ସ୍ଵାମୀଙ୍କର ଖରାପ ରୁ ଖରାପ ଭାଗ୍ୟକୁ ବି ବଦଳେଇ ପାରେ – ସ୍ତ୍ରୀର ଏହି ୩ଟି ଅଭ୍ୟାସ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଆପଣ ମାନେ ତ ଜାଣିଥିବେ ଗୋଟେ ନାରୀ ଓ ପୁରୁଷର ଭାଗ୍ୟ ସେମାନଙ୍କ ବିବାହ ପରେ ଏକ ହୋଇଯାଏ । ତେବେ କେତେ ଲୋକ ଏହି କଥାକୁ ବିଶ୍ବାସ କରିବା ବେଳେ କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋଗ କରୁଛନ୍ତି । ସେହି ସବୁ ବ୍ୟକ୍ତିମାନଙ୍କ ପାଇଁ ଆଜି ଆମେ କିଛି କହିବାକୁ ଯାଉଛୁ ।

ବିବାହ ବନ୍ଧନରେ ବାନ୍ଧି ହେବା ପରେ ଗୋଟେ ନାରୀର ଭାଗ୍ୟ ତାର ସ୍ବାମୀର ଭାଗ୍ୟ ସହ ଯୋଡି ହୋଇଯାଏ । ସେ ଯାହା ବି କରେ ତାର ଫଳ ତା ସ୍ବାମୀଙ୍କୁ ଭୋଗ କରିବାକୁ ପଡେ । ଆପଣ ମାନେ ଶୁଣିଥିବେ କେତେ ଲୋକ କହିବାର ଯେ ବାହାଘର ପରେ ତାର ଭାଗ୍ୟ ବଦଳିଗଲା, ତା ସ୍ତ୍ରୀ ତା ପାଇଁ ବହୁତ ଲକ୍ଷ୍ମୀବନ୍ତ । ଏହିଭଳି କଥା କିଛି ଭୁଲ ନୁହେଁ ଏମିତି ମଧ୍ୟ ଶୁଣିବାକୁ ମିଳେ ଯେ ଗୋଟେ ଲୋକ ବିବାହ ପରେ ବହୁତ କଷ୍ଟ ଭୋଗ କରନ୍ତି, ସେମାନଙ୍କ ଭାଗ୍ୟ ଭଲରୁ ଖରାପ ମଧ୍ୟ ହୋଇଯାଏ। ଏହା କଣ ପାଇଁ ହୁଏ ଓ କେମିତି କରିବେ ଏହାର ପ୍ରତିକାର ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ ।

ଏଭଳି ହେବାର କାରଣ ହେଉଛି ସେହି ସ୍ତ୍ରୀର କିଛି ଖରାପ ଅଭ୍ଯାସ ଯାହା ତାର ସ୍ଵାମୀ ପାଇଁ ଖରାପ ସମୟ ନେଇ ଆସେ । ତେଣୁ ଯଦି ଗୋଟେ ସ୍ତ୍ରୀ ତାର ଏହି ସବୁ ଖରାପ ଅଭ୍ଯାସକୁ ବଦଳାଇଦେଇ ପାରିଲା ତେବେ ତା ସ୍ବାମୀଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଭଲ ଅଭ୍ଯାସ କଣ ଯାହା ପାଇଁ ସ୍ବାମୀର ଭାଗ୍ୟ ଯେତେ ଖରାପ ଥିଲେ ମଧ୍ୟ କେବଳ ଗୋଟେ ମାସ ମଧ୍ୟରେ ଏହା ବଳଦିଯାଏ ।

ପ୍ରାତଃରୁ ଶଯ୍ୟା ତ୍ୟାଗ କରିବା-

ସୂର୍ଯ୍ୟ ଉଦୟ ହେବା ଆଗରୁ ଯେଉଁ ନାରୀ ଶଯ୍ୟା ତ୍ୟାଗ କରି ନିଜର ନିତ୍ୟକର୍ମ ସାରି ଘରର କାମରେ ଓ ସ୍ବାମୀର ସେବାରେ ଲାଗେ ସେହି ସ୍ତ୍ରୀ ଲକ୍ଷ୍ମୀ ସ୍ଵରୁପା ହୋଇଥାଏ । ଯାହାର ସ୍ତ୍ରୀ ଏହି ସବୁ କାମ କରେ ତାର ଭାଗ୍ୟ ବହୁତ ଶୀଘ୍ର ବଦଳି ଥାଏ । ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ।

କେବେବି ନ ରାଗିବା-

ଆଜିକାଲି ସ୍ତ୍ରୀ ମାନେ ସ୍ଵାମୀ ମାନଙ୍କ ଉପାରେ ଛାଡି କି କଥା କୁହନ୍ତି । ଛୋଟ ଛୋଟ କଥାରେ ବହୁତ ରଗନ୍ତି ଓ ଝଗଡା ମଧ୍ୟ କରନ୍ତି । କିନ୍ତୁ ଯେଉଁ ସ୍ତ୍ରୀ ଲୋକ ସବୁ କିଛି ସାହି ନୀରବ ରୁହେ ଓ କେବେବି ସ୍ବାମୀଙ୍କୁ ଅବମାନନା କରେ ନାହିଁ, କଳି ଝଗଡାରୁ ଦୁଆରୀ ରୁହେ ସେହି ଭଳି ସ୍ତ୍ରୀ ଥିବା ସ୍ବାମୀର ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୁଏ ।

ଆୟ ଦେଖି ବେୟ କରିବା-

ସବୁ ସ୍ତ୍ରୀ ମାନେ ତାଙ୍କ ସ୍ବାମୀଙ୍କ ଠାରୁ କିଛି ନା କିଛି ଆଶା ରଖନ୍ତି ଓ ତାହା ପୁରା ନ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ସ୍ଵାମୀ ମାନଙ୍କର ବଞ୍ଚିବା କଷ୍ଟ କରି ଦିଅନ୍ତି । ତେବେ କିଛି ନାରୀ ଏମିତି ଅଛନ୍ତି ଯେଉଁ ମାନେ ନିଜ ଇଚ୍ଛାକୁ ମାରି ସ୍ବାମୀର ଆୟ ଦେଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ।  ସେମାନେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି, ସେହି ନାରୀ ଯାହାର

Leave a Reply

Your email address will not be published. Required fields are marked *