେ ନା ଯାହା ସମସ୍ତେ ଜାଣିଛନ୍ତି । ସଲମାନ ଖାନ ନିଜ ବାପା ସାଲିମ ଖାନ ଠାରୁ ଅଧିକ ନା ବଲୀଉଡରେ ପାଇଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବେ ସଲମାନ ଖାନ ସହ ଫିଲ୍ମ କରିଥିଲେ କିନ୍ତୁ ବର୍ତମାନ ଗୁମନାମ ଜୀବନ ବ୍ଯତୀତ କରୁଛନ୍ତି ଓ କେଉଁ କାରଣ ପାଇଁ ଏହା ହୋଇଛି ତାହା ମଧ୍ୟ ଆମେ ଆପଣଙ୍କୁ କହିବୁ ।

Image Courtesy: Google

୧. ମମତା କୁଲକର୍ଣୀ :

ଆପଣ ମାନେ ମମତା କୁଲକର୍ଣୀଙ୍କୁ କରନ ଅର୍ଜୁନ ଫିଲ୍ମରେ ସଲମାନ ଖାନ ପ୍ରେମିକା ଭାବରେ ଦେଖିବାକୁ ପାଇଥିବେ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା କିନ୍ତୁ ୨୦୦୨ରେ ହଟାତସେ ବଲୀଉଡ ଦୁନିଆରୁ ଗାୟବ ହୋଇଗଲେ ତେବେ ଖବର ଅନୁଯାଇ ସେ ଭିକି ଯିଏ ଜଣେ ଡ୍ରଗ ମାଫିଆ ଡିଲର ତା ପାଇଁ ନିଜ ସଫଳତା ପୂର୍ଣ୍ଣ କେରିଆର ଛାଡି ଦେଇଥିଲେ । ବର୍ତମାନ ମମତା ସାଧୁ ହୋଇ ଗୁମନାମ ଜୀବନ ଜ୍ଞାପନ କରୁଛନ୍ତି ।

Image Courtesy: Google

୨. ରେବତୀ :

ଆପଣ ମାନେ ରେବତୀଙ୍କୁ ଲଭ ଚଳଚିତ୍ରରେ ସଲମାନ ଖାନ ଅପୋଜିଟରେ ଦେଖିବାକୁ ପାଇଥିବେ ଦୁହେଁ ଏତେ ଭଲ କାମ କରିଥିଲେ ଯେ ଫିଲ୍ମ ସୁପର ଡୁପର ହିଟ ହୋଇଥିଲା ଏହି ଫିଲ୍ମ ପରେ ରେବତୀ ବହୁତ ଫିଲ୍ମ ସାଉଥରେ କଲେ ଓ ସାଉଥ ଅଭିନେତା ସୁରେଶ ଚନ୍ଦ୍ର ମେନନ ସହ ବିବାହ କରିଥିଲେ । ଏହା ପରେ ସେ ଚଳଚିତ୍ର ଦୁନିଆରୁ ଯେମିତି ଗାୟବ ହୋଇଗଲେ ଯାହା ପରେ ତାଙ୍କୁ ଅନ୍ତିମ ଥର ୨ ଷ୍ଟେଟ ଫିଲ୍ମରେ କାମ କରୁଥିବାର ଦେଖା ଯାଇଥିଲା ଓ ବର୍ତମାନ ଖବର ଅନୁଯାଇ ସେ ଏନିମେସନ ଚଳଚିତ୍ର ପାଇଁ ଭଏସ ଆଡ଼୍ତିଷ୍ଟ ଭଳି କାମ କରୁଛନ୍ତି ଓ ନିଜ ସ୍ଵାମୀକୁ ଛାଡପତ୍ର ଦେଇ ସାରିଛନ୍ତି । ଏହା ଛଡା ରେବତୀ ଗୋଟେ ବର୍ଷ ଝିଅକୁ ଅଡପ କରିଛନ୍ତି ଓ ଶିଂଗଲ ପ୍ଯାରେଣ୍ଟ ଭଳି ସେହି ଝିଅର ଦେଖା ଶୁଣା କରୁଛନ୍ତି ।

Image Courtesy: Google

୩. ପୂଜା ଡ଼ଡ଼ୱାଲ :

ଆପଣ ପୂଯାଙ୍କୁ ୧୯୯୫ରେ ଆସିଥିବା ସୁଅପର ହିତ ଫିଲ୍ମ ବୀରଗତିରେ ସଲମାନ ଖାନ ସହ କାମ କରୁଥିବାର ଦେଖିଥିବେ ତେବେ ପୂଜା ଓ ସଲମାନ ଖାନଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏହା ପରେ ପୂଜା ଆଉ କିଛି ଭଲ ଭଲ ଫିଲ୍ମ କଲେ ଯେମିତିକି ଇନ୍ତକାମ, ସିନ୍ଦୁର କି ସୌଗନ୍ଧ ଇତ୍ୟାଦି ଏହା ପରେ ତାଙ୍କୁ ଏହି ଖବର ପ୍ରାପ୍ତ ହେଲା ଯେ ତାଙ୍କୁ ଟିଭି ଭଳି ଗମ୍ଭୀର ରୋଗ ଅଛି ଯାହା ପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା ଓ ଆର୍ଥିକ ସମସ୍ଯା ପାଇଁ ପୂଜା ସଲମାନ ଖାନଙ୍କୁ ସାହାଜ୍ଯ ମାଗିଥିଲେ ଓ ସଲମାନ ସାହାଜ୍ଯ ମଧ୍ୟ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *