Interesting GK Questions- କେଉଁ ଦେଶରେ ରାତ୍ରି 12ଟା ସମୟରେ ସୂର୍ଯ୍ୟ ଉଦୟ ହୋଇଥାଏ ? 99% ଲୋକ ଜାଣି ନାହାନ୍ତି ଉତ୍ତର

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ଇଣ୍ଟରଭିୟୁ ରେ କ୍ୟାଣ୍ଡେଟ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ସେମାନେ ଜାଣି ନ ଥାନ୍ତି ।

ଏମିତି କିଛି ଅଜବ ପ୍ରଶ୍ନ ଶୁଣିବା ପରେ କ୍ୟାଣ୍ଡେଟ ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ବାୟୁ ଚାପ ମାପିବା ଯନ୍ତ୍ର ର ନାମ କଣ ?

ଉତ୍ତର- ବାରୋ ମିଟର

୨- ପୃଥିବୀ ର ସବୁଠାରୁ ବଡ ଦେଶର ନାମ କଣ ଅଟେ ?

ଉତ୍ତର- ରୁଷିଆ

୩- କେଉଁ ନଦୀ ମୁହାଁଣ ନିକଟରେ ବଙ୍ଗୋପସାଗର ର ବେଳାଭୂମି ରେ କୋଣାର୍କ ନିର୍ମିତ ହୋଇଥିଲା ?

ଉତ୍ତର- ଚନ୍ଦ୍ରଭାଗା

୪- କିଏ ଦିଲ୍ଲୀ ରୁ ଦୌଲତାବାଦ କୁ ରାଜଧାନୀ ହଟାଇ ନେଇଥିଲେ ?

ଉତ୍ତର- ମହମ୍ମଦ ବିନ ତୋଗଲକ

୫- ଓଡିଶାର କେଉଁ ରାଜା କଳିଙ୍ଗ ନଗର ରୁ କଟକ କୁ ରାଜଧାନୀ ଉଠାଇ ଆଣିଥିଲେ ?

ଉତ୍ତର- ଚୋଡଗଙ୍ଗଦେବ

୬- ଭାସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ ?

ଉତ୍ତର- ପର୍ତ୍ତୁଗାଲ

୭- ଉଡାଜାହାଜ କେଉଁ ଧାତୁ ରେ ତିଆରି ହୋଇଥାଏ ?

ଉତ୍ତର- ଆଲୁମିନିୟମ

୮- ଶ୍ରୀ ରାମଚନ୍ଦ୍ରଙ୍କର କେତେ ଜଣ ଭାଇ ଥିଲେ ?

ଉତ୍ତର- ୪ ଜଣ

୯- ଶ୍ରୀ ରାମଚନ୍ଦ୍ରଙ୍କର ମାତାଙ୍କର ନାମ କଣ ଥିଲା ?

ଉତ୍ତର- କୌଶଲ୍ୟା

୧୦- କେଉଁ ପତ୍ର ଦେହରେ ବାଜିଲେ କୁଣ୍ଡାଇ ହୋଇଥାଏ ?

ଉତ୍ତର- ବିଛୁଆତି

୧୧- ଛୁଆ ଜନ୍ମ କରୁଥିବା ପକ୍ଷୀ ର ନାମ କଣ ?

ଉତ୍ତର- ବାଦୁଡି

୧୨- କେଉଁ ଦେଶରେ ରାତ୍ରି ୧୨ ଘଟିକା ସମୟରେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉତ୍ତର- ନରୱେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *