ସ୍ଵାମୀଙ୍କ ଉପରେ ହୁକୁମ ଚଲାନ୍ତି ଏହି 2ଟି ନାମର ଝିଅ – Jyotisha Shastra

ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସଂସାର ସବୁଠାରୁ ବଡ ସମ୍ପର୍କ ଅଟେ । ଯାହା ବିଶ୍ଵାସ, ମିତ୍ରା, ପ୍ରେମ, ସ୍ନେହ ରେ ବନ୍ଧା ହୋଇଥାଏ । ଏହି ସମ୍ପର୍କରେ ବହୁତ ଖାସ କଥା ହେଉଛି ସ୍ଵାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ କରୁଥିଲେ ଦୁହେଁ ସଫଳତା ଆଡକୁ ଅଗ୍ରସର କରିଥାନ୍ତି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପରମ ରହିବା ସହ ଦୁହେଁ ପରସ୍ପରର ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି । ଦୁହେଁ ବିନା ସ୍ଵାର୍ଥରେ ପରସ୍ପରର ସାଥ ଦେବା ସହ ସବୁ ସ୍ଥିତିରେ ଏକଜୁଟ ହୋଇଥାନ୍ତି । ଦୁହିଙ୍କର ସମ୍ପର୍କ ବହୁତ ନାଜୁକ ହୋଇଥାଏ ।

ପୁଅ ଝିଅ ଅଜଣା ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇ ସାରା ଜୀବନ ବ୍ଯତୀତ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସର୍ବଦା ନିଜ ସ୍ବାମୀଙ୍କ ଉପରେ ହୁକୁମ ଚଳାଇଥାନ୍ତି ।

୧- C ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବିବାହ ପରେ ନିଜ ସ୍ଵାମୀଙ୍କୁ ନିଜ କାବୁରେ ରଖିଥାନ୍ତି । ଏହି ଝିଅ ମାନେ ସେହି ପୁଅ ମାନଙ୍କୁ ମ୍ୟାରେଜ କରିବାକୁ ପସନ୍ଦ କରିଥାନ୍ତି ଯିଏ ତାଙ୍କର ସବୁ ଇଚ୍ଛା ପୂରଣ ହେବ । ଏହା ସହ ସେମାନଙ୍କର ଖୁବ ଭଲ ଭାବେ କେୟାର ନେଉଥିବେ । ଏହି ନାମର ଝିଅ ମାନଙ୍କ ଆଗରେ ତାଙ୍କ ସ୍ଵାମୀ ଡଋ କି ରହିଥାନ୍ତି ।

ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ସ୍ଵାମୀ ଙ୍କୁ ନିଜ କଣ୍ଟ୍ରୋଲ ରେ ରଖିବା ପାଇଁ ପୁରା ସଫଳ ହୋଇଥାନ୍ତି । ଏମାନେ ନିଜର କଥା ଦ୍ଵାରା ନିଜ ସ୍ଵାମୀ ଙ୍କୁ ନିଜ ନିୟନ୍ତ୍ରଣ ରେ ରଖିବା ପାଇଁ ସକ୍ଷମ ହୋଇଥାନ୍ତି । ଏମାନଙ୍କ ଆଗରେ ତାଙ୍କ ସ୍ଵାମୀ ଙ୍କର କୌଣସି କଥା ଚାଲେ ନାହି ।

୨- S ନାମର ଝିଅ ମାନେ : ଯେଉଁ ମାନେ ଏହି ନାମର ରେ ଅନ୍ତର୍ଗତ ଅଟନ୍ତି ସେମାନେ ବିବାହ ପରେ ନିଜ ସ୍ଵାମୀ ଙ୍କୁ ଉପରେ ରାଜ ବା ହୁକୁମ କରିଥାନ୍ତି । ଏମାନେ ବହୁତ ରହସ୍ୟମୟୀ ହୋଇଥାନ୍ତି । ଏମାନଙ୍କର ସବୁଠାରୁ ଖାସ ଗୁଣ ହେଉଛି ଏମାନେ ଖୁବ ଭଲ ଭାବେ ଜାଣିଥାନ୍ତି ଏମାନଙ୍କ ସ୍ଵାମୀ ମନରେ କଣ ସବୁ ଚାଲିଛି । ଯାହା କାରଣରୁ ଏମାନଙ୍କ ସ୍ଵାମୀ ଏମାନଙ୍କର କାବୁ ରେ ରହିଥାନ୍ତି ।

ଏମାନଙ୍କର ସ୍ଵାମୀ ଙ୍କ ଦ୍ଵାରା ଯଦି ଭୁଲରେ ବି ଭୁଲ ହୋଇଯାଏ ତେବେ ଏମାନେ ସହଜରେ କ୍ଷମା କରନ୍ତି ନାହି । ଏହି କାରଣରୁ ଏମାନଙ୍କର ସ୍ଵାମୀ ଜାଣି ଜାଣି ବା ଅଜାଣତରେ କୌଣସି ଭୁଲ କରନ୍ତି ନାହି । ଏହି ନାମର ଝିଅ ମାନେ ନିଜ ସ୍ଵାମୀ ଙ୍କ ଉପରେ ସାରା ଜୀବନ ହୁକୁମ କରିବାରେ ମାହିର ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *