ତେବେ ଏଥିପାଇଁ ପୁଅଙ୍କ ନଜର ସବୁବେଳେ ଝିଅଙ୍କ ଓଠକୁ ଦେଖୁ ଥାଆନ୍ତି…

ଯେବେ କୌଣସି ପୁଅ କୌଣସି ଝିଅକୁ ଭଲ ପାଇ ଥାଏ କିମ୍ବା ତା ଆଡୁକୁ ଆକର୍ଷିତ ହୋଇ ଥାଏ ସେତେବେଳେ ସେ ଝିଅ ସବୁ ପ୍ରକାର କଥା ନୋଟିସ କରି ଥାଏ, ଝିଅ ଶରୀରର ଗଢନ କେମିତି ଅଛି? ଝିଅ ରଙ୍ଗ କଣ ଅଛି ? ହାଇଟ କେତେ ଅଛି ? ସ୍ଵଭାବ କେମିତି ଅଛି ? ଏବଂ ଅନ୍ୟ କେତେକ କଥା । ଏହି ସବୁ ଜିନିଷ ଦେଖିଲା ପରେ ସେ ନିଶ୍ଚୟ କରି ଥାଏ ଯେ ସେ ଏହି ଝିଅକୁ ନିଜ ଲାଇଫପାର୍ଟନର ବନେଇବ କି ନାହିଁ ।

ପୁଅ ଝିଅଙ୍କ ସବୁ ବ୍ୟବହାର ଓ ସ୍ଵଭାବ ଦେଖିଲା ପରେ ମଧ୍ୟ ତାଙ୍କ ନଜର ସବୁବେଳେ ଝିଅଙ୍କ ନଶିଲା ଆଖି ଓ ଓଠ ଉପରେ ଥାଏ ।

ପୁଅ ସେହି ପରି ଝିଅଙ୍କୁ ବହୁତ ପସନ୍ଦ କରନ୍ତି ଯାହା ଓଠ ସୁନ୍ଦର ହୋଇ ଥାଏ, କେତେକ ପୁଅଙ୍କୁ ପାଉଟ କରୁଥିବା ଝିଅମାନେ ବହୁତ ପସନ୍ଦ ଲାଗନ୍ତି । କଣ ଆପଣ ଜାଣିଛନ୍ତି ପୁଅ ଝିଅଙ୍କ ଓଠକୁ କଣ ପାଇଁ ଏମିତି ଦେଖନ୍ତି ? ଏହା ପଛେ ତାଙ୍କର କେଉଁ ପ୍ରକାର ଭାବନା ଲୁଚି ରହି ଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କେତେକ କଥା କହିବାକୁ ଯାଉଛୁ ।

ଏହି ସବୁ କାରଣ ପାଇଁ ପୁଅମାନେ ଝିଅଙ୍କ ଓଠକୁ ଦେଖନ୍ତି :

–    ଯେତେବେଳେ କୌଣସି ପୁଅ କୌଣସି ଝିଅ ଆଡୁକୁ ଆକର୍ଷିତ ହୋଇ ଥାଏ ତେବେ ସେ ଝିଅ ଓଠକୁ ବାରମ୍ବାର ଦେଖି ଥାଏ । ଏହି ସୁନ୍ଦର ଓଠ ଦେଖି ପୁଅଙ୍କର ଇଛା ଝିଅଙ୍କୁ କିସ କରିବା ପାଇଁ ହୋଇ ଥାଏ, ଝିଅ ଓଠ ଦେଖି ପୁଅ ମନେ ମନେ ବହୁତ କଥା ଭାବନ୍ତି ।

–    କେତେକ ଥର ପୁଅମାନେ ଝିଅ ଓଠକୁ ଏଥିପାଇଁ ମଧ୍ୟ ଦେଖନ୍ତି କାହିଁକିନା ଝିଅ ବହୁତ ଖରାପ ବା ଅଲଗା ପ୍ରକାର ରଙ୍ଗ ଲିପଷ୍ଟିକ ଲଗେଇ ଥାନ୍ତି । ଏମିତିରେ ପୁଅ ଝିଅ କଥା ହେଲା ବେଳେ ପୁଅଙ୍କ ନଜର ବାରମ୍ବାର ଝିଅଙ୍କ ଚିକମିକ ଓଠ ଉପରେ ଯାଇ ଥାଏ ।

–    କେତେକ ଥର ଏମିତି ମଧ୍ୟ ହୋଇ ଥାଏ ଯେ ପୁଅ ଦୂରରେ ଠିଆ ହୋଇ ଝିଅ ଓଠ ଦ୍ଵାରା ସେ କେଉଁ ବିଷୟରେ କଥା ହେଉଛି ଜାଣିବା ପାଇଁ ଚେଷ୍ଟା କରି ଥାନ୍ତି । ଏହି ଜିଜ୍ଞାସା ପାଇଁ ପୁଅ ନଜର ଝିଅ ଓଠରୁ ଅଲଗା ଆଡୁକୁ ଯାଏ ନାହିଁ ।

–    କେତେକ ଥର ପୁଅମାନେ ଝିଅଙ୍କ ଆଖିରେ ଦେଖି କଥା ହେଇ ପାରନ୍ତି ନାହିଁ ସେଥିପାଇଁ ସେ ଝିଅଙ୍କ ଓଠକୁ ଦେଖି କଥା ହୁଅନ୍ତି ।

Leave a Reply

Your email address will not be published. Required fields are marked *