ମଣିଷ ହେଉକି ପଶୁ ସାମ୍ନାରେ ଆସିଗଲେ ମଧ୍ୟ ଟ୍ରେନ୍ କେବେବି ଅଟକେ ନାହିଁ, ଜାଣନ୍ତୁ ଏହାର କାରଣ

ଆଜି ଆମେ ଆପଣଙ୍କୁ ଟ୍ରେନ୍ ସଜ ଜଡିତ କେତେକ ଗୁରୁତ୍ଵପୂର୍ଣ୍ଣ କଥା କହିବୁ । ଆପଣ ମାନେ ତ ଜାଣିଥିବେ ପୂର୍ବ ବର୍ଷ ଦଶହରା ସମୟରେ ଟ୍ରେନ୍ ରେ କଟିକି ବହୁତ ଲୋକ ମରିଥିଲେ । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଟ୍ରେନ୍ ଡ୍ରାଇଭର ବ୍ରେକ୍ କାହିଁକି ମାରେନି । ଟ୍ରେନ୍ ବହୁତ ଜଙ୍ଗଲ ପାହାଡ ମଧ୍ୟରେ ଦେଇକି ଯାଇଥାଏ, ଫଳରେ ବହୁତ ପ୍ରାଣୀ ଓ ହାତୀ ମାନେ ଟ୍ରେନ୍ ରେ କଟିକି ମରିଥାନ୍ତି, ହେଲେ ଆପଣମାନେ ଜାଣିଛନ୍ତି ଯେତେବେଳେ ଟ୍ରେନ୍ ସାମ୍ନା ରେ ଜଣେ ବ୍ୟକ୍ତି ବା ପ୍ରାଣୀ ଆସିଯାଏ ଟ୍ରେନ୍ ଡ୍ରାଇଭର ବ୍ରେକ୍ କାହିଁକି ମାରେ ନାହିଁ ।

ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟ ।

ଟ୍ରେନ୍ ର ଗତି କମ ସେ କମ ୧୦୦ କି.ମି ପ୍ରତି ଘଣ୍ଟା ର ଗତି ରେ ଯାଇଥାଏ । ବେଳେ ବେଳେ ଏହାର ଗତି ୧୦୦ ରୁ ଅଧିକ ରହେ । ଯେତେବେଳେ ଟ୍ରେନ୍ କୁ ରୋକାଯାଏ, ସେଥିପାଇଁ ଏମର୍ଜେନ୍ସି ବ୍ରେକ୍ କୁ ମରାଯାଏ । ହେଲେ ଏହି ବ୍ରେକ୍ କୁ କମ ସେ କମ ୧କି.ମି ଦୂରତା ଥିବା ସମୟରେ ମାରିଥାନ୍ତି । କଡା କଡି ଭାବେ କହିଲେ ଟ୍ରେନ୍ କୁ ରୋକିବା ପାଇଁ ୧ କି.ମି ଦୂରତା ପୂର୍ବରୁ ବ୍ରେକ୍ ମାରିବାକୁ ପଡିଥାଏ ।

ଯଦି ଡ୍ରାଇଭର ହଠାତ ବ୍ରେକ୍ ମରିଦଉଛି ଟ୍ରେନ୍ ର ଗତି ହିସାବ ରେ ବଗି ଗୁଡିକ ଟ୍ରେନ୍ ଲାଇନ ରୁ ବାହାରି ଆସିବ ଯାହାଦ୍ୱାରା ଦୁର୍ଘଟଣା ହେଇଯିବ । ଜଣ କୁ ବଞ୍ଚେଇବା ଜାଗାରେ ହଜାର ହଜାର ଲୋକଙ୍କ ଜୀବନ ବିପଦ ରେ ଆସିଯିବ । ସେଥିପାଇଁ ଡ୍ରାଇଭର ବ୍ରେକ୍ ନମାରିବା ପାଇଁ ବାଧ୍ୟ ହୋଇଯାଏ । ତେବେ ଏହା ହେଉଛି ସେହି କାରଣ ଯାହା ପାଇଁ ଟ୍ରେନ ଡ୍ରାଇଭର ମଣିଷକୁ ମାରି ଦିଏ ପଛେ ହେଲେ ବ୍ରେକ ଲଗାଏ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *