ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ । ସେ ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ।

ଜୋକ- ୧
ସ୍ଵାମୀ ନିଜ ସ୍ତ୍ରୀ ଠାରୁ ହଇରାଣ ହୋଇ କୋର୍ଟ ରେ ଛାଡପତ୍ର ନବାକୁ ପହଞ୍ଚିଲା
ଜଜ – ଛାଡପତ୍ର କଣ ପାଇଁ ନବାକୁ ଚାହୁଁଛ ?
ସ୍ଵାମୀ – ମୁଁ ଆ ସହ ଖୁସି ନାହିଁ !!
ସ୍ତ୍ରୀ – ଜଜ ସାହବ, ପୁରା ସାଇ ଖୁସି ଅଛି କେବଳ ୟେ ଏକା ଅତି ନଖରା ଦେଖାଉଛନ୍ତି ।
ଜୋକ- ୨
ଦୁଇଟି ସାଙ୍ଗ କଥା ହେଉଥିଲେ …..
ଯେବେ ଝିଅ ଦେଖିବାକୁ ଯିବୁ ତାର ଆବାଜ ରେଡିଓଠୁ ବି କମ ହୋଇଥାଏ …. କିନ୍ତୁ ….
ବାହାଘର ପରେ କେଉଁ ସ୍ପୀକର ଲାଗିଥାଏକି ଆବାଜ କାମ ହେବାର ନା ଧରେନି …..!!

ଜୋକ- ୩
ଗୋଟିଏ ବସ ନଦୀରେ ଖସି ପଡ଼ିଲା
ପୋଲିସ ବସ ଡ୍ରାଇଭରକୁ ପଚାରିଲା
ତୁ କେମିତି ବସ ଚଳାଉଥିଲୁ କି
ବସ ନଦୀରେ ଖସି ପଡ଼ିଲା ?
ଡ୍ରାଇଭର କହିଲା
ଆଜି କଣ୍ଡକ୍ଟର ଆସି ନାହିଁ
ତ ମୁଁ ପଛକୁ ଯାଇ ଟିକେଟ କାଟୁ ଥିଲି………

ଜୋକ- ୪
ବଣ୍ଟି ଡାକ୍ତର ଖାନାକୁ ଗଲା
ଓ ନର୍ସକୁ କହିଲା ମୋତେ ଗୋଟିଏ ବୋତଲ ରକ୍ତ ଦରକାର
ନର୍ସ ବଣ୍ଟିକୁ ବ୍ଲଡ଼ ଗ୍ରୁପ ପଚାରିଲେ ?
ବଣ୍ଟି କହିଲା କୌଣସି ବି ଗ୍ରୁପର ଚଳିବ
ନର୍ସ କହିଲେ ଏମିତି କେମିତି ହେବ
ବଣ୍ଟି କହିଲା ରକ୍ତରେ ପ୍ରେମିକାକୁ ଚିଠି ଲେଖିବି….
ଜୋକ- ୫
ପତ୍ନୀ ରୋମାଣ୍ଟିକ ମୁଡ ରେ – ହେଇଟି ଶୁଣୁଛ,
ଆମ ଚଉଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ପ୍ରଥମ ଥର ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା
ସ୍ଵାମୀ – ସତ କହିବି, ଯଦି ମୋର ହନୁମାନ ଚାଳିଶା ମନେ ନଥାନ୍ତା ତାହେଲେ ମୁଁ ସେହି ଦିନ ହିଁ ମରି ଯାଇଥାନ୍ତି
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।