ଘରେ ନୁହେଁ ତ କ୍ଷୁଦ୍ର ପୃଥିବୀ ! ଏ ଘରେ ମିଳେ ସବୁ ମାଗଣା… ଏଭଳି ଘର ଯାହାକୁ ଦେଖି ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଏହି ଭିଡିଓ ରେ ଆପଣ ଯେଉଁ ମହିଳା ଙ୍କୁ ଦେଖୁଛନ୍ତି ସେ କେବେ ବି ସପିଙ୍ଗ କରିବାକୁ ବଜାରକୁ ଯାଆନ୍ତି ନାହି । ଘରର ବର୍ଜ୍ୟ ବସ୍ତୁ ବା ମଇଳା ଆବର୍ଜନା ବାହାରେ ପିଙ୍ଗନ୍ତି ନାହି । ତାଙ୍କ ଘରେ ପାଣି ଟୋପାଏ ନଷ୍ଟ ହେବାର ବି ଚାନ୍ସ ନାହି । ଏ ସବୁ ସତ୍ବେ ଆପଣ ତାଙ୍କ ଘରର ପରିବେଶକୁ ଦେଖିଲେ ଆପଣ ନିଶ୍ଚୟ ତାଙ୍କୁ କୋଟିପତି କହିବେ । ଏହି ଭିଡିଓରେ ଯେଉଁ ଘର ଦେଖୁଛନ୍ତି ତାରା ମାଲିକିଆଣୀ ହେଉଛନ୍ତି ଶ୍ରୀମତୀ ଜନକ ପାଲଟା । ତାଙ୍କ ଘରେ ଅନେକ ଇଲେକ୍ଟ୍ରିକ ସରଞ୍ଜାମ ଅଛି କିନ୍ତୁ ମାସକୁ ମାସ ଆମ ଘର ଭଳି ଇଲେକ୍ଟ୍ରି ବିଲ ଆଉ ନାହି ।

ଘରେ ଏକାଧିକ ବିଦ୍ୟୁତ ବଲବ ବି ଜଳୁଛି ହେଲେ ନାହି ଟେନସନ । ବିଣ୍ଡାଶ ବୁଲୁଛି ଫ୍ୟାନ ତାଙ୍କ ଘରେ । ଏମିତି କି ତାଙ୍କ ଘରେ ବିଣ୍ଡଦାସ ରେ ଏସି ଓ ପାଣି ପମ୍ପ ବି ଚାଲୁଅଛି । ପାଲଟା ନିଜ ଘର ପାଇଁ ସବୁ ସୁବିଧା ନିଜେ ହିଁ କରିଛନ୍ତି । ନୀତି ଦିନିଆ ବ୍ୟଭର ପାଇଁ ତାଙ୍କୁ ବାହାରକୁ ଯିବାକୁ ପଡେ ନାହି କି କାହାରିକୁ ଟଙ୍କା ଟିଏ ଦେବାକୁ ପଡେ ନାହି । ୭୮ ବର୍ଷୀୟ ପାଲଟା ଗତ ୧୧ ବର୍ଷ ହେଲାଣି ସେ ଏମିତି ଜୀବନ ବ୍ଯତୀତ କରୁଛନ୍ତି । ନୋ ଟେନସନ ପୁରା ବିଣ୍ଡାଶ ଭାବେ । ନା କାହାରି ଉପରେ ନିର୍ଭର କରୁଛନ୍ତି ନା ପ୍ରକୃତି ବର୍ହୀଭୂତ କୌଣସି କାମ କରୁଛନ୍ତି ।

ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ତାଙ୍କୁ ତାଙ୍କ ପରିସର ବାହାରକୁ ଯିବାର ଆବଶ୍ୟକାତ ଅନହି । ତାଙ୍କ ଘର ଏପରି ଢଙ୍ଗ ରେ ପ୍ରସ୍ତୁତ ହୋଇଛି ଯେ ଆପଣ ଯେତେବେଳେ ଯାହା ଚାହିବେ ତାହା ପାଇ ପାରିବେ । ତାଙ୍କ ଘରେ ସୋଲାର କୁକୁର ଲାଗିଛି ଯାହା ସହାୟତାରେ ସେ ପାଣି ଗରମ କରନ୍ତି । ରୋଷେଇ କାମ ବି ସୁରୁଖୁର ରେ କରିଥାନ୍ତି ପାଲଟା । ପୁରୁଣା ପେପର ଜାଲି ବୈଜ୍ଞାନିକ ପଦ୍ଧତି ରେ ସେ ବିଦ୍ୟୁତ ସୃଷ୍ଟି କରନ୍ତି । ଯାହା ମାଧ୍ୟମରେ ତାଙ୍କ ନିତ୍ୟ ବ୍ୟବହାର ବିଦ୍ୟୁତ ବଲବ ଜଳିଥାଏ । ଘରେ ରୋଷେଇ ବି ହୋଇଥାଏ ।

ନିଜ ଘର ସଲଙ୍ଗ ସ୍ଥାନରେ ସେ ଗୋଟିଏ ୱିଙ୍ଗ ମୀଲ ବା ପବଳ କଳ ସ୍ଥାପନ କରିଛନ୍ତି ଯାହା ଜରିଆରେ ତାଙ୍କ ଘରକୁ ନିରନ୍ତର ବିଦ୍ୟୁତ ଶକ୍ତି ଆସୁଛି । ହରଡ଼ ବର୍ଜ୍ୟ ବସ୍ତୁ, ଅବ୍ୟବହୃତ ପାଣି ପାର୍ଶ୍ଵବର୍ତ୍ତୀ ଜମି ରେ ମୁସୁଛି । ଆଉ ଏହି ଉରବଦ ଭୁମୁ ରି ଏକର ଏକର ସ୍ଥାନରେ ସେ ଚାଷବାସ କରୁଛନ୍ତି । ଘର ପାଇଁ ଆବଶ୍ୟକ ପଡୁଥିବା ପନିପରିବା ଓ ଫଳମୂଳ ଏହି ଠାରୁ ସଂଗ୍ରହ କରିଥାନ୍ତି । ଏହି ପରିବେଶରୁ ମିଳୁଥିବା ପ୍ରାକୃତିକ ପଦାର୍ଥରୁ ଦାନ୍ତ ଘଷା ପେଷ୍ଟ, ଦେହ ଲଗା ସାବୁନ ମଧ୍ୟ ସେ ପ୍ରସ୍ତୁତ କରନ୍ତି ।

ଶ୍ରୀମତି ଜନକ ଏଭଳି କାର୍ଯ୍ୟ ପାଇଁ କୌଣସି ପେଷାଦାର ସଂସ୍ଥାରୁ ଶିକ୍ଷା ନେଇ ନାହାନ୍ତି ସତ କିନ୍ତୁ ଗ୍ରାମୀଣ ଭାରତର କୋଣ ଅନୁକୋଣ ବୁଲିବାର ଅଭିଜ୍ଞାତା ଦେଇଛି ତାଙ୍କୁ ଏହି ସବୁ ଶିକ୍ଷା ।ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *