ଦୁନିଆର ସବୁଠୁ ସୁନ୍ଦର କିନ୍ତୁ ଖତରନାକ ଝିଅ- ଯାହା ଫିଗର ଦେଖି ଭଲ ଭଲ ଫାଇଟର ବି ହୋଇଯାଆନ୍ତି ଛାନିଆ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଆର୍ଟିକ୍ଲକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଆପଣ ତ ବଡ ବଡ ଫାଇଟର ମାନଙ୍କୁ ଦେଖିଥିବେ ଯେଉଁମାନେ WWE ରେ ଫାଇଟ କରନ୍ତି ସେମାନଙ୍କ ଫିଗର ତ ଆପଣମାନେ ଦେଖିଥିବେ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଫିଗର ଥିବା ଏକ ଝିଅ ବିଷୟରେ କହିବୁ ଯିଏ କେବଳ ଫିଗର ନୁହେଁ ବରଂ ଦେଖିବାକୁ ମଧ୍ୟ କୌଣସି ଅପ୍ସରା ଠାରୁ କମ ନୁହେଁ । ତେବେ ସେହି ଝିଅ ଜଣକ କିଏ କେଏନ ତାଙ୍କର ପରିଚୟ ଆସନ୍ତୁ ଜାଣିବା ।

ଆମେ ଯେଉଁ ଯୁବତୀଙ୍କ କଥା କହୁଛୁ ସେ ହେଉଛନ୍ତି ଜୁଲିୟା ୱିନ୍ସ । ସେ ଦେଖିବାକୁ ବହୁତ ସୁନ୍ଦର ଓ ଏଥିପାଇଁ ସେ ବହୁତ ଚର୍ଚ୍ଚିତ ମଧ୍ୟ । କିନ୍ତୁ ଦେଖିବାକୁ ସେ ଯେତିକି ସୁନ୍ଦର ତାଙ୍କ ଶରୀର ଦେଖବାକୁ ସେତିକି ଭୟାନକର ମାନେ ସେ ହେଉଛନ୍ତି ଗୋଟେ ବଡି ବିଲ୍ଡର ଓ ନିଜର ଶରୀରକୁ ସେ ଜେନ ଫାଇଟର ଭଳି କରି ଗଢିଛନ୍ତି । ସେ ରୁଷ୍‌ରେ ଜଣେ ନାମି ଦାମୀ ବଡି ବିଲ୍ଡର ଭାବେ ଖୁବ ପରିଚିତ । ତାଙ୍କୁ ହଇରାଣ କରୁଥିବା ଲୋକଙ୍କର ଅବସ୍ଥା ଖରାପ କରି ଦିଅନ୍ତି ଜୁଲିୟା ।

ଜୁଲିୟାଙ୍କ ଜନ୍ମ ୧୯୯୬ ମସିହା ମେ ମାସ ୨୧ ତାରିଖରେ ରୁଷ୍‌ରେ ହୋଇଥିଲା । ସେ ବଡି ବିଲ୍ଡିଂ ବ୍ୟତୀତ ଫ୍ୟାସନ ମଡେଲିଂ ମଧ୍ୟ କରନ୍ତି । ଏକ ସାକ୍ଷାତକାରରେ ଜୁଲିୟା କହିଥିଲେ ଯେ, ତାଙ୍କର ଏହି ଶରୀର ପାଇଁ ସେ ବହୁତ ପରିହାସ  ଶୁଣିଛନ୍ତି କିନ୍ତୁ ଅନେକ ପ୍ରତିଯୋଗିତାରେ ସଫଳ ହୋଇ ସେ ସେମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ତାଙ୍କର ଏହି ବିଜେତା ପରେ ମଡେଲିଂ କରୁଥିବା ଲୋକେ ତାଙ୍କର ଫ୍ୟାନ ହୋଇଥିଲେ । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଓ ଅନେକ ପୋଷ୍ଟ କରନ୍ତି ସେ ତାଙ୍କର । ସେ ତାଙ୍କ ସୌନ୍ଦର୍ଜ୍ୟ ପାଇଁ ଖୁବ ଚର୍ଚ୍ଚାରେ ରୁହନ୍ତି ।

 

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *