ଆମ ସମାଜରେ ବିବାହର ମହତ୍ଵ କଣ ରହିଛି ତାହା ବନ୍ଧୁଗଣ ଆପଣ ମାନେ ଜାଣିଥିବେ । ପ୍ରତେକ ବ୍ୟକ୍ତି ବିବାହ ପୂର୍ବରୁ ଅନେକ କିଛି ଚିନ୍ତା କରିଥାଏ । ସମସ୍ତଙ୍କ ମନରେ ବିବାହକୁ ନେଇ କିଛି ନା କିଛି ସ୍ଵପ୍ନ ରହିଥାଏ । ଯେଉଁ ମାନେ ସଚ୍ଚା ପ୍ରେମ କରିଥାନ୍ତି ସେମାନେ ନିଜ ସାଥିଙ୍କୁ ଜୀବନ ସାଥି ଭାବେ ପାଇବାକୁ ଇଚ୍ଛା ରଖିଥାନ୍ତି । ଅନେକ ସମୟରେ ସଚ୍ଚା ପ୍ରେମ ମିଳିଥାଏ ତ କିଛି ଲୋକଙ୍କୁ ମିଳିପାରେ ନାହି । ଆରେଞ୍ଜ ମ୍ୟାରେଜରେ ପାର୍ଟନର ବାପା କରିଥିବା ବେଳେ ଲାଭ ମ୍ୟାରେଜରେ ବ୍ୟକ୍ତି ନିଜେ ଚୟନ କରିଥାନ୍ତି ।

ଯେତେବେଳ ଦୁଇ ପ୍ରାଣୀ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ସେହି ସମୟରେ ଗୁରୁଜନ ଏମାନେ କୁହନ୍ତି ଭଗବାନ ସମସ୍ତଙ୍କ ଯୋଡି ଉପରୁ ହିଁ ବନାଇଥାନ୍ତି । ଯାହାର ମିଳନ ଏହି ପୃଥିବୀରେ ହୋଇଥାଏ । ପ୍ରତେକ ବ୍ୟକ୍ତି ଦୁନିଆକୁ ଆସିଛି ମାନେ ତାର ଭବିଷ୍ୟତ ଓ ଭାଗ୍ୟ ନିର୍ଧାରିତ ହୋଇଥାଏ ।
ତେଣୁ କୁହାଯାଏ ଭଗବାନ ସମସ୍ତଙ୍କ ଯୋଡି ଆଗରୁ ଲେଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମ ଥିବା ଯୋଡି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ଵର୍ଗରୁ ହୋଇ ଆସିଥାନ୍ତି ବା ଭଗବାନ ଏମାନଙ୍କ ଯୋଡି ଆଗରୁ କରିଥାନ୍ତି ।

୧- K ଓ L ନାମର ଯୋଡି : ଏହି ଦୁଇଟି ନାମର ଯୋଡି ଭଗବାନା ଶ୍ରୀକୃଷ୍ଣ ଓ ରାଧାଙ୍କ ଯୋଡି ସହ ସମାନ ହୋଇଥାଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । ଭଗବାନ ଏମାନଙ୍କର ଯୋଡି ସ୍ଵର୍ଗଋ ବନାଇ ଦେଇଥାନ୍ତି । ଏମିତି ବି କୁହାଯାଏ । ଏହି ନାମାର ବ୍ୟକ୍ତି ପ୍ରାୟତ ପ୍ରେମ ବିବାହ କରିଥାନ୍ତି । ଏମାନଙ୍କ ଜୀବନରେ ଯେ କୌଣସି ସ୍ଥିତି ଆସିଥାଉ ନାନ କାହିଁକି ଏମାନେ ପରସ୍ପରର ସାଥ କେବେ ବି ଛାଡନ୍ତି ନାହି ।
୨- P ଓ S ନାମର ଯୋଡି : ଏହି ଦୁଇଟି ନାମର ଯୋଡି ପରସ୍ପର ପ୍ରତି ପ୍ରେମରେ ପଡି ଯାଇଥାନ୍ତି । ଏମାନଙ୍କୁ ନିଜର ପ୍ରେମରେ ନିଶ୍ଚିନ୍ତ ଭାବେ ସଫଳତା ପାଇଥାନ୍ତି । ଏହି ନାମର ବ୍ୟକ୍ତି ନିଜ ପାର୍ଟନର ଙ୍କ ବହୁତ ଭଲ ଭାବେ କେୟାର ନେଇଥାନ୍ତି । ଏହି ନାମର ଯୋଡି ଆଖି ବନ୍ଦ କରି ଉଭୟଙ୍କ ପ୍ରତି ବିଶ୍ଵାସ କରିଥାନ୍ତି । ଖାସ କଥା ହେଉଛି ଏମାନେ ଜୀବନରେ କେବେ ବି ପରସ୍ପରର ସାଥ ଛାଡନ୍ତି ନାହି । ଯାହାକୁ ଦେଖିଲେ ଲାଗିଥାଏ ଏହି ଦୁଇ ଯୋଡି ସ୍ଵର୍ଗରୁ ହିଁ ଆସିଛି ।

୩- D ଓ B ନାମର ଯୋଡି : ଯେଉଁ ମାନଙ୍କର ନାମ ଏହି ଦୁଇଟି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପ୍ରେମରେ ଅପାର ସଫଳ ପାଇଥାନ୍ତି । ଏମିତି ମାନ୍ୟତା ରହିଛି କି ଶ୍ରାବଣ ମାସ ସୋମବାର ଦିନରେ ଏମାନେ ମହାଦେବଙ୍କୁ ଜଳ ଅର୍ପଣ କରିଲେ ତେବେ ଏମାନଙ୍କ ଉପରେ ମହାଦେବଙ୍କର ଅପାର କୃପା ଲାଭ ହୋଇଥାଏ ।
ଏମାନଙ୍କୁ ସଚ୍ଚା ପ୍ରେମ ମଧ୍ୟ ମିଳିଥାଏ । ତେଣୁ ଏମାନଙ୍କ ବିଷୟରେ ଏମିତି କୁହାଯାଏ କି ଏମାନଙ୍କର ଯୋଡି ସ୍ଵର୍ଗ ରୁ ହିଁ ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।
