ବାସ୍ତୁ ଶାସ୍ତ୍ର ଅନୁଯାଇ ଅଲମାରୀ ଭୁଲରେ ବି ଏହି ଦିଶା ରେ ରଖନ୍ତୁ ନାହିଁ, ନଚେତ ହବ ବହୁତ ବଡ ଅନର୍ଥ

ଆଜି ଆମେ କିଛି ଏମିତିକା ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ଘରେ ହୋଇ ଥାଏ, କିନ୍ତୁ କେତେ ଥର ଏମିତି ହୋଇ ଥାଏ ଯେ ଜିନିଷ ଏମିତିୟା ଦିଶା ରେ ହୋଇ ଥାଏ ଯାହା ଦ୍ଵାରା ନକାରାତ୍ମକ ପ୍ରଭାବ ଘର ଉପରେ ପଡି ଥାଏ ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ କେଉଁ ଦିଶା ରେ ରଖିଲେ ଆପଣଙ୍କ ଘରେ ଭଲ ଏବଂ ସକାରାତ୍ମକ ଊର୍ଜା ଆସିବ । କେତେକ ଲୋକ ଜାଣି ପାରନ୍ତି ନାହିଁ ଏତେ ପରିଶ୍ରମ ପରେ ମଧ୍ୟ କଷ୍ଟ ଦୂର ହେଉ ନାହିଁ କାହିଁକି କିନ୍ତୁ ସେ ବାସ୍ତୁ ବିଷୟରେ ଭାବନ୍ତି ନାହିଁ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଘର ବହୁତ ଜରୁରୀ ଏବଂ ଆବଶ୍ୟକ ଜିନିଷ ବିଷୟରେ କହିବାକୁ ଯାଉଛୁ ଆଜି ଆମେ ଆପଣଙ୍କୁ ଆଲମୀରା ବିଷୟରେ କହିବୁ ଏହାକୁ ଘର କେଉଁ କଣ ରେ ରଖିବା ଉଚିତ କେଉଁ ଦିଶାରେ ଏହାର ମୁହଁ କରିବା ଉଚିତ । ଆଲମୀରା ସମସ୍ତେ କେବଳ କପଡା ରଖିବା ପାଇଁ ରଖନ୍ତି ନାହିଁ ସମସ୍ତେ ଆଲମୀରା କୁ ଗହଣା ଓ ଟଙ୍କା ରଖିବା ପାଇଁ ଉପଯୋଗ କରି ଥାନ୍ତି ।

Image Courtesy: Google

ଘରେ ଆଲମୀରା ରଖିଲା ବେଳେ ସମସ୍ତଙ୍କ ମନରେ କେତେ ପ୍ରକାର କଥା ଆସି ଥାଏ ଯେମିତିକି କେଉଁ କଣ ରେ ଭଲ ଲାଗିବ, କୌ ଜାଗାରେ ରଖୀ ହବ ଇତ୍ୟାଦି କଥା ମନ ଭିତରେ ଆସି ଥାଏ । ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ ଜଣଉଛୁ ଯେ ଯଦି ଆପଣ ଘରେ ସୁଖ ଶାନ୍ତି ବାତାବରଣ ଚାହନ୍ତି ତେବେ ଆଲମୀରାକୁ ସବୁ ବେଳେ ପୂର୍ବ ଦିଶା ରେ ରଖିବା ଉଚିତ ।

Image Courtesy: Google

ଏହା ଛଡା ଯଦି ଆପଣ ଧନ ପ୍ରାପ୍ତ କରିବା ପାଇଁ ଚାହନ୍ତି ତେବେ ଆଲମୀରାକୁ ଉତ୍ତର ଦକ୍ଷିଣ ଦିଶା ରେ ରଖିବା ଉଚିତ ଅଟେ । ଏହା ସହ ଆଉ ଗୋଟେ କଥା ମନେ ରଖନ୍ତୁ ଭୁଲରେ ବି ଆଲମୀରା କୁ ପଶ୍ଚିମ ଦିଶା ରେ ମୁହଁ କରି ରଖନ୍ତୁ ନାହିଁ । ସବୁବେଳେ ଏହି କଥା ଧ୍ୟାନ ରଖନ୍ତୁ ଯେ ଉତ୍ତର ଦକ୍ଷିଣ ଦିଶା ସବୁବେଳେ ସଫା ସୁତୁରା ଥାଉ ନଚେତ ନକାରାତ୍ମକ ଊର୍ଜା ସେହି ଜାଗରୁ ଉତ୍ପନ ହବ । ପଶ୍ଚିମ ଦିଶାରେ ଆଲମୀରା ରଖିଲେ ଘରେ ଝଗଡା ହୋଇ ଥାଏ ଏବଂ ଘର ଲୋକ ରୋଗ ରେ ପଡି ଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ବସ୍ତୁ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *