ଦର୍ଶକ ବନ୍ଧୁ ପ୍ରତେକ ମଣିଷ ନିଜ ବିବାହକୁ ନେଇ ଅନେକ ସାରା ସ୍ଵପ୍ନ ଦେଖିଥାଏ । ଆଉ ଏହି ସ୍ଵପ୍ନ କୁ ସତ କରିବା ପାଇଁ ମଣିଷ କଣ ନାଇଁ କଣ କରିଥାଏ । ନିଜ ବାହାଘରରେ ପୁଅ ହେଉ ବା ଝିଅ ନିଜ ନିଜର ନିଆରା ଢଙ୍ଗରେ ସଜବାଜ ହୋଇଥାନ୍ତି । ଯେମିତି ସେମାନେ ହରଚ୍ଚା ରେ ରହିବେ । ତେବେ ବାହାଘରକୁ ନେଇ ଅସୁମାରି ସ୍ଵପ୍ନ ସାଉଣ୍ଟି ଥାନ୍ତି ପୁଅ ବା ଝିଅ ମାନେ ।
ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ବିବାହ ସମ୍ପନ୍ନ ହୋଇଛନ୍ତି । ଆଉ ଏବେ ତାଙ୍କର ରିସେପ୍ସନ ମଧ୍ୟ ସରିଛି । ଆଜି ଆମେ ଆପଣଙ୍କୁ ସେଇ ଅଭିନେତ୍ରୀ ଙ୍କ ବାହାଘର କିଛି ଖାସ କହିବାକୁ ଯାଉଛୁ । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଟେଲିଭିଜନ ଜଗତର ଜଣାଶୁଣା ତଥା ଚର୍ଚ୍ଚିତ ଚେହେରା ଲିପ୍ସା ମିଶ୍ର ।
ଲିସା ଅନେକ ସାରା ସିରିଏଲ ଓ ଫିଲ୍ମ ରେ ଖୁବ ସୁନ୍ଦର ଓ ଚମତ୍କାର ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି । ତେବେ ତାଙ୍କର ଅଭିନୟ ପ୍ରତି ଦର୍ଶକ ମାନେ ବେସ ଆକର୍ଷିତ ହୋଇଥାନ୍ତି । ତେବେ ବର୍ତ୍ତମାନ ଲିପ୍ସା ମିଶ୍ର ଙ୍କ ବିବାହ ସରିଛି । ଆଉ ଏବେ ସେ ନିଜର ବାହାଘରକୁ ନେଇ ଖୁବ ଚର୍ଚ୍ଚା ରେ ଅଛନ୍ତି ।
ସେ ତାଙ୍କର ବାହାଘରର ପ୍ରତେକ ଟି ମୂହୁର୍ତ୍ତ କୁ ମନେ ପକାଇବା ପାଇଁ ସୋସିଆଲ ମିଡିଆରେ ଅନେକ ସାରା ଭିଡିଓ ଓ ଫୋଟୋ ସେୟାର କରୁଛନ୍ତି । ବର୍ତ୍ତମାନ ତାଙ୍କର ଓ ତାଙ୍କ ସ୍ଵାମୀ ଆକାଶ ଙ୍କ ରିସେପ୍ସନ ର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ହେଉଛି ଅନେକ ଚର୍ଚ୍ଚା । ଭାଇରାଲ ଭିଡିଓ ରେ ଲିପ୍ସା ଏତେ ସୁନ୍ଦର ଲେହେଙ୍ଗା ପିନ୍ଧି ଛନ୍ତି ଯେ ଖୁବ ସୁନ୍ଦର ଲାଗୁଛନ୍ତି ।
ତାଙ୍କ ମ୍ୟାରେଜ ପାର୍ଟି ରେ ଓଡିଆ କଳାକାର ମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାର ବର୍ଗ, ସାଙ୍ଗ ସାଥି ସମସ୍ତେ ସାମିଲ ହୋଇଛନ୍ତି । ଆଉ ନବ ଦମ୍ପତି କୁ ଖୁବ ସାରା ବଧେଇ ମଧ୍ୟ ଦେଉଛନ୍ତି । ଲିପ୍ସା ତାଙ୍କ ସ୍ଵାମୀ ଆକାଶଙ୍କ ସହ ଲାଇଟ ପିଙ୍କ କଲର ଲେହେଙ୍ଗାରେ ଥିବା ବେଳେ ଆକାଶ ବ୍ଲାକ କଲର ସୁଟରେ ଥିଲେ ।
ଦୁହେଁ ଷ୍ଟେଜରେ ଅତିଥିଙ୍କୁ ସ୍ଵାଗତ କରୁଥିବା ବେଳେ ତାଙ୍କ ଆଗରେ ରହିଥିଲା ଆଉ ଏକ ସ୍ଟେଜ ଯେଉଁଠି ଗୀତ ର ଧମାଲ ଚାଲିଥିଲା । ଗୀତିକାର ମାନେ ଗୀତ ଗାଈ ମାହୋଲକୁ ପୁରା ଜମାଇ ଦେଇଥିଲେ । ଏହା ସହ ପାର୍ଟିରେ ଭେରାଇଟି ଆଇଟମ ହୋଇଥିଲା ଖାଇବାକୁ । ଗ୍ରାଣ୍ଡ ୱେ ରେ ହୋଇଥିବା ତାଙ୍କ ବିବାହ ପରେ ତାଙ୍କ ରିସେପ୍ସନ ମଧ୍ୟ ଗ୍ରାଣ୍ଡ ୱେ ରେ ହୋଇଛି । ଦୁହିଙ୍କର ଖୁସି ତାଙ୍କ ମୁହଁ ରେ ଝଲସୁଛି । ଦୁହିଙ୍କର ଯୋଡି କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ଙ୍କୁ ଆକାଶ ଓ ଲିପ୍ସା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।