TV ସିରିଏଲ ର ଏହି ମହାନ କଳାକାର ମାନେ ଆଉ ନାହାନ୍ତି…

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର ସମସ୍ତ କଳାକାର ମାନଙ୍କୁ ଖୁବ ଭଲ ଭାବେ ଜାଣିଥିବେ । ସେମାନଙ୍କର ଅଭିନୟ ଯେତିକି ସୁନ୍ଦର ତା ଠାରୁ ସେମାନଙ୍କର ବ୍ୟକ୍ତିଗତ ଜୀବନ କୁ ନେଇ ସେମାନେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଅନେକ କଳାକାର ମାନେ ଏ ଦୁନିଆ ଛାଡି ଯାଇ ସାରିଛନ୍ତି ଯାହାଙ୍କୁ ଆଜି ବି ଦର୍ଶକ ମାନେ ମନେ ରଖିଛନ୍ତି । ଟିଭି ଜଗତରେ ଅଭିନୟ କରୁଥିବା ଅନେକ ମସୁର କଳାକାର ଆଜି ଆମ ଗହଣରେ ନାହାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଟିଭି ଜଗତର ସେମିତି କିଛି କଳାକାରଙ୍କର ବିଷୟରେ ଯେଉଁ ମାନେ ଆଉ ନାହାନ୍ତି ।

1- ବୈଭବି ଉପାଧ୍ୟାୟ : ଟିଭି ସିରିଏଲରେ ମସୁର ଅଭିନେତ୍ରୀ ଥିଲେ ବୈଭବି ଉପାଧ୍ୟାୟ । ତାଙ୍କର ମୃତ୍ୟୁ ମାତ୍ର 35 ବର୍ଷ ବୟସରେ ହୋଇଥିଲା ।

2- ସିଦ୍ଧାଥ ଶୁକ୍ଲା : ଟେଲିଭିଜନ ଜଗତର ଷ୍ଟାର ଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ତାଙ୍କର ମୃତ୍ୟୁ ମାତ୍ର 40 ବର୍ଷ ବୟସରେ ହୋଇସାଇଛି ।

3- ପ୍ରତ୍ୟୁଶା ବାନାର୍ଜୀ : ବାଳିକା ବଧୁ ରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରତ୍ୟୁସା ବାନାର୍ଜୀ ଙ୍କୁ କିଏ ବା ନ ଜାଣେ । ତାଙ୍କର ମୃତ୍ୟୁ 24 ବର୍ଷରେ ହୋଇସାରିଛି ।

4- ସୁଶାନ୍ତ ସିଂ ରାଜପୁତ : ବଲିଉଡ ଜଗତରେ ମସୁର ଅଭିନେତା ସୁଶାନ୍ତ ସିଂ ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ତାଙ୍କର ମୃତ୍ୟୁ ବେଳକୁ 34 ବର୍ଷ ହୋଇଥିଲା ।

5- ବୈଶାଳୀ ଟକ୍କର : ଅଭିକନେତ୍ରୀ ବୈଶାଳୀ ଆମ ଲିଷ୍ଟର ପଞ୍ଚମରେ ଆସୁଛନ୍ତି । ତାଙ୍କର ମୃତ୍ୟୁ ବେଳକୁ 30 ବର୍ଷ ହୋଇଥିଲା ।

6- ସମୀର ଶର୍ମା : “ଇସ ପ୍ୟାର କୋ କ୍ୟାମ ନାମ ଦୂ” ସିରିଏଲରେ ଅଭିନୟ କରୁଥିବା ସମୀରା ଶର୍ମା ଖୁବ ଲୋକପ୍ରିୟ କଳାକାର ଥିଲେ । ତାଙ୍କର ମୃତ୍ୟୁ 44 ବର୍ଷରେ ହୋଇଥିଲା ।

7- ପ୍ରେକ୍ଷା ମେହତା ; ଅଭିନେତ୍ରୀ ପ୍ରେକ୍ଷା ମେହତା ଟିଭି ଜଗତରେ ଖୁବ ନାଁ କମାଇଛନ୍ତି ନିଜ ଅଭିନୟ ଜରିଆରେ । ତାଙ୍କର ମୃତ୍ୟୁ 25 ବର୍ଷରେ ହୋଇଥିଲା ।

8- ଆଶିଷ ରାୟ : କାମେଡିଆନ ଭାବେ ପରିଚିତ ଥିବା ଅଭିନେତା ଆଶିଷ ରାୟ ଘରେ ଘରେ ପରିଚିତ ଅଟନ୍ତି । ତାଙ୍କର ମୃତ୍ୟୁ ବେଳକୁ 55 ବର୍ଷ ହୋଇଥିଲା ।

9- ତୁନିଶା ଶର୍ମା : ଟେଲିଭିଜନର ଜଗତର ଅଭିନେତ୍ରୀ ତୁନିଶା ଶର୍ମା ଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ । ତାଙ୍କର ମୃତ୍ୟୁ ବେଳକୁ 20 ବର୍ଷ ହୋଇଥିଲା ।

10- ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ଟିଭି ଜଗତର ପ୍ରସିଦ୍ଧ ଅଭିନେତା ଭାବେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ବେଶ ଚର୍ଚ୍ଚିତ ଚେହେରା ଅଟନ୍ତି । ତାଙ୍କର ମୃତ୍ୟୁ 47 ବର୍ଷରେ ହୋଇଥିଲା ।

11- ଶେଜଲ ଶର୍ମା : ଅଭିନେତ୍ରୀ ଶେଜଲ ଶର୍ମା କଲର୍ସ ଚ୍ଯାନେଲ ରେ ଅନେକ ସାରା ସିରିଏଲରେ କାମ କରିଛନ୍ତି । ତାଙ୍କର ମୃତ୍ୟୁ ବେଳକୁ 27 ବର୍ଷ ହୋଇଥିଲା ।

12- ନୀତିଶ ପାଣ୍ଡେ : ଟେଲିଭିନ ଅଭିନେତା ନୀତିଶ ପାଣ୍ଡେ ଙ୍କ ଅଭିନୟ ଆଜି ବି ଦର୍ଶକ ମାନେ ମନେ ରଖିଛନ୍ତି । ତାଙ୍କର ମୃତ୍ୟୁ 50 ବର୍ଷରେ ହୋଇଥିଲା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *