Sukantଙ୍କ ପରେ ଏବେ ଚାଲିଗଲେ ତାଙ୍କ ପୁଅ, କାନ୍ଦି କାନ୍ଦି Rani Panda ଯାହା କହିଲେ ଟିକେ ଶୁଣନ୍ତୁ… ଦେଖନ୍ତୁ Video

କଇଁ କଇଁ ହୋଇ କାନ୍ଦିଲେ ରାନୀ ପଣ୍ଡା ଏମିତି ହଠାତ ସବୁ କିଛି ବଦଳିଯିବ କେବେ ଭାବି ନ ଥିଲେ । କାର ଦୁର୍ଘଟଣାରେ ସୁକାନ୍ତଙ୍କ ଜୀବନ ଚାଲିଯିବ ଆଉ ବିଧବା ସତରେ ରାନୀ ଙ୍କ ଆଗରେ ଛାତି ଫଟାଇ କାନ୍ଦିବ କେବେ ବି ସହି ପାରି ନ ଥିଲେ ରାନୀ ପଣ୍ଡା । ତଥାପି ରାନୀ ବିଧବା ସ୍ତ୍ରୀ ର ଲୁହ ପୋଛି ବୁଝାଇଥିଲେ ମୁଁ ରାତି ଦିନ ପରିଶ୍ରମୀ କରିବି ସ୍ଟେଜ ପ୍ରୋଗ୍ରାମ କରିବି ।

ଆଉ ଯାହା ବି ଟଙ୍କା ରୋଜଗାର କରିବି ସେଥିରେ ତୁମ ପିଲାଙ୍କର ଭବିଷ୍ୟତ ଗଧିବି ଆଉ ପରିବାର କଥା ବୁଝିବି । ସବୁ ବୁଝାଇ କହିଥିଲେ କିନ୍ତୁ ଏ ଭିତରେ ପେଜ ପଡି ସୁକାନ୍ତଙ୍କ ପୁଅର ଜୀବନ ଚାଲିଗଲା । ଆଉ ଏବେ ସେହି ରାନୀ ଚିତ୍କାର କରି କାନ୍ଦୁଛନ୍ତି । ସେ ଯେଉଁ ସାହାଜ୍ଯ କରିବାକୁ ଚାହୁଁଥିଲେ ଆଉ କେବେ କରିପାରିବେ ଆହି ।

ହଁ ଆଜ୍ଞା ରାନୀ ପଣ୍ଡା ଚାହୁଁଥିଲେ ସୁକାନ୍ତଙ୍କ ଦୁଇ ପୁଅର ଭବିଷ୍ୟତ ଗଢିବେ ଆଉ ସାନ ପୁଅକୁ ଗୋଟେ ଡାକ୍ତର ଭାବେ ଗଢିବାକୁ ଚାହିଁଥିଲେ ରାନୀ ପଣ୍ଡା । ହେଲେ ସବୁ କିଛି ପାଣିରେ ମିସିଗଲା । ରାନୀଙ୍କ କାର ରେ ସୁକାନ୍ତଙ୍କ ଜୀବନ ଚାଲି ଯାଇଥିଲା ଆଉ ଏବେ ପେଜ ପଡି ପୁଅର ଜୀବନ ଚାଲିଗଲା । ଆଉ ଏ କଥାକୁ ସହିପାରି ନାହାନ୍ତି ମା ଓ ରାନୀ ପଣ୍ଡା । ତେବେ ବାପା ଯିବାର 25 ଦିନ ପରେ ଆଖି ବୁଜିଲା ସୁକାନ୍ତଙ୍କ ପୁଅ ।

କିଛି ଦିନ ତଳେ ରାନୀ ପଣ୍ଡାଙ୍କ ଗାଡିରେ ମୃତ୍ୟୁବରଣ କରିଥିବା ରାଜନଗର ପଞ୍ଚାୟତର ସୁକାନ୍ତ ବେହେରାଙ୍କ 3 ବର୍ଷ ପୁଅ ଉପରେ ଗତ କାଲି ଗରମ ପେଜ ପଡିଯାଇଥିଲା ଯାହା ପାଇଁ ସେ ପୋଡି ହେବା ପରେ କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ହେଲେ ମୃତ୍ୟୁ ସହ ଲଢେଇ କରି ଜୀବନ ଯୁଦ୍ଧରେ ହାରି ଯାଇଛି 3 ବର୍ଷର ପୁଅ । ଆଉ ଯାହା ଉପରେ ବିଶ୍ଵାସ ରଖିଥିଲେ କି ବଡ ହେଲେ ଡାକ୍ତର ହେବ ।

ରାନୀ ପଣ୍ଡା ନାଚ ଗୀତ ମାଧ୍ୟମରେ ଯାହା ବି ଟଙ୍କା ରୋଜଗାର କରିବେ ସେହି ପଇସାରେ ସାହାଜ୍ଯ କରି ପିଲାକୁ ଡାକ୍ତର କରିବାକୁ ଇଚ୍ଛା କରିଥିଲେ । କିନ୍ତୁ ଆଜି ରାନୀଙ୍କର ସବୁ ଇଚ୍ଛା ଯେମିତି ମାଟିରେ ମିଶି ଯାଇଛି । ସୁକାନ୍ତଙ୍କ ଚାଲିଗଲା ପରେ ରାନୀ ପଣ୍ଡା ଭାବିଥିଲେ ଏ ପୁଅକୁ ଡାକ୍ତର କରିବି କିନ୍ତୁ ଆଜି ତାର ଜୀବନ ଚାଲିଯାଇଛି ।

ତେବେ ବିଧବା ସ୍ତ୍ରୀ ଓ ଆଉ ଗୋଟେ ପୁଅର ଯତ୍ନ ନେବେ ରାନୀ ଯାହା ଆଗରୁ କଥା ଦେଇଥିଲେ । ତେବେ ଯେଉଁ ପୁଅର ବଡ ଭବିଷ୍ୟତ ଗଢିବାକୁ ଇଚ୍ଛା ରଖିଥିଲେ ରାନୀ ପଣ୍ଡା ଆଜି ତାର ଜୀବନ ଚାଲିଯାଇଛି । ତେବେ ସୁକାନ୍ତଙ୍କ ମୃତ୍ୟୁର 4 ଦିନ ପରେ 3 ବର୍ଷର ପୁଅ ଗରମ ପେଜରେ ପୋଡି ତା ଶରୀରର 36% ପୋଡି ଯାଇଥିଲା । ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ସକାଳେ ମୃତ୍ୟୁ ହୋଇଛି ।  ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *