ଘରେ ସ୍ଵସ୍ତିକ ବନେଇଲା ବେଳେ ଏହି କଥା ଗୁଡିକ ଧ୍ୟାନରେ ରଖନ୍ତୁ ନଚେତ ଘରେ ଆସିବ ଦରିଦ୍ରତା

ହିନ୍ଦୁ ଧର୍ମ ରେ ସ୍ଵସ୍ତିକ ଚିହ୍ନ ର ବହୁତ ମହତ୍ଵ ହୋଇ ଥାଏ, ପ୍ରାଚୀନ ସମୟରୁ ଲୋକ ନିଜ ଘରେ ସ୍ଵସ୍ତିକ ଚିହ୍ନ ବନେଇ ଆସୁଛନ୍ତି । ପୁରୁଣା ସମୟରେ ସ୍ଵସ୍ତିକ ବନେଇଲା ବେଳେ ଲୋକ ବହୁତ ପ୍ରକାର ନିୟମ ମାନୁ ଥିଲେ, କିନ୍ତୁ ଆଜିକା ଲୋକଙ୍କୁ ନାହିଁ ଏହାକୁ ବନେଇବା ପାଇଁ ସଠିକ ନିୟମ ଜଣା ଅଛି ନାହିଁ ଏହାକୁ ବନେଇବା କାରଣ ଲୋକ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ସ୍ଵସ୍ତିକ ସମ୍ବନ୍ଧିତ ସବୁ କଥା କହିବାକୁ ଯାଉଛୁ ।

ଯାହା ଫଳରେ ଆପଣ ନିଜ ଘରେ ବା କାର୍ଜ୍ୟାଳୟ ରେ ସ୍ଵସ୍ତିକ ସଠିକ ଭାବରେ ବନେଇ ପାରିବେ ।

ଘରେ କଣ ପାଇଁ ବନା ଯାଏ ସ୍ଵସ୍ତିକ ଚିହ୍ନ ?

ଆପଣଙ୍କ ମଧ୍ୟରୁ ବହୁତ ଲୋକଙ୍କ ମନରେ କେବେ ନା କେବେ ଏହି ପ୍ରଶ୍ନ ନିଶ୍ଚିନ୍ତ ଆସି ଥିବ ଯେ ଲୋକ ନିଜ ଘରେ ସ୍ଵସ୍ତିକ ଚିହ୍ନ କଣ ପାଇଁ ବନେଇ ଥାନ୍ତି ? ସ୍ଵସ୍ତିକ ଚିହ୍ନ ହିନ୍ଦୁ ଧର୍ମ ରେ ବହୁତ ଶୁଭ ମାନନ୍ତି, ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ପରି ପୂର୍ଣ ହୋଇ ଥାଏ । ଘରେ ସଠିକ ଜାଗାରେ ଏବଂ ସଠିକ ଭାବରେ ସ୍ଵସ୍ତିକ ବନେଇଲେ ସ୍ଵସ୍ତିକ ଚିହ୍ନ ଆପଣଙ୍କ ଘରକୁ ସକାରାତ୍ମକ ଊର୍ଜା ପ୍ରଦାନ କରି ଥାଏ, ଏହା ଦ୍ଵାରା ନକାରାତ୍ମକ ଊର୍ଜା ସମାପ୍ତ କରି ଥାଏ । ଅତଃ ଘରେ ସକାରାତ୍ମକ ଊର୍ଜା ପାଇଁ ଘର ଶୁଭ ହୋଇ ଥାଏ ଯାହା ଫଳରେ ମାଁ ଲକ୍ଷ୍ମୀ ଘରେ ପ୍ରବେଶ କରି ଥାନ୍ତି ଏବଂ ସେହି ଘରେ କେବେ ବି ଆର୍ଥିକ ଅବସ୍ତା ଖରାପ ହୋଇ ନଥାଏ ।

ଘର କେଉଁ ଜାଗାରେ ସ୍ଵସ୍ତିକ ବନେଇବା ଉଚିତ :

ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ସ୍ଵସ୍ତିକ ଘର କେଉଁ ଜାଗାରେ ବନେଇବା ଉଚିତ ? ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ହିନ୍ଦୁ ଶାସ୍ତ୍ର ଅନୁଯାଇ ମୁଖ୍ୟ କବାଟ ଉପରେ ସ୍ଵସ୍ତିକ ଚିହ୍ନ ବନେଇବା ଉଚିତ ଏବଂ ଲାଭକାରୀ ଅଟେ ।

ସ୍ଵସ୍ତିକ ବନେଇଲା ବେଳେ ଏହି କଥା ଗୁଡିକ ମନେ ରଖନ୍ତୁ :

– ସ୍ଵସ୍ତିକ ସବୁବେଳେ ଘଣ୍ଟା ଦିଶା ଅନୁଯାଇ ବନେଇବା ଉଚିତ ଅଟେ ।

– ସ୍ଵସ୍ତିକ ମୁହଁ ସବୁବେଳେ ଉତ୍ତର ଦିଶା ଅନୁଯାଇ ହବା ଉଚିତ । ଏହା କାରଣ ଏହା ଯେ ଧନ ଠାକୁର କୁବେର ଉତ୍ତର ଦିଶା ରେ ବାସ କରନ୍ତି ।

– ସ୍ଵସ୍ତିକ ଚିହ୍ନ ବନେଇବା ପାଇଁ କୁମକୁମ, ହଳଦୀ ବା ଚନ୍ଦନ ଉପଯୋଗ କରିବା ଉଚିତ,ଏହି ୩ଟି ଜିନିଷ ଛାଡି ଅଲଗା ସାମଗ୍ରୀ ଦ୍ଵାରା ସ୍ଵସ୍ତିକ ବନେଇବା ଉଚିତ ନୁହ ।

Leave a Reply

Your email address will not be published. Required fields are marked *