ସାଉଥ ର ଏହି ଦୁଇଟି ସୁପରଷ୍ଟାରଙ୍କୁ ଖାତିର କରନ୍ତିନୀ ବଲୀଉଡର ଏହି ଅଭିନେତ୍ରୀ, ନାଁ ଜାଣିଲେ ଲାଗିବ ଝଟକା

ଆଜି କା ସମୟ ରେ ସାଉଥ ଫିଲ୍ମ ବି ବଲୀଉଡ ପରି ବହୁତ ସକ୍ସେସ ଅଛି , ଏହି ସାଉଥ ର ଦୁଇଟି ସୁପରଷ୍ଟାରଙ୍କ ବିଷୟ ରେ ଗୋଟେ କଥା ଜଣା ପଡିଛି । ପ୍ରଥମ ଅଭିନେତା ହେଲେ ଆଲୁ ଅର୍ଜୁନ, ଆପଣ ଜାଣିଛନ୍ତି କି ? ଆଲୁ ଅର୍ଜୁନ ନିଜ ୧୫ବର୍ଷ କ୍ୟାରିୟର ରେ ଗୋଟେ ବି ଫ୍ଲପ ଫିଲ୍ମ ଦେଇ ନାହାଁନ୍ତି । ଆପଣଙ୍କୁ କହି ଦବାକୁ ଚାହୁଁଛୁ କି ଆଲୁ ଅର୍ଜୁନ ଗୋଟେ ଫିଲ୍ମ ପାଇଁ ୧୬କୋଟି ଟଙ୍କା ନିଅନ୍ତି ଏବଂ ଫିଲ୍ମ ର ବ୍ରାଣ୍ଡ ପ୍ରମୋଟ ପାଇଁ ୨କୋଟି ।

ଆଲୁ ଅର୍ଜୁନ ନିଜ କ୍ୟାରିୟର ୨୨ବର୍ଷ ରେ ଆରମ୍ଭ କରି ଥିଲେ, ସେ ଏଯାଏଁ ୨୩ଟି ଫିଲ୍ମ କରି ସାରିଲେଣି, ଆଲୁ ଅର୍ଜୁନ ନିଜ ଫିଲ୍ମ ଡିଜେ ରେ ଏହି ଅଭିନେତ୍ରୀ କୁ ନେବାକୁ ଚାହୁଁଥିଲେ କିନ୍ତୁ ଅଭିନେତ୍ରୀ ମନା କରିଦେଲେ ।

ଦ୍ଵିତୀୟ ନାଁ ଏହି ଲିଷ୍ଟ ରେ ମହେଶ ବାବୁଙ୍କର ଅଛି, ମହେଶ ବାବୁ ସାଉଥ ର ବହୁତ ବଡ ହସ୍ତୀ ବୋଲି ଲୋକ ଜାଣିଛନ୍ତି, ମହେଶ ବାବୁ ନିଜ ଚଳଚିତ୍ର ରେ ନିଜ ଅଭିନୟ ଏବଂ କ୍ୟୁଟ୍ ନେସ ପାଇଁ ଜଣାଯାଆନ୍ତି । ମହେଶ ବାବୁଙ୍କ ଅସଲ ନା ମହେଶ ଘଟମ୍ମାନେନୀ ଅଟେ, ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବ କି ସେ ନିଜ ଫିଲ୍ମ ଅଗାଡ଼ି ପାଇଁ ଏହି ଅଭିନେତ୍ରୀଙ୍କୁ ନବାକୁ ଚାହୁଁଥିଲେ କିନ୍ତୁ ଅଭିନେତ୍ରୀ ମନା କରି ଦେଲେ ।

ଏବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ଯାହାକୁ ଏହି ସୁପରଷ୍ଟାର ମାନେ ଅଫର ଦେଲେ କିନ୍ତୁ ସେ ମନା କରି ଦେଲେ । ଏହି ଅଭିନେତ୍ରୀ ଆଉ କେହି ନୁହେଁ ଅନୁଷ୍କା ଶର୍ମା ଅଟନ୍ତି, ସେ ବଲୀଉଡ ଜଗତ ର ଗୋଟେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି କିନ୍ତୁ ସେ ଏହି ଦୁଇଟି ସୁପରଷ୍ଟାରଙ୍କ ସହ କାମ କରିବାପାଇଁ ମନା କରି ଦେଇଥିଲେ ।

ଅନୁଷ୍କା ବିରାଟ କୋହଲିଙ୍କ ସହ ବିବାହ ବନ୍ଧନ ରେ ଯୋଡି ଅଛନ୍ତି ଏବଂ ଲୋକ ଏହି ଯୋଡିକୁ ବହୁତ ପସନ୍ଦ କରୁଛନ୍ତି । ଅନୁଷ୍କା ଏହି ନା ପଛ କାରଣ କେହି ଜାଣି ନାହାଁନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *