ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ଆପଣଙ୍କୁ କିଛି ଡବଲ ମୀନିଂଗ ବାଲା ପ୍ରଶ୍ନ ପଚାରିବୁ, ଏହାକୁ ଶୁଣି ଆପଣଙ୍କୁ ଖରାପ ଲାଗିପରେ କିନ୍ତୁ ଏହାର ଉତରା ବହୁତ ଠିକ ଅଟେ । ଆସନ୍ତୁ ସେହି ପ୍ରଶ୍ନ ଆଲୋଚନା କରିବା ।

ପ୍ରଶ୍ନ :- ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?
ଉତ୍ତର :- ଅରୁଣାଚଳ ପ୍ରଦେଶ
ଏହି ରାଜ୍ୟ ଭାରତର ଉତ୍ତର ପୂର୍ବ ଭାଗରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ତ୍ରୀ ପେମା ଖାନ୍ତୁ, ଲୋକ ସଂଖ୍ୟା – ୨୦୧୨ ଜନଗଣନା ଅନୁସାରେ ୧୨.୬ ଲକ୍ଷ, ଜିଲ୍ଲା – ୨୩, ରାଜଧାନୀ – ଇଟାନଗର
ପ୍ରଶ୍ନ :- ଭଗବାନ ବୁଦ୍ଧଙ୍କୁ କେଉଁଠି ଜ୍ଞାନ ପ୍ରାପ୍ତ ହୋଇଥିଲା ?
ଉତ୍ତର :- ବୁଦ୍ଧଗୟା
ଗୌତମ ବୁଦ୍ଧଙ୍କ ପୁରାନମ – ସିଦ୍ଧାର୍ଥ ଗୌତମ, ଅନ୍ୟନମ – ସାଖ୍ୟମୁନି ବୁଦ୍ଧ, ଜନ୍ମ – ୬୨୩ ବି.ସି. ଲୁମ୍ବିନୀ, ନେପାଳ, ଦେହତ୍ୟାଗ -କୁଷି ନଗର, ପିତା – ସୁଦ୍ଧଦନ ଓ ମାତା – ମାୟା, ଓ ଗୌତମ ବୁଢାଙ୍କୁ ଲାଳନ ପାଳନ କରିଥିବା ପିଉସୀଙ୍କର ନାମ ହେଲା ଯଶୋଧାରା ।

ପ୍ରଶ୍ନ :- ଭାରତର ମୁଖ୍ୟ ଦକ୍ଷିଣତମ ତଟ କେଉଁଠି ?
ଉତ୍ତର :- କନ୍ୟାକୁମାରୀ
କନ୍ୟାକୁମାରୀ ତାମିଲନାଡୁ ରାଜ୍ୟର ଭାରତର ଦକ୍ଷୀଣରେ ଅବସ୍ଥିତ । ତାମିଲନାଡୁର ରାଜଧାନୀ ଚେନ୍ନାଇ । ମୁଖ୍ୟମନ୍ତ୍ରୀ – ଇଡାପାଡି କେ.ପାଲାନି ସ୍ଵାମୀ । ଏହାର ପଡୋଶୀ ରାଜ୍ୟ – କେରଳ, କର୍ନାଟକ, ଆନ୍ଧ୍ର ପ୍ରଦେଶ
ପ୍ରଶ୍ନ :- ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ?
ଉତ୍ତର :- ଆଶାମ
ପ୍ରଶ୍ନ :- ” ଆପକା ବ୍ୟାଙ୍କ, ଆପକା ଦ୍ଵାର ‘ ଏହା କେଉଁ ବ୍ୟାଙ୍କର ଟ୍ୟାଗ ଲାଇନ ?
ଉତ୍ତର :- ଆଇ॰ ପି ॰ପି॰ ବି ॰
ଆଇପିପିବି – ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ହେଡ କ୍ଵାର୍ଟର – ନ୍ୟୁ ଦିଲ୍ଲୀ, ଏମଡି ଆଣ୍ଡ ସିଇଓ – ସୁରେଶ ଶେଠୀ । ସେକ୍ରେଟେରୀ – ଅନନ୍ତ ନାରାୟଣ ନନ୍ଦ ।

ପ୍ରଶ୍ନ :- ରାଷ୍ଟ୍ରୀୟ କ୍ରିଡା ଦିବସ କେବେ ପାଳନ କରାଯାଏ ?
ଉତ୍ତର :- ୨୯ ଅଗଷ୍ଟ
ଏହି କ୍ରିଡା ଦିବସକୁ କ୍ରୀଡାବିତ ଧ୍ୟାନଚାନ୍ଦଙ୍କ ଉଦ୍ୟଶରେ ପାଳନ କରାଯାଏ । ୨୯ ଅଗଷ୍ଟ ୧୯୦୫ ରେ ଧ୍ୟାନଚାନ୍ଦ ଜନ୍ମ ଗ୍ରହଣ କରିଥିଲେ ଓ ୧୯୭୯ରେ ଦେହ ତ୍ୟାଗ କରିଥିଲେ ।
ପ୍ରଶ୍ନ :-କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର :- ଆଶାମ
ପ୍ରଶ୍ନ :- ଜବାହାର ସାଗର ବନ୍ଧ ବା ଡ୍ୟାମ କେଉଁ ନଦୀ ଉପରେ ଅବସ୍ଥିତ ?
ଉତ୍ତର :- ଚମ୍ବଲ
ପ୍ରଶ୍ନ :- ନାସିକର କେଉଁ ନଦୀ କୂଳରେ କୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ ?
ଉତ୍ତର :- ଗୋଦାବରୀ
ପ୍ରଶ୍ନ :- ଭୌଗଳିକ ଦ୍ରୁଷ୍ଟି କୋଣରୁ ଭାରତର ପ୍ରାଚୀନତମ ପର୍ବତ ଶୃଙ୍ଖଳା କିଏ ?
ଉତ୍ତର :- ଆରାବଳି
ଆରାବଳୀର ସର୍ବୋଚ ସ୍ଥାନ – ଗୁରୁ ଶିଖର, ନଦୀ – ବନାଶ, ଲୁଣୀ, ସଖୀ ଓ ସାବରମତୀ, ଲମ୍ବ – ୬୯୨ କିଲୋମିଟର, ଉଚତା – ୧୭୨୨ କିମି । ଏହା ଦିଲଲି, ହରିୟାନା, ରାଜସ୍ଥାନ ଓ ଗୁଜୁରାଟର ସୀମାକୁ ଛୁଇଞ୍ଚି ।