ଶ୍ୱଶୁର ଡାକୁଛନ୍ତି ମା ତୁ ଭିତରକୁ ଆ, Prmailan Maaଙ୍କୁ ଏମିତି କହି କାନ୍ଦିଲେ Dipika… ଦେଖନ୍ତୁ Video କଣ ସମ୍ପୂର୍ଣ୍ଣ ଘାଟଣା

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ସେହି ଖବର ଟି ହେଉଛି କେ ଦୀପିକା ନିଜର ସ୍ତ୍ରୀ ର ଅଧିକାର ଓ ପୁଅକୁ ବାପର ପରିଚୟ ଦେବାକୁ ପ୍ରେମିକ ଦିନେଶ ଘରେ ଆଗରେ ବସି ରହିଛନ୍ତି । ତେବେ ଏ ହେଉଛନ୍ତି ସେହି ଦିନେଶ ଯିଏ ଦୀପିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଗର୍ଭବତୀ କରାଇ ଏବେ ଛାଡି ଦେଇଛନ୍ତି । ବର୍ତ୍ତମାନ ସମୟରେ ଏମିତି ଏକ ଖବର ରହିଛି ଯାହାକୁ ଜାଣିଲେ ଆପଣ ମାନେ ବି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ସୂଚନା ଅନୁଯାୟୀ ବହୁତ ଲଜ୍ୟା ଜନକ କଥା ସାମନାକୁ ଆସିଛି । ବାହାରେ ବର୍ଷା ହେଉଛି ହେଲେ ଦିନେଶଙ୍କ ଘରେ କେହି ନାହାନ୍ତି କେବଳ ତାଙ୍କ ବାପା ଅଛନ୍ତି । ସେ ଘରେ କେହି ନାହାନ୍ତି ମା ନାହି କି ଗୋସେଇଁ ମା ନାହାନ୍ତି ଆ ଭିତରକୁ ପଳେଈ ଆ ଏମିତି କୁଆଡେ ଦୀପିକାଙ୍କୁ ତାଙ୍କ ଶ୍ଵଶୁର କହିଛନ୍ତି ।

ଯେଉଁ ଦିନ ବର୍ଷା ହେଉଥିଲା ଆଉ ଯେଉଁ ଦିନ ପ୍ରମିଳା ତ୍ରିପାଠୀ ଭୁବନେଶ୍ବର ରେ ଥିଲେ ଆଉ ଯେବେ ନିଜ ଝିଅ ଦୀପିକାଙ୍କୁ ଦେଖା କରିବାକୁ ପ୍ରମିଳା ତ୍ରିପାଠୀ ଯାଇଥିଲେ ସାଙ୍ଗରେ ପନିପରିବା ଆଉ ମିଠା ବି ନେଇଥିଲେ ନେଇ ଦୀପିକାଙ୍କ ପାଖକୁ ଯାଇଥିଲେ ସେତେବେଳେ ବୋଧ ହୁଏ ଦୀପିକା କାନ୍ଦି କାନ୍ଦି ଏହି କଥା ତାଙ୍କୁ କହିଥିଲେ ।

ଆଉ ତା ପରେ ପ୍ରମିଳା ତ୍ରିପାଠୀଙ୍କ କହିବା କଥା ଏହାର ପରିଣାମ କଣ ହେବ ବଳେ ବୁଝିବ । ବୋହୂ ଯେତେବେଳେ ମୁହଁରେ ଜବାବ ଦେବ ସେତେବେଳେ ଠିକ ବୁଝି ପାରିବ । ମୁଁ ପାଞ୍ଚ ଦିନ ପାଇଁ ଭୁବନେଶ୍ବର କୁ ଯାଇଥିଲି ଯେ, ତମେ ମାନେ ମୋ ଝିଅକୁ ହଇରାଣ କରିଛ । ଘରେ କେହି ନ ଥିବା ବେଳେ ତମେ ତାଙ୍କୁ ଭିତରକୁ ଡାକିଛ ଏହାର ଜବାବ ତମେ ନିଶ୍ଚୟ ଦେବ ।

ମୋ ଝିଅର ପନିପରିବାରେ ସର୍ଫ ପାଣି ଢାଳି ତୁମେ ପୁଚକା କରିଛ ତାକୁ ଗୋଟେ ଦିନ ଉପାସରେ ରଖିଛ ଏବେ ମୁଁ ଆସିଛି ଭୁବନେଶ୍ବର ରୁ ବି ଖୁସି ଖବର ନେଇ ଆସିଛି ରାତି ପାହିଲେ ଜଣାଇବେ ହୁସିଆର ରୁହ ବୋଲି ପ୍ରମିଳା ମା କହିଛନ୍ତି ।

ତେବେ ଏମିତି କିଛି କଥା କହି ସମାଜସେବୀ ପ୍ରମିଳା ଟାର୍ଗେଟ କରିଛନ୍ତି ଦିନେଶଙ୍କ ପରିବାରକୁ ଆଉ ଦୀପିକାଙ୍କ ଶ୍ବଶୁରଙ୍କୁ । ତେବେ ସତରେ କଣ ଦୀପିକା ଙ୍କ ଯାହା ତାଙ୍କ ଶ୍ଵଶୁର ଙ୍କ ବିଷୟରେ କହୁଛନ୍ତି ସତ । ଯଦି ସତ ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ ବୋଲି ପ୍ରମିଳା ତ୍ରିପାଠୀ କହିଛନ୍ତି । ବର୍ତ୍ତମାନ ସମୟରେ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *