ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଡାକ୍ତର ତାଙ୍କର ପେସେଣ୍ଟ ବିଷୟରେ କିଛି ସୂଚନା ଦେଇଛନ୍ତି । ଡାକ୍ତର କହୁଛନ୍ତି ମହିଳା ଜଣକ ଗର୍ଭବତୀ ଥିଲେ ଆଉ ସେ ତାଙ୍କର ରେଗୁଲାର ପେସେଣ୍ଟ ଅଟନ୍ତି । ପେସେଣ୍ଟ କହୁଥିଲା ଛୁଆ ମୋର ବୁଲୁ ନାହି ସେଥିପାଇଁ ଡାକ୍ତର ତାକୁ ପରାମର୍ଶ ଦେଇଥିଲେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କିନ୍ତୁ ସେ କରିଲା ନାହି କିଆ ଆସିଲା ନାହି । ତେବେ ଏହ ଭୁଲ କାହାର ବୋଲି ଡାକ୍ତର କହିଛନ୍ତି ।
ଆଗକୁ ଡାକ୍ତର କହିଛନ୍ତି ଗତ ୭ ତାରିଖ ଦିନ ପେସେନ୍ଟ ଆସିଥିଲା ଡାକ୍ତର ଦେଖିଥିଲେ ଆଉ କହିଥିଲେ ଜଷ୍ଟ ଲେବର ପାଇଁ ହେଉଛି ମାତ୍ର ୱାନ ଫିଙ୍ଗର ଖୋଲିଛି । ଡାକ୍ତର କହିଲେ ଅଲ୍ଟ୍ରାସାଉଣ୍ଡ କରେ ଯଦି ବେବିକୁ ବ୍ଲଡ଼ ସରକୁଲେସନ ସବୁ ଠିକ ଥିବ ତେବେ ନରମାଲ ଡେଲିଭରି ପାଇଁ ଛାଡିବି । ପେସେଣ୍ଟ କହିଲା ଠିକ ଅଛି ମ୍ୟାଡମ ମୁଁ ଅଲ୍ଟ୍ରାସାଉଣ୍ଡ କରି ରିପୋଟ ଦେଖାଇବି । କିନ୍ତୁ ଆଉ ଆସିଲା ନାହି ପେଶେଣ୍ଟ ଯାହା ଫଳରେ ଡାକ୍ତର ତାକୁ ଫୋନ କରିଲା ବି ସେ ଉଠାଇଲା ନାହି ।
ପରେ ଫୋନ କରି ପେସେଣ୍ଟ କହିଲା ମ୍ୟାଡମ ବର୍ଷା ହେଉଛି ମୁଁ ଆଜି ଅଲ୍ଟ୍ରାସାଉଣ୍ଡ କରିପାରିବି ନାହି ବେସୀ ପେନ ହେଉ ନାହି । ତା ପର ଦିନ ସକାଳୁ ଡାକ୍ତରଙ୍କ ପାଖକୁ ଫୋନ କରି ପେସେଣ୍ଟ କହୁଛି ମୋର ଅଧିକ ପେଁ ହେଉଛି ଡାକ୍ତର କହିଲେ ହସ୍ପିଟାଲ ପଳାଅ ଇନ୍ତୁ ପେସେଣ୍ଟ କହିଲା ନା ମୁଁ ଆପଣଙ୍କୁ ଦେଖାଇବି । ସକାଳ ୮ଟା ବେଳକୁ ପେନେ ହେଉଥିଲା କିନ୍ତୁ ପେସେଣ୍ଟ ହସ୍ପିଟାଲ ଆସିଲା ୧୧ଟା ୩୦ ବେଳକୁ । ପେସେଣ୍ଟ କୁ ଦେଖିବା ପରେ ଡାକ୍ତର କହୁଛନ୍ତି ୪ସେମି ମିଟର ପରିସ୍ରାଦ୍ଵାରା ଖୋଲି ଗଲାଣି ଏହା ସହ ପିଲା ଝାଡା କରି ଦେଇଛି ।
ଏହା ପରେ ଡାକ୍ତର କହିଲେ ତୁରନ୍ତ ସର୍ଜରୀ କରିବାକୁ କିନ୍ତୁ କିଛି କହି ହେବ ନାହି କାରଣ ଛୁଆ ଝାଡା କରି ଦେଇଛି ହୁଏତ ଆସିୟୁ ଦରକାର ପଡିବ । ଠିକ ଅଛି ମ୍ୟାଡମ ପେସେଣ୍ଟ କହିଲେ । ଏହା ପରେ ପେସେଣ୍ଟ ଅନେକ ସମୟରେ ହସପିଟାଲ ଅହଞ୍ଚିବା ପରେ ଡାକ୍ତରଙ୍କ ଅପଖକୁ ଫୋନ ଆସିଲା ଆଉ ଡାକ୍ତର ମଧ୍ୟ ତୁରନ୍ତ ପହଞ୍ଚି ପୁରା ଟିମ ସହ ସର୍ଜରୀ କରିଥିଲେ । କିନ୍ତୁ ବେବି ଝାଡା କରି ଦେଇଥିବାରୁ ତାକୁ ତୁରନ୍ତ ଆସିୟୁରେ ରଖିବା ପରେ କିମ୍ସ ହସପିଟାଲକୁ ଡାକ୍ତର ରେଫର କରିଥିଲେ । ପେସେଣ୍ଟ କିମ୍ସରେ ୨ ରୁ ୩ ଦିନ ପରେ ରହିବା ପରେ ତାର ମୃତ୍ୟୁ ହୋଇଛି ।
ଏ ନେଇ ଡାକ୍ତର କହିଛନ୍ତି ପେସେଣ୍ଟକୁ ବହୁତ ବୁଝା ଯାଇଥିଲା ଆଉ ତାର ପ୍ରେଗନେନ୍ସି ବିଷୟରେ କୁହା ଯାଇଥିଲା କି ଅଲ୍ଟ୍ରାସାଉଣ୍ଡ କରିବାକୁ ଯଦି ଠିକ ସବୁ ଥାଏ ତେବେ ନରମାଲ ଡେଲିଭରି କରିବାକୁ ଛାଡ ହେବ । ପେସେଣ୍ଟଙ୍କ ଘରେ ମନା କରିବାରୁ ସେ ଅଲ୍ଟ୍ରାସାଉଣ୍ଡ କରିଲା ନାହି ବୋଲି ଡାକ୍ତରଙ୍କୁ ପେସେଣ୍ଟ କହିଥିଲା ଯାହା ପାଇଁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏଯ ଯାଏଁ ପେସେଣ୍ଟଙ୍କ ସ୍ଵାମୀ କୌଣସି ଅଭିଯୋଗ କରି ନାହାନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।