ଦେଖନ୍ତୁ ଟିଭିର ଏହି ଫେମସ ଅଭିନେତ୍ରୀ ମାନଙ୍କ ରିୟଲ ଲାଇଫ ଭଉଣୀ

ଚଳଚିତ୍ର ଜଗତ ଠାରୁ ଟିଭି ଜଗତ ଅଭିନେତ୍ରୀ ମାନାଙ୍କୁ ଦର୍ଶକ ଅଧିକ ଜାଣିଥାନ୍ତି, କାହିଁକିନା ଫିଲ୍ମ ହିରୋଇନ ଅଧିକ ଫେମସ ହେଲେ ତାଙ୍କ ଫିଲ୍ମ ଦର୍ଶକ ମାନେ ଜାଣିଥାନ୍ତି ବା ଦେଖିଥାନ୍ତି କିନ୍ତୁ ଟିଭି ଜଗତ ଅଭିନେତ୍ରୀ ମାନେ ଘରେ ଘରେ ଚର୍ଚା ବିଷୟ ହୋଇଥାନ୍ତି, ଆଜି ଆମେ ଆପଣଙ୍କୁ ଟିଭି ଜଗତ ଏମିତି କିଛି ଅଭିନେତ୍ରୀଙ୍କ ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦେଖିବା ପାଇଁ ଅଭିନେତ୍ରୀ ମାନଙ୍କ ଠାରୁ ବି ବହୁତ ସୁନ୍ଦରୀ ଅଟନ୍ତି ।

Image Courtesy: Google

୧. ରୁବିନା ଦିଲେକ :

ରୁବିନା ଦିଲେକ ବହୁତ ପ୍ରସିଦ୍ଧ ସିରିଏଲ ଶକ୍ତି ଏହସାସ କି ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ, ତାଙ୍କ ଦୁଇ ଭଉଣୀ ଅଛନ୍ତି ଯାହାଙ୍କ ନାମ ରୋହିନୀ ଓ ନେନା ଅଟେ । ସେ ଦୁହେଁ ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି କିନ୍ତୁ ସେ ସାମାନ୍ଯ ଝିଅଙ୍କ ଭଳି ପାଠ ପଢୁଛନ୍ତି, ତେବେ ରୁବିନା ପ୍ରାୟତଃ ନିଜ ଭଉଣୀ ମାନଙ୍କ ସହ ବୁଲିବାର ଓ ଫଟୋ କ୍ଲିକ କରିବାର ଦେଖା ଦେଇଥାନ୍ତି ।

Image Courtesy: Google

୨. ଫଲକନାଜ :

ଫଲକନାଜ ବହୁତ ପ୍ରସିଦ୍ଧ ସିରିଏଲ ସାସୁରାଲ ସୀମର କା ରେ ଯାନବୀ ନାମକ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା, ତେବେ ତାଙ୍କ ଭଉଣୀ ଶଫକ ନାଜ ମଧ୍ୟ ଅଭିନେତ୍ରୀ ଅଟନ୍ତି ସେ ମହାଭାରତ ଓ ଅନ୍ୟ କେତେକ ସିରିଏଲ କାମ କରିଛନ୍ତି ଦୁହେଁ ଯାଁଆଳା ଭଉଣୀ ଅଟନ୍ତି ଓ ଦୁହିଙ୍କ ବଣ୍ଡିଙ୍ଗ ବହୁତ ଭଲ ଅଟେ ।

୩. ସନାୟା ଇରାନି :

ଆପଣ ମାନେ ଇସ ପୟାର କୋ କ୍ଯା ନାମ ଦୂ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଖୁସିଙ୍କୁ ଦେଖିଥିବେ ସେ ସନାୟା ଇରାନି ଅଟନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ସନାୟା ଇରାନିଙ୍କ ଭଉଣୀ କଶ୍ମୀରା ଇରାନି ଅଟନ୍ତି ତେବେ କାଶ୍ମୀରା ମଧ୍ୟ ଅଭିନେତ୍ରୀ ଅଟନ୍ତି ସେ ମଧ୍ୟ ଅମ୍ବର ଧାରା ସିରିଏଲ ରେ ଅମ୍ବର ଅଭିନୟ କରିଛନ୍ତି ।

Image Courtesy: Google

୪. ଶୃତି ଝା :

ଆପଣ ମାନେ ଶୃତି ଝାଙ୍କ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ତେବେ ଶୃତି କୁମକୁମ ଭାଗ୍ୟ ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ପ୍ରଜ୍ଞା ରୋଲ କରୁଛନ୍ତି ଗତ ୬ ବର୍ଷ ଧରି ସେ ଏହି ସିରିଏଲରେ କାମ କରୁଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ଶୃତିଙ୍କ ଭଉଣୀ ମିକାଷୀଙ୍କୁ ଲାଇମ ଲାଇଟ ଜମା ବି ପସନ୍ଦ ନୁହ ସେ ଜଣେ ସଫ୍ଟୱେୟର ଇଞ୍ଜିନିଅର ଅଟନ୍ତି ଓ ନିଜ ଫିଲ୍ଡରେ ଭଲ କାମ କାଧ୍ୟ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *