ସୋନୁ ସୂଦ ଏମିତି କେତେ ରୋଜଗାର କରୁଛନ୍ତି ଯେ ଗରିବ ଲୋକଙ୍କର ଏତେ ସାହାଯ୍ୟ କରିପାରୁଛନ୍ତି- ନିଶ୍ଚୟ ଦେଖନ୍ତୁ

ଆଜିକା ସମୟରେ ଆପଣ ମାନେ ସମସ୍ତେ ସୋନୁ ସୂଦ ବିଷୟରେ ଶୁଣିବାକୁ ପାଇଥିବେ, ଯିଏ ପ୍ରବାସୀ ମାନଙ୍କୁ ଘରେ ପଠାଇବାରେ ଲୋକଙ୍କୁ ବହୁତ ସାହାଯ୍ୟ କରୁଛନ୍ତି, ସେ ନିଜ ଟିମ ସହ ମିଶି ବ୍ୟସ୍ତ ରହିଲେ ମଧ୍ୟ ଏହି କାମ କରୁଛନ୍ତି । ଗାଡିରେ ଛାଡିବା ଆଗରୁ ଏହି କଥା ଧ୍ୟାନ ରଖା ଯାଉଛି ଯେ କୌଣସି ଲୋକ ଭୋକିଲା ଗାଡିରେ ଯାଉ ନାହାନ୍ତି କାହିଁକିନା ରାସ୍ତାରେ କଣ ମିଳିବ କଣ ନାହିଁ ତା ଗ୍ୟାରେଣ୍ଟି ନାହିଁ ସେଥିପାଇଁ ପ୍ରବାସୀ ମାନଙ୍କୁ ଆଗରୁ ଖାଇବାକୁ ଦିଆ ଯାଉଛି ଏହା ପରେ ଗାଡିରେ ବସାଇ ଘରେ ଛଡା ଯାଉଛି ।

Image Courtesy: Google

ସୋନୁ ସୁଦଙ୍କ ଏହି କାମ ପାଇଁ ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି, ବଲୀଉଡ ଠାରୁ ଆରମ୍ଭ କରି ସାମାନ୍ୟ ଜନତା ତାଙ୍କ ଫ୍ୟାନ ହୋଇଯାଇଛନ୍ତି । ତେବେ ସୋନୁଙ୍କ ଏହି କାମ ଦ୍ଵାରା ବଲୀଉଡ ବଡ ବଡ ହସ୍ତୀ ମଧ୍ୟ ମଜୁରି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇଛନ୍ତି, ଅଜୟ ଦେବଗନ ପ୍ରତିଦିନ ସୋନୁଙ୍କ ପ୍ରଶଂସା ସୋଶିଅଲ ମିଡିଆରେ କରୁଛନ୍ତି ତେବେ ବଲୀଉଡ ଜଗତ ହସ୍ତୀ ଅମିତାବ ବଚନ ସୋନୁଙ୍କ କାମ ଦ୍ଵାରା ଏତେ ପ୍ରଭାବିତ ହୋଇଛନ୍ତି ଯେ ସେ ମଧ୍ୟ ପ୍ରବାସୀଙ୍କୁ ଘରେ ପଠେଇବା ପାଇଁ ବସ ବ୍ୟବସ୍ଥା କରିବାରେ ଲାଗିଛନ୍ତି ।

Image Courtesy: Google

ଏହି ସବୁ କାମ ପାଇଁ ଯାହା ଖର୍ଚ ହୋଇଛି ତାହା କୌଣସି ସାମାନ୍ଯ ଲୋକ କରି ପାରିବେ ନାହିଁ, ସୋନୁଙ୍କ ପୁରା ସମ୍ପପତ୍ତି ୧୩୦କୋଟି ଟଙ୍କା ର ଅଟେ, ତାଙ୍କ ସ୍ତ୍ରୀ, ଦୁଇଟି ଛୁଆ ତାଙ୍କ ସହ ମୁମ୍ବାଇରେ ବାସ କରନ୍ତି । ତେବେ ସାଉଥ ଚଳଚିତ୍ର ଦୁନିଆରେ ସୋନୁ ସୂଦ ବହୁତ ବଡ ନା ଅଟେ, ବହୁତ ଭଲ ଏବଂ ଦର୍ଶକମାନଙ୍କ ପସନ୍ଦିଦା ଅଟନ୍ତି ସୋନୁ ସୂଦ ଏବଂ ବର୍ତମାନ କରୋନା ଭଳି ସଙ୍କଟ ଠାରୁ ଗରିବ ଏବଂ ଅସହାୟ ଲୋକଙ୍କ ସାହାଯ୍ୟ ଦ୍ଵାରା ସୋନୁ ସୂଦ ଲୋକଙ୍କ ମନରେ ଅଲଗା ଜାଗା ବନେଇଛନ୍ତି ।

Image Courtesy: Google

ବର୍ତମାନ ସୋନୁ ସୂଦ ପ୍ରବାସୀ ମଜୁରି ଲୋକଙ୍କ ପାଇଁ ସାହାଯ୍ୟ ହାତ ହୋଇଛନ୍ତି, ସେ ଲଗାତାର ପ୍ରବାସୀ ମଜୁରିଆ ଲୋକଙ୍କ ପାଇଁ ବସ ବ୍ୟବସ୍ଥା କରୁଛନ୍ତି ଏବଂ ତାଙ୍କୁ ଘରେ ପଠଉଛନ୍ତି, ସୋନୁ ସୂଦ କହିବା ଅନୁଯାଇ ଯେଉଁ ପର୍ଯ୍ୟନ୍ତ ଅନ୍ତିମ ପ୍ରବାସୀକୁ ଘରେ ନପଠେଇଛି ମୋ କାମ ପୂର୍ଣ ହବ ନାହିଁ । ତାଙ୍କ ଫେମିଲି ପଞ୍ଜାବୀ ଅଟନ୍ତି ଓ ଖବର ଅନୁଯାଇ ତାଙ୍କର ୮୦କୋଟିର ବଙ୍ଗଲା ପଞ୍ଜାବରେ ଅଛି, ସେ ସବୁ ଫିଲ୍ମ ପାଇଁ ୮୦ ଲକ୍ଷ ଠାରୁ ୫ କୋଟି ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏହା ଛଡା ତାଙ୍କୁ କିଛି ଏଡଭାଟାଇଜ ମଧ୍ୟ ମିଳିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *