ମଜେଦାର ଯୋକ୍ସ: ଗୋଟେ ପୁଅ ନିଜ ପଡୋସନ ଆଗରେ ପୁସଅପ ମାରୁଥିଲା, ପଡୋସନ ଏହା ଦେଖି ନିଜ ସଲବାର କୁ ତଳକୁ…

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

୧. ପୂଜା ନିଜ ଫେସବୁକ ପ୍ରୋଫାଇଲରେ ନୂଆ ପିକ ପକେଇଲେ !

ସୋନୁ : ହେ ନାଇସ ଷ୍ଟାଇଲ,

ପୂଜା : ଅଧିକ ଫ୍ଲର୍ଟ କରିବା ପାଇଁ ଚେଷ୍ଟା କରନି, ମୋର ଗୋଟେ ବୟଫ୍ରେଣ୍ଡ ଅଛି ।

ସୋନୁ : ଓ କିନ୍ତୁ ତୋ ଫ୍ରେଣ୍ଡ ନେହା ର ଦୁଇ ଦୁଇଟି ବୟଫ୍ରେଣ୍ଡ ଅଛନ୍ତି ।

ପୂଜା : କଣ ? ଚଣ୍ଡୀ ର ଦୁଇଟି ବୟଫ୍ରେଣ୍ଡ ଅଛନ୍ତି, ଚାଲ ଆଜି ଠାରୁ ତୁ ବି ମୋ ବୟଫ୍ରେଣ୍ଡ ।

୨. ଝିଅ : ମୁଁ ତମକୁ ବହୁତ ଭଲ ପାଏ ।

ପୁଅ : ମୁଁ ବି ତମକୁ ବହୁତ ଭଲ ପାଏ ।

ଝିଅ : କେବଳ ଭଲ ପାଇବା ସହ ଜୀବନ ଚାଲେ ନାହିଁ ।

ପୁଅ : ହଁ ଜଣା ଅଛି ରୋଜଗାର କରିବାକୁ ପଡେ ।

ଝିଅ : ଆରେ ନା ପାଗଳ, ଭଲ ପାଇବା ସହ ଅନ୍ୟ କାମ ମଧ୍ୟ ଆସିବା କଥା ନଚେତ ଭଲ ତୁ ପାଇବୁ ଆଉ ଅନ୍ୟ କାମ ଅଲଗା କେହି କରିବେ ।

୩. ସ୍ତ୍ରୀ ଚାହିଁଲେ ମାୟାବତୀ, ଜୟଲଳିତା, ମମତା, ତମ ୱାଲି ହଉ, ବା ମୋ ୱାଲି । ଥରେ ଜିଦି କଲେ ସମସ୍ତଙ୍କ ଜୀବନ ନର୍କ କରିଦେଇଥାଏ ।

୪. ସକାଳେ ଗାଧେଇବା ପରେ ସନ୍ତା ଅଣ୍ଡରୱେୟାର ଛାତରେ ସୁଖେଇବାକୁ ଗଲା, ସେହି ସମୟରେ ପଡୋଶୀ ନିଜ ସଲବାର ଶୁଖିବାକୁ ଆସିଲା ।

ପଡୋଶୀ : ବର୍ଷା ଆସିବାର ଅଛି…

ଯେତେବେଳେ ଆପଣ ନିଜ ଅଣ୍ଡରୱେୟାର ଓଲ୍ହେଇବେ ସେତିକି ବେଳେ ମୋ ସଲବାର ମଧ୍ୟ ଓଲ୍ହେଇଦେବେ ।

୫. ସନ୍ତା ବନ୍ତାକୁ କହିଲା : ୱ୍ହାତ୍ସଅପରେ ସୁବିଚାର ପଢି ପଢି ମୋ ଅବସ୍ତା ଏମିତି ହେଇଯାଇଛି ଯେ ।

ବନ୍ତା – କଣ ହେଇଛି ?

ସନ୍ତା : ଏବେ ମୋ ସ୍ତ୍ରୀକୁ ବି ମୁଁ ଭଉଣୀ ମାନୁଛି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *