ଆପଣମାନେ ସ୍ଵାମୀ ସ୍ତ୍ରୀର ବହୁତ ବା-ଦ- ବି-ବା-ଦ ଦେଖିଥିବେ କିମ୍ବା ଶୁଣିଥିବେ । ବେଳେ ବେଳେ ଏହି ବି-ବା-ଦ ଘରର ଆର୍ଥିକ ଅବସ୍ଥାକୁ ନେଇ କିମ୍ବା ଯୌ-ତୁ-କ ନି-ର୍ଯା-ତ-ନାକୁ ନେଇ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଥାଏ । ଏହା ଛଡା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯଦି ଆଉ କେହି ଚାଲି ଆସେ ତେବେ ସେଥିପାଇଁ ବି-ବା-ଦ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ଦୃଶ୍ୟ ନେଇ ଆସିଛୁ ଯେଉଁଥିରେ ସ୍ତ୍ରୀ ସ୍ଵାମୀ ଓ ତାର ଗର୍ଲଫ୍ରେନ୍ଡ ବିଷୟରେ ଜାଣିବା ପରେ ସମସ୍ତଙ୍କ ସାମ୍ନାରେ ସ୍ଵାମୀ ଓ ତାର ଗର୍ଲଫ୍ରେନ୍ଡକୁ ମା-ରି-ବା-କୁ ଆରମ୍ଭ କରିଦେଲା ।
ଆପଣ ସମସ୍ତେ ଯେଉଁ ମା-ର-ପି-ଟ ଦେଖୁଛନ୍ତି ଏହା ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଅଟେ । ଯେଉଁଥିରେ ଗୋଟିଏ ମହିଳା ନିଜ ସ୍ଵାମୀ ସହ ଅନ୍ୟ ଏକ ଝିଅକୁ ମା-ରୁ-ଛି ।
କହିବାକୁ ଗଲେ ଏହି ହ-ଙ୍ଗା-ମା-ର ଅସଲ କାରଣ ହେଉଛି ଜିମରେ ଅଚାନକ ଜଣେ ମହିଳା ନିଜ ଭଉଣୀ ସହ ପହଞ୍ଚି ଯାଉଛି । ଏହା ପରେ ସେଠି ସେ ନିଜ ସ୍ଵାମୀକୁ ଅନ୍ୟ ମହିଳା ସହ ଦେଖି ରା-ଗି ଯାଉଛି । ଏହା ପରେ ମହିଳା ଜଣକ ନିଜ ସ୍ଵାମୀର କଥିତ ଗର୍ଲଫ୍ରେନ୍ଡକୁ ମା-ରି-ବା ଆରମ୍ଭ କରି ଦେଉଛି । ମହିଳା ଜଣକ ସେହି ଝିଅକୁ ଚପଲରେ ମା-ରି-ବା ସହିତ ତା-ର ଚୁ-ଟି-କୁ ବି ଟା-ଣୁ-ଛି ।
ଏହି ସମୟରେ ସ୍ଵାମୀ ଜଣକ ନିଜର ମହିଳା ବ-ନ୍ଧୁ-କୁ ବ-ଞ୍ଚା-ଇ-ବା ପାଇଁ ବହୁତ ଚେ-ଷ୍ଟା ମଧ୍ୟ କରୁଛି । କିନ୍ତୁ ମହିଳା ନିଜ ସ୍ଵାମୀକୁ ବି ମା-ରି-ବା-ରେ ଲାଗୁଛି । ଏହି ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବି ମା-ର-ପି-ଟ ଆରମ୍ଭ ହୋଇ ଯାଉଛି । କୁହାଯାଉଛି କି ମହିଳାର ସ୍ଵାମୀ ଜିମରେ ଏକ୍ସରସାଇଜ କରିବାକୁ ଆସିଥିଲା ଯେଉଁଠି ତାଙ୍କ ସହିତ ଗୋଟିଏ ମହିଳା ବି ଜିମ କରୁଥିଲା ।
କିନ୍ତୁ ଏହି ସମୟରେ ସେହି ବ୍ୟକ୍ତିର ସ୍ତ୍ରୀକୁ କୌଣସି ସ୍ଥାନରୁ ଖବର ମିଳିଗଲା ତେବେ ସେ ରା-ଗ-ରେ ଆସି ଜିମରେ ହ-ଙ୍ଗ-ମା ଆରମ୍ଭ କରିଦେଲେ । ପୋ-ଲି-ସ ଅନୁସାରେ ସ୍ତ୍ରୀ ପୂର୍ବରୁ ହିଁ ସ୍ଵାମୀ ଓ ପରିବାର ଉପରେ ଯୌ-ତୁ-କ ନିର୍ଯା-ତ-ନା- କେ-ସ କରିଛି ।
କିନ୍ତୁ ଏହି ଘଟଣା ପରେ ସେହି ବ୍ୟକ୍ତିର ମହିଳା ମିତ୍ର ଥା-ନା-ରେ କେ-ସ- ଦାୟର କରି ଦେଇଛି । ଦୁଇ ପକ୍ଷ ତରଫରୁ ଥା-ନା-ରେ କେ-ସ ଦାୟର ଅଛି, ପୋ-ଲି-ସ କେ-ସ-ରେ ଯା-ଞ୍ଚ ପାଇଁ ଦୁଇ ଜଣଙ୍କୁ ଥା-ନା-ରେ ଉପସ୍ଥିତ ହେବା ପାଇଁ ନୋ-ଟି-ସ ଦେଇଛନ୍ତି ।