ବନ୍ଧୁଗଣ ଅନେକ କାରଣରୁ ଅର୍ଶ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଅର୍ଶ ହେଲେ ବହୁତ ଅଧିକ କଷ୍ଟ ହୋଇଥାଏ ଓ ଅର୍ଶରୁ ରକ୍ତ ମଧ୍ୟ ପଡିଥାଏ । ତେବେ ଅର୍ଶ ହେବାର ମୁଖ୍ୟ କାରଣ ହେଉଛି କୋଷ୍ଠ କାଠିନ୍ୟ ହେବା ପାଇଁ ଯାହା ଫଳରେ ମଳ ତ୍ୟାଗ କରିବାକୁ କଷ୍ଟ ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ଅର୍ଶ ଭଳି ସମସ୍ଯା ସୃଷ୍ଟି କରିଥାଏ । ପୁରୁଣାରୁ ପୁରୁଣା ଅର୍ଶକୁ ଭଲ କରିବା ପାଇଁ ଓ ଅର୍ଶରେ ରକ୍ତ ପଡୁଥିଲେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିକୁ ।
ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ଓ କିପରି ବନାଇବେ ଓ ଏହାର ପ୍ରୟୋଗ କିପରି କରିବେ । ଅର୍ଶ ଭଳି ସମସ୍ଯା ଦୂର କରିବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ହରିଡା ଯାହା ଆପଣଙ୍କୁ ବାଡି ଘରୁ ସହଜରେ ମିଳିଯାଏ । ଯଦି ବାଡି ଘରେ ନାହି ତେବେ ଦୋକାନରୁ ଆଣି ପାରିବେ । ପ୍ରଥମେ ହରିଡା କୁ ଫଟାଇ ଏହାର ମଞ୍ଜି ବାହାର କରନ୍ତୁ । ମଞ୍ଜିକୁ ବାହାର କରିବା ପରେ ଏହାର ଚୋପର ଫାଇନ ପାଉଡର ରେଡି କରନ୍ତୁ । ଏହା ପରେ ଆବଶ୍ୟକତା ପଡିବ ଗୁଡ ଯାହା ଆପଣଙ୍କୁ ଘରୁ ସହଜରେ ମିଳିଯିବ ।
ଏହା ଆପଣଙ୍କର ଅର୍ଶ ଭଳି ସମସ୍ଯା ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ । ଆଜିର ଏହି ହୋମ ରେମଡି ବନାଇବା ପାଇଁ ଅଧ ଚାମଚ ଗୁଡ ଏକ ପାତ୍ରକୁ ନିଅନ୍ତୁ । ଏବେ ଏଥିରେ ଚିମୁଟାଏ ହରିଡା ଚୂର୍ଣ୍ଣ ମିଶାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ । ଏବେ ଆପଣଙ୍କର ରେମେଡି ତିଆରି ହୋଇ ସାରିଛି । ଏହାକୁ ଆପଣ ପ୍ରତି ଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଆପଣଙ୍କର ଅର୍ଶ ସୁଖୀ ଝଡିଯିବ ।
ଏହା ଅର୍ସାବଳି ଭଳି ସମସ୍ୟାକୁ ଦୂର କରିବାକୁ ଲାଭଦାୟକ ହୋଇଥାଏ । ଆପଣ ଏହାର ସେବନ ସପ୍ତାହ ବା ଦୁଇ ସପ୍ତା ବ୍ୟଭର କରିଲେ ଅର୍ସାବଳି ସୁଖୀ କି ଖସି ପଡିବ । ଆପଣ ହରିଡା ଚୂର୍ଣ୍ଣ କରି କାଚ ଜାର ରେ ଷ୍ଟୋର କରି ରଖିପାରିବେ । ଆଉ ଏକ ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଜନ୍ହି ମଞ୍ଜି ଯାହା ଆପଣ ଘରେ ବନାଇ ପାରିବେ ।
ଘରେ ଏହାକୁ ଶୁଖାଇ ମଞ୍ଜି ବାହାର କରିପାରିବେ । ଜନ୍ହି ମଞ୍ଜିର ଗୁଣ୍ଡ ରେଡି କରନ୍ତୁ । ଏହା ପରେ ସୂତା କଣା ନେଇ ଜନ୍ହି ମଞ୍ଜିକୁ ଢାଳି ଏହାର ପୁଟୁଳି କରନ୍ତୁ । ଏହା ପରେ ଆପଣଙ୍କର ଅର୍ସାବାଳି ରେ ଆସେ ଆସ୍ତେ ଘସନ୍ତୁ । ୫ରୁ ୧୦ ମିନିଟ ଯାଏଁ ଏହାକୁ ଏମିତି ବ୍ୟବହାର କରନ୍ତୁ । ଶୁଖିଲା ଜନ୍ହି ଅପେକ୍ଷା ଯଦି କଞ୍ଚା ଜନ୍ହି ମଞ୍ଜି ବାଟି ଲେପ ଦେବେ ତେବେ ବହୁତ ଲାଭଦାୟକ ହୋଇଥାଏ ।
ଏହା ବହୁ ପୁରାତନ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । ତେବେ ଏହି ୨ଟି ଉପଚାର ର ପ୍ରୟୋଗ କରିବା ଦ୍ଵାରା ଅର୍ସାବଳି ସୁଖୀ କି ଝଡି ପଡିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।