ଓଡିଆ ଢଗ ଢମାଳି: ସପ୍ତାହରେ ଦୁଇଥର ଆସେ କିନ୍ତୁ ମାସରେ ଥରେବି ଆସେ ନାହିଁ! ତାହା କଣ ? 10 GK Questions & Answers

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ।

ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ । ପ୍ରଶ୍ନ ଦେଖିବା ପରେ ବହୁତ ଲୋକ ଏହା ଭାବୁଥିବେ ଯେ ଏହି ଭଳି ପ୍ରଶ୍ନ ମଧ୍ୟ ହୋଇଥାଏ । ତେବେ ଆଜି ଦେଖିବା ଆପଣଙ୍କୁ ୧୦ଟି ପ୍ରଶ୍ନରୁ କେତେ ଉତ୍ତର ଆସୁଛି ।

Image Courtesy: Google

୧. ତୁମେ ମୋ ଭାଇ କିନ୍ତୁ ମୁଁ ତୁମର ଭାଇ ନୁହେଁ । ମୁଁ କିଏ ?

ଉତ୍ତର : ଭଉଣୀ

୨. କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର : ସପୁରୀ

୩. ୨ + ୪ର ଅଧା କେତେ ହେବ ?

ଉତ୍ତର : ୪ (୨ + ୨ = ୪)

୪. କେଉଁ ଫୁଲର ରଙ୍ଗ ନାହିଁ କି ବାସ୍ନା ନାହିଁ ?

ଉତ୍ତର : ଅପ୍ରେଲ ଫୁଲ

Image Courtesy: Google

୫. ପାଟିରୁ ଖସିଲେ ମାଆର ଦୋଷ ପେଟରୁ ଖସିଲେ ଛୁଆର ଦୋଷ ଏହାର ଉତ୍ତର କଣ ?

ଉତ୍ତର : ବିଲେଇ ଓ ମାଙ୍କଡ

୬. ଭାରତର କେଉଁ ସହରର ନାମରେ ହିନ୍ଦୀ, ଇଂରାଜୀ ଓ ସାଂସ୍କୃତ ଭାଷାର ଶବ୍ଦ ଆସିଥାଏ ?

ଉତ୍ତର : ଅହମଦାବାଦ

୭. ପୋଷା ମାନେ କିନ୍ତୁ ନୁହେଁ ସେ ପ୍ରାଣୀ, ଶୁଖିଲା ଖାଏ ସେ ପିଏନି ପାଣି ପେଚା ନୁହେଁ କିନ୍ତୁ ଅନ୍ଧାରେ ଦେଖେ, ଯାହାଜ୍ୟ କରେ ସେ ରଖିକେ ପାଖେ ?

ଉତ୍ତର : ଟର୍ଚ୍ଚ

Image Courtesy: Google

୮. ତାହା କେଉଁ ସାଟିଫିକେଟ ଯାହା ଆପଣଙ୍କର କିନ୍ତୁ ଆପଣ ଦସ୍ତଖତ କଲେ ତାହା ଅମାନ୍ୟ ହୋଇଯାଏ ?

ଉତ୍ତର : ଡେଥ ସାର୍ଟିଫିକେଟ ।

୯. ତାହା କଣ ଯାହା ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଯାଇଥାଏ, କିନ୍ତୁ ନିଜ ଜାଗାରୁ ହଟି ନଥାଏ ?

ଉତ୍ତର : ସଡକ

୧୦. ତାହା କଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?

ଉତ୍ତର : ମୁଦ୍ରା

୧୧. ସପ୍ତାହରେ ଦୁଇଥର ଆସେ କିନ୍ତୁ ମାସରେ ଥରେବି ଆସେ ନାହିଁ! ତାହା କଣ ?

ଉତ୍ତର- E ଅକ୍ଷର (Week, Month)

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *