ଶୋଇବା ପୂର୍ବରୁ ଜାଳନ୍ତୁ ଗୋଟେ ତେଜପତ୍ର, 5 ମିନିଟରେ ଦେଖିବେ ହେବ ପ୍ରଚୁରଲାଭ

ଭାରତୀୟ ମାନଙ୍କ ରୋଷେଇ ଘରେ ତେଜପତ୍ର ସବୁବେଳେ ଥାଏ ଓ ଏହାକୁ ମସଲା ରୂପେ ବ୍ୟବହାର କରାଯାଏ । ଏହାକୁ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହାର କରିବା ସହ ଶୁଖିଲା ତେଜପତ୍ର ଖାଦ୍ୟକୁ ସୁଗନ୍ଧିତ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ରୋଷେଇ ପ୍ରସ୍ତୁତ ହେବା ପରେ,ଖାଇବାବେଳେ ଏହାକୁ ବାହାର କରିଦିଆଯାଏ । ଏଥିରୁ ଆସୁଥିବା ସୁଗନ୍ଧ ଏହା ସ୍ଵାଦଠୁ ଅଧିକ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । ଏହା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ପ୍ରାଚୀନ କାଳରେ ଏହାର ପ୍ରୟୋଗ ଲିଭର, ଅନ୍ତଃ, କିଡନୀର ଚିକିତ୍ସା ପାଇଁ ହେଉଥିଲା ।

Image Courtesy: Google

ମହୁମାଛି କାମୁଡ଼ିଲେ ଜଖମ ସ୍ଥାନରେ ଓ କିଛି ଲୋକ ଛୋଟ ଛୋଟ ରୋଗ ନିବାରଣ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ଏହାର ଅନ୍ୟ ଫାଇଦା ମଧ୍ୟ ରହିଛି ଋଷ ର ଗୋଟେ ସର୍ଭେ ରୁ ଜଣାଗଲାଯେ ତେଜପତ୍ରର ପ୍ରୟୋଗ ଚିନ୍ତା ଦୂର ପାଇଁ ବ୍ୟବହୃତ ହୁଏ । ଏହା ଏରୋମେଟିକ ହୋଇଥାଏ । ଯେମିତି ରିଲାକ୍ସ ପାଇଁ ଏରୋମା ଥେରାପି ବ୍ୟବହାର କରିଥାଉ, ତେଜପତ୍ର ରେ ମଧ୍ୟ ଏହାର ଆନନ୍ଦ ଓ ଲାଭ ଘରେ ରହି ମଧ୍ୟ ଉଠେଇପାରିବେ ।

Image Courtesy: Google

ଏହାକୁ ପାତ୍ରରେ ରଖି ଘରେ ଜାଳି, ଏହାକୁ ଏମିତି ରୁମରେ ରଖି 15 ମିନିଟ କବାଟ ବାହାରୁ ବନ୍ଦ କରିଦିଅନ୍ତୁ । ତାପରେ କିଛି ସମୟ ପରେ ଖୋଲିଲେ ରିଲାକ୍ସ ଅନୁଭବ ହେବ ଓ ଶାନ୍ତି ମିଳିବ । ଯଦି ଆପଣ କୌଣସି ଚିନ୍ତାରେ ରହୁଛନ୍ତି ଓ ମନ ଅଶାନ୍ତ ରହୁଛି ତେବେ ଏହି ଉପାୟ ନିଶ୍ଚୟ କରିକି ଦେଖନ୍ତୁ ।

ଏହା ଗରମ ମସଲାର ଗୋଟେ ଅଙ୍ଗ । ତେଜପତ୍ର ପାଉଡରକୁ ସକାଳୁ ପାଣିରେ ମିଶାଇ ପିଇଲେ ଡାଇବେଟିସ ଦୂର ହୁଏ । ଦିନକୁ ତିନି ଥର ପିଅନ୍ତୁ । ଏହି ପତ୍ରକୁ ଭଲଭାବେ ଶୁଖାଇ ଏହାର ଚୁର୍ଣ୍ଣ ବଣାଇ ଦିଅନ୍ତୁ ଓ ପ୍ରତ୍ୟକ ଦିନ ସକାଳୁ ଏହାକୁ ପାଣିରେ ମିଶାଇ ପିଅନ୍ତୁ ଦେଖିବେ ଏହାର ଚମତ୍କାରୀ ଲାଭ ।

Image Courtesy: Google

ତେଜପତ୍ର ଖାଇବା ଦ୍ଵାରା ସ୍ମୃତିଶକ୍ତି ବୃଦ୍ଧି ହୁଏ । ଏହାକୁ ପ୍ରତିଦିନ ଖାଇବାରେ ବ୍ୟବହାର କରିବା ଉଚିତ । ଏହା ମହିଳାଙ୍କ ପାଇଁ ବେଶୀ ଉପଯୋଗି । ଯେଉଁମାନଙ୍କର ସ୍ମରଣ ଶକ୍ତି ବହୁତ କମ୍ଜୋର ଅଟେ ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ । ଏହାକୁ ପ୍ରତ୍ୟକ ଦିନ ନିଜ ଖାଦ୍ଯରେ ସାମିଲ କରନ୍ତୁ ଦେଖିବେ ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ଆହୁରି ଅନେକ ରୋଗ ମଧ୍ୟ ଭଲ ହେବ । ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *