ତାଙ୍କର ଛୁଆ ବୁଲୁନଥିଲା, ମୁଁ ଅଲ୍ଟ୍ରାସାଉଣ୍ଡ କରିବାକୁ କହିଲି..କିନ୍ତୁ ସେ ସେଦିନ… ଦେଖନ୍ତୁ କଣ କହୁଛନ୍ତି Doctor

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଡାକ୍ତର ତାଙ୍କର ପେସେଣ୍ଟ ବିଷୟରେ କିଛି ସୂଚନା ଦେଇଛନ୍ତି । ଡାକ୍ତର କହୁଛନ୍ତି ମହିଳା ଜଣକ ଗର୍ଭବତୀ ଥିଲେ ଆଉ ସେ ତାଙ୍କର ରେଗୁଲାର ପେସେଣ୍ଟ ଅଟନ୍ତି । ପେସେଣ୍ଟ କହୁଥିଲା ଛୁଆ ମୋର ବୁଲୁ ନାହି ସେଥିପାଇଁ ଡାକ୍ତର ତାକୁ ପରାମର୍ଶ ଦେଇଥିଲେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କିନ୍ତୁ ସେ କରିଲା ନାହି କିଆ ଆସିଲା ନାହି । ତେବେ ଏହ ଭୁଲ କାହାର ବୋଲି ଡାକ୍ତର କହିଛନ୍ତି ।

ଆଗକୁ ଡାକ୍ତର କହିଛନ୍ତି ଗତ ୭ ତାରିଖ ଦିନ ପେସେନ୍ଟ ଆସିଥିଲା ଡାକ୍ତର ଦେଖିଥିଲେ ଆଉ କହିଥିଲେ ଜଷ୍ଟ ଲେବର ପାଇଁ ହେଉଛି ମାତ୍ର ୱାନ ଫିଙ୍ଗର ଖୋଲିଛି । ଡାକ୍ତର କହିଲେ ଅଲ୍ଟ୍ରାସାଉଣ୍ଡ କରେ ଯଦି ବେବିକୁ ବ୍ଲଡ଼ ସରକୁଲେସନ ସବୁ ଠିକ ଥିବ ତେବେ ନରମାଲ ଡେଲିଭରି ପାଇଁ ଛାଡିବି । ପେସେଣ୍ଟ କହିଲା ଠିକ ଅଛି ମ୍ୟାଡମ ମୁଁ ଅଲ୍ଟ୍ରାସାଉଣ୍ଡ କରି ରିପୋଟ ଦେଖାଇବି । କିନ୍ତୁ ଆଉ ଆସିଲା ନାହି ପେଶେଣ୍ଟ ଯାହା ଫଳରେ ଡାକ୍ତର ତାକୁ ଫୋନ କରିଲା ବି ସେ ଉଠାଇଲା ନାହି ।

ପରେ ଫୋନ କରି ପେସେଣ୍ଟ କହିଲା ମ୍ୟାଡମ ବର୍ଷା ହେଉଛି ମୁଁ ଆଜି ଅଲ୍ଟ୍ରାସାଉଣ୍ଡ କରିପାରିବି ନାହି ବେସୀ ପେନ ହେଉ ନାହି । ତା ପର ଦିନ ସକାଳୁ ଡାକ୍ତରଙ୍କ ପାଖକୁ ଫୋନ କରି ପେସେଣ୍ଟ କହୁଛି ମୋର ଅଧିକ ପେଁ ହେଉଛି ଡାକ୍ତର କହିଲେ ହସ୍ପିଟାଲ ପଳାଅ ଇନ୍ତୁ ପେସେଣ୍ଟ କହିଲା ନା ମୁଁ ଆପଣଙ୍କୁ ଦେଖାଇବି । ସକାଳ ୮ଟା ବେଳକୁ ପେନେ ହେଉଥିଲା କିନ୍ତୁ ପେସେଣ୍ଟ ହସ୍ପିଟାଲ ଆସିଲା ୧୧ଟା ୩୦ ବେଳକୁ । ପେସେଣ୍ଟ କୁ ଦେଖିବା ପରେ ଡାକ୍ତର କହୁଛନ୍ତି ୪ସେମି ମିଟର ପରିସ୍ରାଦ୍ଵାରା ଖୋଲି ଗଲାଣି ଏହା ସହ ପିଲା ଝାଡା କରି ଦେଇଛି ।

ଏହା ପରେ ଡାକ୍ତର କହିଲେ ତୁରନ୍ତ ସର୍ଜରୀ କରିବାକୁ କିନ୍ତୁ କିଛି କହି ହେବ ନାହି କାରଣ ଛୁଆ ଝାଡା କରି ଦେଇଛି ହୁଏତ ଆସିୟୁ ଦରକାର ପଡିବ । ଠିକ ଅଛି ମ୍ୟାଡମ ପେସେଣ୍ଟ କହିଲେ । ଏହା ପରେ ପେସେଣ୍ଟ ଅନେକ ସମୟରେ ହସପିଟାଲ ଅହଞ୍ଚିବା ପରେ ଡାକ୍ତରଙ୍କ ଅପଖକୁ ଫୋନ ଆସିଲା ଆଉ ଡାକ୍ତର ମଧ୍ୟ ତୁରନ୍ତ ପହଞ୍ଚି ପୁରା ଟିମ ସହ ସର୍ଜରୀ କରିଥିଲେ । କିନ୍ତୁ ବେବି ଝାଡା କରି ଦେଇଥିବାରୁ ତାକୁ ତୁରନ୍ତ ଆସିୟୁରେ ରଖିବା ପରେ କିମ୍ସ ହସପିଟାଲକୁ ଡାକ୍ତର ରେଫର କରିଥିଲେ । ପେସେଣ୍ଟ କିମ୍ସରେ ୨ ରୁ ୩ ଦିନ ପରେ ରହିବା ପରେ ତାର ମୃତ୍ୟୁ ହୋଇଛି ।

ଏ ନେଇ ଡାକ୍ତର କହିଛନ୍ତି ପେସେଣ୍ଟକୁ ବହୁତ ବୁଝା ଯାଇଥିଲା ଆଉ ତାର ପ୍ରେଗନେନ୍ସି ବିଷୟରେ କୁହା ଯାଇଥିଲା କି ଅଲ୍ଟ୍ରାସାଉଣ୍ଡ କରିବାକୁ ଯଦି ଠିକ ସବୁ ଥାଏ ତେବେ ନରମାଲ ଡେଲିଭରି କରିବାକୁ ଛାଡ ହେବ । ପେସେଣ୍ଟଙ୍କ ଘରେ ମନା କରିବାରୁ ସେ ଅଲ୍ଟ୍ରାସାଉଣ୍ଡ କରିଲା ନାହି ବୋଲି ଡାକ୍ତରଙ୍କୁ ପେସେଣ୍ଟ କହିଥିଲା ଯାହା ପାଇଁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏଯ ଯାଏଁ ପେସେଣ୍ଟଙ୍କ ସ୍ଵାମୀ କୌଣସି ଅଭିଯୋଗ କରି ନାହାନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *