ନିଜର ମନୋରଞ୍ଜନ ପାଇଁ ଆଜି କାଲି ଲୋକ ମାନେ କେତେ କଣ କରୁଛନ୍ତି । କେତେବେଳ ଟିଭି ରେ କିଛି ପ୍ରୋଗ୍ରାମ ଦେଖେ ତ କେତେବେଳେ ମୋବାଇଲ ରେ ଗୀତା ଶୁଣେ, ଭିଡିଓ ଦେଖିବା ଆଦି କାମ କରିଥାଏ । ଆଜି ଆମେ ଆପଣଙ୍କ ମନୋରଞ୍ଜନ କରାଇବା ପାଇଁ କିଛି ଫୋଟୋ ଆଣିଛୁ, ଯାହାକୁ ଆପଣ ଆଜି ପୂର୍ବରୁ ଦେଖି ନଥିବେ । ଏହି ଫୋଟୋ ମାନଙ୍କର ଖାସ କଥା ଏହିକି ଯେ ଆପଣ ଯେବେ ବି ଏହି ଫୋଟୋ ଦେଖିବେ ଆପଣଙ୍କୁ ଏହା ଗୋଟେ ଥରରେ ବୁଝା ପଡିବ ନାହିଁ । କିନ୍ତୁ ଯେବେ ଆପଣ ଏହାକୁ ନିରେଖି ଦେଖିବେ ଆପଣ ବୁଝି ପାରିବେ ।
୧- ଏହି ପ୍ରଥମ ଫୋଟୋ ଟିକୁ ଦେଖି କୁହନ୍ତୁ କି ଏହି ମୁହଁ ସେଇ ଝିଅର କି ଏହା ସେ ପଢୁଥିବା ପତ୍ରିକା ରେ ଥିବା ଫୋଟୋ ।
୨-ଏହି ଫୋଟୋ ଦେଖି କୁହନ୍ତୁ ସେହି ହାତ ଝିଅଟିର ନା ସେହି ଲୋକ ଟିର । ତାର ବାମ ହାତକୁ ନିରେଖି ଦେଖନ୍ତୁ ।
୩- ଏହି ଝିଅର ତିନୋଟି ଗୋଡ କେମିତି ହେଲା, ଆମକୁ ନିଶ୍ଚୟ କହିବେ ।
୪-ଏହି ଫୋଟୋ ଦେଖି କୁହନ୍ତୁ ସେ ଲୋକ ଟିର ହାତ ଏତେ ଲମ୍ବା ଅଟେ ନା ସେ ସେଇ ଝିଅର ହାତ?
୫- କଣ ଆପଣ ଏହି ଫୋଟୋ ରେ କୌଣସି ଜୀବକୁ ଦେଖି ପାରୁଛନ୍ତି ।
୬- ଯଦି ଆପଣ ଏହି ଫୋଟୋ ଟିକୁ ଦେଖି ବୁଝିପାରୁଛନ୍ତି, ତେବେ କମେନ୍ଟ ବକ୍ସ ରେ ନିଶ୍ଚୟ ଲେଖନ୍ତୁ
୭- ଯଦି ଆପଣ ଏହି ଫୋଟୋ ଟିକୁ ଦେଖି ବୁଝିପାରୁଛନ୍ତି, ତେବେ ଆପଣ ବାସ୍ତବରେ ବହୁତ ବୁଦ୍ଧହିମାନ । କାହିଁକି ନା ଏହାକୁ ଯେତେ ଥର ଦେଖିଲେ ବି ବୁଝା ପଡୁନି ।
୮-କଣ ଆପଣ ଆଗରୁ କେବେ ଏଭଳି ଓଟପକ୍ଷୀ ଦେଖିଛନ୍ତି । ଯାହାର ଏତେ ଲାମ୍ବା କେଶ ଥିବ ?
୯- ଆପଣ ହିଁ ଦେଖିକି କୁହନ୍ତୁ ଏହି ଫୋଟୋରେ ଝିଅଟି କିଏ । ଯିଏ ଠିଆ ହୋଇଛି ନା ଯିଏ ବସିଛି ।
୧୦- ଏହି ଛୋଟ ପିଲାଟି ଏଭଳି ଖତରନାକ ବଡି କେମିତି କରିଥିବା? କମେନ୍ଟ ନିଶ୍ଚୟ କରନ୍ତୁ
ଆଶା କରୁଛୁ ଆମର ଏହି ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଥିବ, ଏହି ଫୋଟୋ ଦେଖି ଆପଣଙ୍କୁ ଏହି ଫୋଟୋଗୁଡ଼ିକ କେମିତି ଲାଗିଲା କମେଣ୍ଟ ରେ ଆମକୁ ଜଣାନ୍ତୁ । ଆଗକୁ ଏହିଭଳି ଅନେକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।