ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ ହସିବା ଦ୍ଵାରା ଆମର ରୋଗପ୍ରତି ରୋଧକ କ୍ଷମତା ବଢିଥାଏ । ଏହା ଦ୍ଵାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହା ହୃଦରୋଗର ସମ୍ଭାବନାକୁ ହ୍ରାସ କରିଥାଏ | ତେବେ ସେଇଥିପାଇଁ ଆମର ଏହି ଛୋଟିଆ ପ୍ରୟାସ ଯାହା ଦ୍ଵାରା ଆପଣଙ୍କ ମୁହଁରେ ହସ ଆସିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ । ତେବେ ଆସନ୍ତୁ ହସିବା ଓ ହସେଇବାର ଏହି ପ୍ରୟାସ ଆରମ୍ଭ କରିବା ।

ଜୋକ ୧
ଗୋଟେ ଝିଅ ଜଣେ ଅଚିହ୍ନା ଲୋକ ସହିତ ଅନଲାଇନ କଥା ହେଉଥିଲା
ଲୋକ :- କଣ ତମେ ତମର ଇ ମେଲ ଆଇଡି ଦେଇପାରିବ କି ?
ଝିଅ :- ହଁ କାହିଁକି ନୁହେଁ । ମୋର ଆଇଡି ହେଲା
ଆଇ-ହାବ-ବୟ ଫ୍ରେନ୍ଡ .ଆଇ -ଲଭ-ହିମ@ଗେଟ-ଲସ୍ଟ..କମ
ଲୋକ :- ଧନ୍ୟବାଦ, ମେରା ଇମେଲ ଆଇଡି
ଆଇ-ଆମ-ଇଓର-ଡାଡି.ଆଜ-ତୁ-ପିଟେଗୀ@ଘର ପେ.କମ
ଜୋକ ୨
ପତ୍ନୀ ପତିକୁ ପଚାରିଲା ଯେବେ ଆମେ ବିବାହ କରିଥିଲୁ ସେତେବେଳେ ତ
ବହୁତ ସୁନ୍ଦର ସୁନ୍ଦର ନାମରେ ଡାକୁଥିଲା, ଯେମିତିକି ମୋର ରସମଲାଇ, ମୋର ରାବିଡି,
ଏବେ କଣ ପାଇଁ ଡାକୁନ ?
ପତି କହିଲା, ପଗଲୀ ! କ୍ଷୀରର ମିଠା କେତେଦିନ ଫ୍ରେଶ ରହିବ ।

ଜୋକ ୩
ଗୋଟେ ମୂଷା ମଦ ଗିଲାସରେ ପଡିଗଲା…
ସେ ବାଟରେ ଗୋଟେ ବିଲେଇ ଯାଉଥିଲା
ମୂଷା ବିଲେଇକି କହିଲା ମୋତେ ଏଠାରୁ ବାହାର କରିଦେ
ତାପରେ ତୁମେ ଚାହିଁଲେ ଖାଇ ପାରିବ ।
ବିଲେଇ ଗୋଇଠା ମାରୀ ଗ୍ଲାସକୁ ପକେଇଦେଲା
ମୂଷା ବାହାରି ଦୌଡିଲା ଓ ବିଲରେ ପଶିଗଲା
ବିଲେଇ କହିଲା : ମୀଛୁଆ, ଧୋକେବାଜ, କହିଥିଲୁ ନା ମୋତେ ବାହାର କଲାପରେ ମୋତେ ଖାଇ ପାରିବୁ
ମୂଷା ହସିକି କହିଲା: ଜାନ, ଜମାବି ରାଗନି, ସେଇ ସମୟରେ ମୁଁ ମଦ ନିଶାରେ ଥିଲି ।

ଜୋକ ୪
ଗୋଟେ କଞ୍ଜୁସ ଲୋକ ଘରକୁ ଗେଷ୍ଟ ଆସିଲେ ।
କଞ୍ଜୁସ :- ଭାଇ ଥଣ୍ଡା ନେବ ନା ଗରମ ?
ଗେଷ୍ଟ :- ଥଣ୍ଡା
କଞ୍ଜୁସ :- ଜୁସ ନେବନା କୋଲ୍ଡ ଡ୍ରିଂକ୍ସ ?
ଗେଷ୍ଟ :- କୋଲ୍ଡ ଡ୍ରିଂକ ନେବି
କଞ୍ଜୁସ :- ଷ୍ଟିଲ ଗ୍ଲାସରେ ନେବ ନା କାଚ ଗ୍ଳାସରେ
ଗେଷ୍ଟ :- କାଚ ଗିଲାସରେ ନେଇ ଆସ ।
କଞ୍ଜୁସ :- ପ୍ଲେନ ନା ଡିଜାଇନ ବାଲା ।
ଗେଷ୍ଟ :- ଆରେ ଡିଜାଇନ ଗ୍ଲାସରେ ନେଇ ଆସ
କଞ୍ଜୁସ :- କେଉଁ ଭଳି ଡିଜାଇନ ପସନ୍ଦ ଅଟେ ? ଲାଇନ ବାଲା ନା ଫୁଲ ବାଲା
ଗେଷ୍ଟ :- ଫୁଲ ବାଲା
କଞ୍ଜୁସ :- ଗୁଲାବ ନା ଚମେଲୀ ଫୁଲ
ଗେଷ୍ଟ :- ଗୋଲାପ ଫୁଲ
କଞ୍ଜୁସ :- ତାର ସ୍ତ୍ରୀକୁ କହିଲା ଦେଖାତ ଆମ ଘରେ ଗୋଲାପ ଫୁଲର ଗ୍ଲାସ ଅଛିକି
ସ୍ତ୍ରୀ :- ନାହିଁ ତ
କଞ୍ଜୁସ :- ଓ ତେରୀ! ନାହିଁ…. ଚାଲ କୋଲ୍ଡ ଡ୍ରିଂକ୍ସ ଥାଉ, ଭାଇକୁ ମଜା ଆସିବନି …… !!!

ଜୋକ ୫
ପତ୍ନୀ :- ଜାଣିଛ କି ? ଆମ ବିବାହ କରେଇଥିବା ପଣ୍ଡିତର ଦେହାନ୍ତ ହୋଇଗଲା
ପତି :- ଦିନ ନା ଦିନେ ତାର କର୍ମ ଫଳ ଭୋଗିବାର ଥିଲା ।
ଜୋକ ୬
ସାନ୍ତା ବାଣ୍ଟାକୁ ଚାପୁଡା ମାରିଲା
ବଣ୍ଟା – ତୁ ସତରେ ମାରିଲୁ ନା ମଜାକରେ ମାରିଲୁ
ସାନ୍ତା- ସତରେ ମାରିଲି
ବଣ୍ଟା :- ତ ଠିକ ଅଛି ମୋତେ ମଜାକ ବିଲକୁଲ ପସନ୍ଦ ନାହିଁ ।
ଜୋକ ୭
ଅଧ୍ୟାପକ ସବୁ ଛାତ୍ରଙ୍କୁ କ୍ରିକେଟ ଉପରେ ରଚନା ଲେଖିବାକୁ କହିଲେ
ସବୁ ଛାତ୍ର ନିଜ ନିଜର ଖାତା ନେଇ ରଚନା ଲେଖିବାରେ ଲାଗିଲେ, କିନ୍ତୁ ପପୁ ଚୁପଚାପ ବସିଥିଲା
ଅଧ୍ୟାପକ ତାକୁ ଦେଖିଲା ଓ ଦେଖିକି ବେହୋସ ହୋଇଗଲା,
ସେ କେବଳ ଗୋଟେ ଲାଇନ ଲେଖିଥିଲା, ” ବର୍ଷା ପାଇଁ ମ୍ୟାଚ ସ୍ଥଗିତ କରିଦେଇଛନ୍ତି ”

ଜୋକ ୮
ସେ ବିଚାର ଘଣ୍ଟାଏ ହେବ ଟଏଲେଟରେ ବସିଲା
ଗୋଟେ ଲୋଟା ପାଣି ମାଗିଲା
କିନ୍ତୁ କେହି ଦେଲେନି
କାରଣ-ସେ ପ୍ରତିଦିନ ଡ଼ାଇଲଗ ମାରୁଥିଲା
“ମୁଝପର ଏକ ଏହସାନ କରନା କି ମୁଝପର କୋଇ ଏହସାନ ନା କରନା” ।
ଜୋକ ୯
ପତ୍ନୀ : ମୋ ସାଙ୍ଗ କହୁଥିଲା ମୋତେବି ଆପଣଙ୍କ ପୁଅ ଭଳିଆ ଗୋଟେ ପୁଅ ଦରକାର
ପତି : ତ କଣ ହେଲା, ରାତିରେ ଡାକ ତାକୁ!
ରୁମରେ ସୁନସାନ
କାହାଣି ଏତିକିରେ ସରୁନି !
ଆଗରେ ତ ଶୁଣ ସ୍ତ୍ରୀ କଣ କହିଲା ……
ପତ୍ନୀ : ମୁଁ ତ ତାକୁ ଶର୍ମାଜିଙ୍କ ଘରକୁ ପଠେଇ ଦେଲି, ସୁନସାନ ଖତମ ହିଁ ହଉନି
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।