ଶୋଇବା ସମୟରେ ଯଦି ନିଜ ମୁଣ୍ଡ ପାଖରେ ଏହି ଜିନିଷ ରଖିବେ ତେବେ…

ଶୋଇବା ବେଳେ କିଛି ଜିନିଷ ମୁଣ୍ଡ ପାଖରେ ରଖିବା ଉଚିତ ନୁହ ମୁଣ୍ଡ ପାଖରେ ଏହି ଭଳି ଜିନିଷ ରଖିଲେ ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ, ଏହି ଜିନିଷ ଗୁଡିକ ମୁଣ୍ଡ ପାଖରେ ରଖିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ବାସ୍ତୁ ଦୋଷ ଲାଗିଥାଏ ଏବଂ ଏହି ଦୋଷ ଦ୍ଵାରା ଆପଣଙ୍କ ଜୀବନରେ ବହୁତ ପ୍ରକାର ସମସ୍ଯା ଆସିଥାଏ, ତେବେ ବହୁତ କିଛି ଅଛି ଯାହା ବାସ୍ତୁ ଅନୁଯାଇ ରଖିବା ବହୁତ ଆବଶ୍ୟକ ହୋଇଥାଏ ନଚେତ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଥାଏ ।

Image Courtesy: Google

୧. ଚପଲ :

ଜ୍ଯୋତିଷ ଶାସ୍ତ୍ର ଏବଂ ବାସ୍ତୁ ଅନୁଯାଇ ଚପଲ ବା ଜୋତା କେବେ ବି ମୁଣ୍ଡ ପାଖରେ ବା ଆଖ ପାଖ ଜାଗାରେ ରଖିବା ଉଚିତ ନୁହ ଏହା ଦ୍ଵାରା ମସ୍ତିସ୍କରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ଏବଂ ଆପଣଙ୍କ ଭଲ କାମ ମଧ୍ୟ ଆପଣ ନିଜେ ଖରାପ କରିଥାନ୍ତି, ଏହାଛଡା ଚପଲ ମୁଣ୍ଡ ପାଖରେ ରଖି ସୋଇଲେ ଆପଣଙ୍କୁ କେବଳ ଅସଫଳତା ପ୍ରାପ୍ତ ହୋଇଥାଏ ।

୨. ତେଲ :

ତେବେ ବହୁତ ଲୋକ ଖଟ ତଳେ ଜିନିଷ ରଖିଥାନ୍ତି ଓ ବ୍ୟବହାର ମଧ୍ୟ କରନ୍ତି, ତେବେ ଭୁଲରେ ବି ତେଲ ମୁଣ୍ଡ ପାଖରେ ରଖିବା ଉଚିତ ନୁହ, ତେଲ ମୁଣ୍ଡ ପାଖରେ ରଖିଲେ ଏହା ଦ୍ଵାରା ଆପଣଙ୍କ ଜୀବନ କଷ୍ଟକର ହୋଇଥାଏ, ତେବେ ତେଲ କେବେ ବି ମୁଣ୍ଡ ତଳ ଜାଗାରେ ରଖିବା ଉଚିତ ନୁହ ।

Image Courtesy: Google

୩. ଦଉଡି :

ଦଉଡି କେବେ ବି ମୁଣ୍ଡ ପାଖରେ ଦେଇ ସୋଇବେ ନାହିଁ ବା ଆଖ ପାଖରେ ମଧ୍ୟ ରଖିବେ ନାହିଁ ଏହା ଦ୍ଵାରା ସବୁ କିଛି ଖରାପ ହୋଇଥାଏ ଏବଂ ସମସ୍ତଙ୍କ ଜୀବନରେ ଦୁଃଖ ଆସିଥାଏ । ତେବେ ଭୁଲରେ ମଧ୍ୟ ଏହି ଭଳି ଜିନିଷ ମୁଣ୍ଡ ପାଖରେ ଦେଇ ସୋଇବେ ନାହିଁ ।

୪. ଲୁଣ :

କେତେ ଲୋକଙ୍କ ଅଭ୍ଯାସ ଥାଏ ଯେ ସେ ଖଟ ଉପରେ ବସି ଖାଇବା ପସନ୍ଦ କରନ୍ତି ଓ ଲୁଣ ଡବା ଖଟ ଉପରେ ଛାଡି ଦିଅନ୍ତି ତେବେ ଶୋଇବା ଆଗରୁ ବିଛଣା ଭଲ ଭାବରେ ଛାଡି ଏହାକୁ ସଫା କରି ଏବଂ ସବୁ ଜିନିଷ ସଠିକ ଜାଗାରେ ରଖି ତା ପରେ ଶୋଇବାକୁ ଯାନ୍ତୁ । ଲୁଣ ମୁଣ୍ଡ ପାଖରେ ରଖି ସୋଇଲେ ଏହା ଦ୍ଵାରା ଘର ଲୋକଙ୍କ ମଧ୍ୟରେ ଝଗଡା ହୋଇଥାଏ ଓ ଘରେ ଅଶାନ୍ତି ହୋଇଥାଏ ।

Image Courtesy: Google

୫. ଝାଡୁ :

ଝାଡୁ ବହୁତ ଶୁଭ ହୋଇଥାଏ କିନ୍ତୁ ବାସ୍ତୁ ଅନୁଯାଇ ଯଦି ରାତିରେ ଝାଡୁ ମୁଣ୍ଡ ପାଖରେ ରଖି କୌଣସି ମଣିଷ ସୋଇଥାଏ ତେବେ ଏହାର ନକାରାତ୍ମକ ଶିକାର ହୋଇଥାଏ ଏବଂ ଏହି ମଣିଷ ଜୀବନରେ କୌଣସି ପ୍ରକାର ଭଲ କାର୍ଯ୍ୟ ହୋଇନଥାଏ ବା ଭାଗ୍ୟ ଉଦୟ ହୋଇନଥାଏ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *