ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଲୋଟାରେ ପକାଇ ଦିଅନ୍ତୁ କେବଳ ଏହି 1 ଜିନିଷ, 24ଘଣ୍ଟାରେ ଦେଖିବେ ଚମତ୍କାର

ଧାର୍ମିକ ଦୃଷ୍ଟିରେ ଦେଖିଲେ ପ୍ରତି ଦିନ ପ୍ରାୟତ ସମସ୍ତେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିଥାନ୍ତି । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଅନେକ ନୀତି ନିୟମର ପାଳନ କରିବାକୁ ପଡିଥାଏ । ଯାହା ଦ୍ଵାରା ସୂର୍ଯ୍ୟ ଦେବତା ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ତେବେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ର ବ୍ୟବହାର କରିବା ଉଚିତ ଯାହା ଆମ ଶାସ୍ତ୍ର ରେ କୁହା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଏମିତି କେଉଁ ଜିନିଷ ପକାଇଲେ ସବୁ ସମସ୍ୟାର ନିବାରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କର ବିବାହରେ ବିଳମ୍ବ ହେଉଥାଏ ତେବେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟରେ ପାଣିରେ ଗୋଟେ ଚୁଟକି ହଳଦୀ ମିଶାଇ ଅର୍ପଣ କରନ୍ତୁ । ଦୁଇ ହାତରେ ଲୋଟା ଧରି ଜଳ ଅର୍ପଣ କରିବା ଉଚିତ । ଯଦି ଆପଣ ଜୀବନରେ ଧନ, ସୁଖ ସମୃଦ୍ଧିର ଆଶା କରୁଛନ୍ତି ତେବେ ଆପଣ ତମ୍ବା ପାତ୍ର ରେ ଗୋଟେ ବା ଦୁଇଟି କେସର ପାଖୁଡା ଜଳରେ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ।

ମନେ ରଖିବେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳ ଯେମିତି ଆପଣଙ୍କ ପାଦକୁ ସ୍ପର୍ଶ କରିବ ନାହି । ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ଅକ୍ଷତ ପକାଇ ଜଳ ଅର୍ପଣ କରିବେ ତେବେ ଆପଣଙ୍କର ଜୀବନରେ କେବେ ସମସ୍ଯା ରହିବ ନାହି । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କର ଟଙ୍କା ନେଇକି ଚାଲି ଯାଇଥାଏ ଓ ଆପଣଙ୍କ ଟଙ୍କା ଫେରସ୍ତ କରେ ନାହି ତେବେ ଏଥିପାଇଁ ଶୁଖିଲା ଲଙ୍କାର ୧୧ ଟି ଦାନା ଜଳରେ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବେ ।

ଲଗାତାର ୨୧ ଦିନ ଏହି ଉପାୟ କରନ୍ତୁ । ଯଦି ଜୀବନରେ ଶତ୍ରୁ ବିରୋଧୀ ହଇରାଣ କରୁଛନ୍ତି ବା ଶନି, ରାହୁ, କେତୁ ଖରାପ ଅଛନ୍ତି, ସମୟ ଆସୁଛି ତେବେ ଗୋଟେ ଚୁଟକି କଳା ରାଶି ପକାଇ ଜଳରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏପରି କରିବା ଦ୍ଵାରା ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ । ତମ୍ବା ପାତ୍ରରେ ନାଲି ମନ୍ଦାର ପକାଇ ସୂର୍ଯ୍ୟ ଦେବଣୁ ଜଳ ଅର୍ପଣ କରିଲେ ଜୀବନରେ କେବେ ଅଭାବ ରହିବ ନାହି ।

ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ରହୁଛି ବା ଚିନ୍ତା ଲାଗୁ ରହୁଛି ତେବେ କୁଙ୍କୁମ ଜଳରେ ପକାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ । ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ସ୍ଵାସ୍ଥ୍ୟର ଉନ୍ନତି ହେବ । ଯଦି ଜଳରେ ଗୁଡ ବା ଚିନୀ ପକାଇ ଅର୍ପଣ କରନ୍ତି ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଜୀବନରେ ଖୁସି ଓ ମଧୁରତା ଆସିଥାଏ ।

ସବୁଠାରୁ ବଡ କଥା ହେଉଛି ଅରକ୍ଷ ଫୁଲ ଯାହା ମହଦେବଙ୍କୁ ଅର୍ପଣ କରାଯାଏ । ଅରଖ ଫୁଲରେ ଜଳ ଅର୍ପଣ କରିଲେ ଜୀବନରେ ଆଗକୁ ବଢିବାକୁ ରାସ୍ତା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *