ସୋମବାର ଦିନ ଭୁଲରେ ବି କରନ୍ତୁ ନାହି ଏହି 5ଟି କାମ, ନଚେତ ମହାଦେବଙ୍କ କୋପରୁ ହେବ ସର୍ବନାଶ- Vastu Tips

ଆମ ଜ୍ଯୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଭବିଷ୍ୟତ ସହ ଜଡିତ ଘଟଣା ବିଷୟରେ କୁହାଯାଇଛି । କିଛି ବିଶିଷ୍ଟ ଗଣନା ମାନଙ୍କ ଆଧାରରେ ଏହି ଘଟଣା ଆମ ଜୀବନରେ କଣ ପ୍ରଭାବ ପକାଇଥା ଏହା ଅନୁମାନ କରାଯାଇଥାଏ । ସପ୍ତାହରେ ୭ ଦିନ ହୋଇଥାଏ ଯାହାକୁ ବାର କୁହାଯାଏ । ଏହି ୭ ଦିନର ବିଶିଷ୍ଟ ନାମ ରହିଛି ଯାହା ଗ୍ରହ ମାନଙ୍କ ଆଧାରରେ ରଖାଯିଛି । ପ୍ରତେକ ବାର ର ସମ୍ପର୍କ ଭଗବାନଙ୍କ ସହ ଯୋଡି ହୋଇ ରହିଥାଏ । ଯେଉଁ ଦିନ ବାର ହୋଇଥାଏ ସେହି ଦିନ ଦେବତାଙ୍କ ଅନୁଯାୟୀ ଶକ୍ତି ପ୍ରଭାବଶାଳୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ସୋମବାର ଦିନ ଏମିତି କେଉଁ କାମ କରିବା ଅନୁଚିତ ସେଇ ବିଷୟରେ କହିବାକୁ ଯାଉଛୁ ।

୧- ଜ୍ଯୋତିଷ ଶାସ୍ତ୍ରରେ ଷୋମବାକୁ ବିଶେଷ ରୂପରେ ଭଗବାନ ଶିବ ଓ ଚନ୍ଦ୍ରମାଙ୍କ ସହ ଯୋଡି ଦେଖାଯାଇଥାଏ । ଏହି ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅଭିଷେକ କରାଇବା ଉଚିତ ।

୨- ମହାଦେବଙ୍କୁ ସୋମବାର ଦିନ ତାଙ୍କର ପ୍ରିୟ ବେଲପତ୍ର ଚଢାଇବା ଉଚିତ । ଏହା ସହ ମହାଦେବଙ୍କୁ ଚନ୍ଦନର ଲେପ ଲଗାଇବା ଉଚିତ । ମହାଦେବଙ୍କୁ ଗାଈ କ୍ଷୀର ଚଢାଇଲେ ଜୀବନରେ ସୁଖ ସମୃଦ୍ଧି ଓ ଧନର ପ୍ରାପ୍ତି ହୋଇଥାଏ ।

୩- ଭଗବାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଥିପାଇଁ ସୋମବାର ଦିନ ଧଳା ଜିନିଷ ଯଥା ଧଳା ଫୁଲ, କ୍ଷୀର, ଦହି ଓ ଧଳା ରଙ୍ଗର ଭୋଗ ଲାଗାଇବା ଉଚିତ । ଏମିତିକି ଧଳା ରଙ୍ଗର ଜିନିଷ ସେବନ କରିବା ଉଚିତ ।

୪- ସୋମବାର ଦିନ କୌଣସି କାମ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ନିଶ୍ଚୟ ଦେଖନ୍ତୁ । ଏପରି କରିଲେ କୌଣସି କାମ ବିନା ବାଧା ରେ ପୂର୍ଣ୍ଣ ହୋଇଯିବ । କିନ୍ତୁ କିଛି କାମ ଏମିତି ଅଛନ୍ତି ଯାହା ସୋମବାର ଦିନ ଭୁଲରେ ବି କରିବା ଉଚିତ ନୁହେଁ –

୧- ସୋମବାର ଦିନ ମାଂସ ଖାଇବା ଅନୁଚିତ । ଏହି ଦିନ ସୋମବାର ବ୍ରତ କରି ସାଟବିକ ଆହାର ଯେମିତିକି କ୍ଷୀର, ଦହି ଓ ଫଳ ଖାଇବା ଉକିତ ।

୨- ସୋମର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ । ଧ୍ୟାନ ରଖିବେ ଏହି ଦିନ କଳା ବସ୍ତ୍ର ପିନ୍ଧି ଶିବ ମନ୍ଦିର ଯିବା ଅନୁଚିତ । ମହିଳା ମାନେ ଏହି ଦିନ କେଶ ଧୋଇବା ଉଚିତ ହୋଇନ ଥାଏ ।

୩- ସୋମବାର ଦିନ ଅନ୍ୟର ଅପମାନ କରନ୍ତୁ ନାହି, ଦୁର୍ବ୍ୟବହାର, ଅତ୍ୟାଚାର, ବିଶ୍ଵାସଘାତ, କଳହ କରନ୍ତୁ ନାହି । ଭଗବନା ଶିବଙ୍କ କୋପ ଦ୍ରୁଷ୍ଟି ନ ପଡିବ ଏଥିପାଇଁ ଅନୈତିକ କାମ କରନ୍ତୁ ନାହି ।

୪- ସୋମବାର ଦିନ ନନ୍ଦୀ ପୂଜା ଜରୁରୀ ଅଟେ । ଏଥିପାଇଁ ଏହି ଦିନ ନନ୍ଦୀ ମହାରାଜଙ୍କୁ ପୂଜା କରି ତାଙ୍କର କାନରେ ନିଜର ମନସ୍କାମନା କୁହନ୍ତୁ । ଯାହା ବି ଇଚ୍ଛା ଥିବା ତାହା ନିଶ୍ଚୟ ପୂର୍ଣ୍ଣ ହେବ ।

୫- ସୋମବାର ଦିନ ୪ ଗୋଡ ଥିବା ପଶୁଙ୍କୁ ଦୁର୍ବ୍ୟବହାର କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *