ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ପ୍ରତିଦିନ ଖାଦ୍ୟ ଖାଇଥାନ୍ତି । ତେବେ ଏହି ଭୋଜନକୁ ନେଇ ଅନେକ କିଛି କଥା ଜଡିତ ରହିଥାଏ । ଯାହା ଆମକୁ ଜାଣି ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ । ନଚେତ ଜୀବନରେ ଆମକୁ ବିଭିନ୍ନ ପ୍ରକାର ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେବେ ବନ୍ଧୁଗଣ ଅନେକଙ୍କ ମନରେ ଏପରି କିଛି ପ୍ରଶ୍ନ ରହିଥାଏ । ଯେ ସ୍ଵାମୀଙ୍କ ସହ ଭୋଜନ କରିବା ଠିଁ ନା ଭୁଲ୍ ।
କାରଣ ବହୁତ ଲୋକଙ୍କ ମତ ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ଯଦି ଗୋଟିଏ ଥାଳିରେ ଭୋଜନ କରିଥାନ୍ତି । ତେବେ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ । ହେଲେ ଅନ୍ୟ କିଛି ଲୋକଙ୍କ ମତରେ ସ୍ଵାମୀ ସହ ଗୋଟେ ଥାଳିରେ ଭୋଜନ କରିବା ଉଚିତ ନୁହେଁ । ସ୍ତ୍ରୀ କୁ ସର୍ବଦା ସ୍ଵାମୀର ଭୋଜନ ପରେ ହିଁ ଖାଇବା ଉଚିତ । ନଚେତ ଘରକୁ ଦରିଦ୍ରତା ଆସିଥାଏ । ତେବେ ଏହି କଥା କେତେ ମାତ୍ରାରେ ସତ୍ୟ ଅଟେ ଆସନ୍ତୁ ସେହି ବିଷୟରେ ଏଠାରେ ଆଲୋଚନା କରିବା ।
ବନ୍ଧୁଗଣ ଭୋଜନକୁ ଭଗବାନଙ୍କର ଆଶ୍ରୀବାଦ ମାନିକି ତାହାର ପୂଜା କରାଯାଇଥାଏ । ବ୍ୟକ୍ତି ପ୍ରତିଦିନ ଅର୍ଣ୍ଣ ପ୍ରାପ୍ତି କରି ତାହାକୁ ଭୋଜନ କରୁଥିବାରୁ ସେ ଇଶ୍ଵରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇବା ଉଚିତ । ତେବେ ସନାତନ ଧର୍ମରେ ଭୋଜନ ସହ ଜଡିତ ଏହିଭଳି ଅନେକ କିଛି କଥା ଉପରେ କୁହାଯାଇଛି । ଯାହାକୁ ପାଳନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।
ଯଦି ଏହାର ବୀପରୀତ ଏହି ସବୁ ନୀତି ଓ ନିୟମର ଉଚିତ ରୂପେ ପାଳନ କରାଯାଇନଥାଏ । ତେବେ ଘରେ ଭୟଙ୍କର ଦରିଦ୍ରତା ମଧ୍ୟ ଆସିଥାଏ । ତେବେ ଭୋଜନ ସହ ଜଡିତ କେତେ ଗୁଡିଏ ନିୟମ ବିଷୟରେ ଏଠାରେ କହିବୁ । ଭୋଜନ କରିବା ସମୟରେ କାହା ସହ କିଛି କଥାବାର୍ତ୍ତା ନହୋଇ ନୀରବ ରକ୍ଷା କରି ଭୋଜନ କରିବା ଉଚିତ । ଯାହା ଦ୍ଵାରା ଜୀବନରେ ଆପଣ ବହୁତ କିଛି ଉନ୍ନତି କରିପାରିବେ ।
ଦିତୀୟରେ କେବେବି କାହାର ଅଇଁଠା ଖାଦ୍ୟ ଖାଇବା ଉଚିତ ନୁହେଁ । କିଛି ଲୋକ କୁହନ୍ତି, ଯେ ପରିବାର କି ବନ୍ଧୁବାନ୍ଧବର ଅଇଁଠା ଖାଇବା ଦ୍ଵାରା ପସମ୍ପର୍କ ଭଲ ରହିଥାଏ । ହେଲେ ଶାସ୍ତ୍ର ଦ୍ରୁଷ୍ଟିରୁ କେବେବି କାହାର ଅଇଁଠା ଖାଇବା ଉଚିତ ନୁହେଁ।
ତୃତୀୟରେ ଶାସ୍ତ୍ର ଦ୍ରୁଷ୍ଟିରୁ ସ୍ଵାମୀ ଓ ସ୍ତ୍ରୀ କେବେବି ଗୋଟିଏ ଥାଳିରେ ବସି ଖାଇବା ଉଚିତ ନୁହେଁ । ନଚେତ ଏହାର ପରିଣାମ ବଶତଃ ଘରେ ଗରିବୀ ଦେଖାଦେଇଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।