ଦର୍ଶକ ବନ୍ଧୁ ସେ ସୁପର ଷ୍ଟାର ହୁଅନ୍ତୁ କି ସୁପର ମ୍ୟାନ ତଥାପି ତାଙ୍କ ଜୀବନରେ ଅନେକ ଦୁଃଖ ଥାଏ । ଅଭିନେତା ଅନୁଭବ ମହାନ୍ତି ଙ୍କ ଜୀବନରେ ଏମିତି ଏକ ଦୁଖଦ ଘଟଣା ଘଟିଛି ଯାହାକୁ ସେ କେବେବି କହିବାକୁ ଚାହାନ୍ତି ନାହି । ଆଉ କହୁ କହୁ କୁଛନ୍ତି ମୋର ବାକ ସ୍ଵାଧୀନତା ନାହି । ମୋତେ ଏଠାକୁ କହିବାକୁ ବାରଣ କରାଯାଇଛି କାରଣ ସେ କଥା ମୁଁ ମନେ ପକାଇଲେ ଆଖିରୁ ଲୁହ ଚାଲି ଆସିବ । ତଥାପି ଆଜି ମୁଁ ଖୁସି ଅଛି ।
କାରଣ ଏ ସମୟରେ ମୋ ବାପା-ମା ଙ୍କ ପାଇଁ 2ଟା ପାସ୍ପୋର୍ଟ କରିପାରିଛି । ମୋ ବାପା-ମା ଙ୍କୁ ଦୁନିଆ ବୁଲାଇବୀ ମୋର ଭାରି ଇଚ୍ଛା ହେଉଛି । ଶ୍ରବଣ କୁମାର ଭଳି ବାପା-ମା ଙ୍କୁ କାନ୍ଧେଇ ପାରିବିନି ତଥାପି ବାପା-ମା ଙ୍କୁ ଟିକେ ତୀର୍ଥ କରାଇବାକୁ ନେବି । ଆକାଶରେ ଆମେ ସାଙ୍ଗ ହୋଇ ଉଡିବୁ ସେଥିପାଇଁ ଆଜି ଦୁଇଟା ପାସପୋର୍ଟ କରିଛି । ହେଲେ ଏହି ପାସପୋର୍ଟ ଆଜି ମୋ ଆଖିରେ ଅନେକ ଲୁହ ନେଇ ଆସୁଛି ।
ଦର୍ଶକ ବନ୍ଧୁ ବାପା-ମା ଙ୍କୁ କଷ୍ଟ ଦେଇ କେହି କେବେ ମଣିଷ ହୁଅନ୍ତି ନାହି । ଏ କଥା ବୋଧ ହୁଏ ଅନୁଭବ ବୁଝିଛନ୍ତି ବୋଲି ବୁଝେଇବାକୁ ଚାହୁଁଛନ୍ତି । ସେଥିପାଇଁ ତାଙ୍କ ବାପା-ମା ଙ୍କୁ ଭିଡିଓ ସେୟାର କରନ୍ତି । ଆଉ ଆଜି ଏକ ଭିଡିଓ ସେୟାର କରି କହିଛନ୍ତି ଅନୁଭବ ମୋ ବାପା-ମା ଙ୍କ ପାଇଁ ମୁଁ ଏତିକି କରିପାରିଛି । ଆଉ ଅଧିକ କିଛି ପରିପାରିବି ନାହି । ଆଉ ଦୁଇଟା ପାସପୋର୍ଟ ଧରିଲା ବେଳେ ମୋ ବାପା-ମା ଖୁବ ଖୁସି ହେଲେ ।
ମୋ ଜୀବନର ସବୁଠୁ ବଡ ଦୁଃଖ ହେଉଛି ଯେଉଁ ଦିନ ମୁଁ ରାଜ୍ୟସଭାରେ ସାଂସଦ ଭାବେ ଶପଥ ପାଠ ଗ୍ରହଣ କରିବି ଆଉ ଶପଥ ପାଠ କରିବା ପାଇଁ ଦିଲ୍ଲୀ ଯିବୀ ଆଉ ସେଦିନ ମୋ ପାଇଁ ଖୁସି ଆସିବ । ଜୀବନରେ କେବେବି ପ୍ଲେନରେ ବସି ଆକାଶରେ ଉଡି ନ ଥିବା ମୋ ବାପା-ମା ତାଙ୍କର ପ୍ରଥମ ବିମାନ ଯାତ୍ରା କରିବେ । ସାରା ଓଡ଼ିଶାକୁ ପ୍ରତିନିଧିତ୍ଵ କରିବି । ବିଜୁ ଜନତା ଦଳର ସଫଳତା କହିବି ସନସାଦ ଭାବେ ।
ଆଉ ମଞ୍ଚ ତଳେ ମୋ ବାପା-ମା ବସିଥିବେ । ଅନୁଭବଙ୍କ ଶପଥ ପାଠ ଉଶ୍ଚବରେ ତାଙ୍କ ବାପା, ମା, ଭାଇ ରହିଲେ ସତ କିନ୍ତୁ ତାଙ୍କ ସହ ପ୍ଲେନରେ ବସି ଯାତ୍ରା କରିପାରିଲେ ନାହି । ଆଉ ଏ ଘଟଣା ପଚରା କାରଣ ହେଉଛି ବଡ ଯାହାକୁ ଅନୁଭବ କହିବାକୁ ଚାହୁଁ ନାହାନ୍ତି । ଏ ଯାହା ବି ହେଉ ନା କାହିଁକି ଅନୁଭବଙ୍କ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି । ଆଉ ତାଙ୍କର ଅସ୍ତ୍ରୋପୋଚାର ହେବାରେ ଅଛି । ଆଉ ଅପରେସନ ପରେ ଅନୁଭବ ତାଙ୍କ ବାପା-ମା ଙ୍କୁ ଧରି ପ୍ଲେନରେ ଯିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ଙ୍କ ଏଭଳି ବୟାନକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।