ଦେଖନ୍ତୁ କଣ ହୋଇଥାଏ Bollywood ହିରୋଇନଙ୍କ ସହ ଯେତେବେଳେ ସେମାନେ Hollywoodକୁ ଯାଇଥାନ୍ତି- Priyanka ଖୋଲିଲେ ରାଜ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଦୁନିଆ ର ସବୁଠାରୁ ବଡ ଚଳଚିତ୍ର ଦୁନିଆ ହଲିଉଡ ଅଟେ । ହଲିଉଡରେ କାମ କରିବା ପାଇଁ ସମସ୍ତେ ସପନ ଦେଖନ୍ତି କିନ୍ତୁ ବହୁତ କମ ଲୋକଙ୍କୁ ଚାନ୍ସ ମିଳିଥାଏ । ତେବେ ବଲୀଉଡ ବହୁତ ଅଭିନେତ୍ରୀ ହଲିଉଡରେ କାମ କରିବା ବିଷୟରେ ଚିନ୍ତା କରିଛନ୍ତି ଓ କେତେକ ଅଡିସନ ମଧ୍ୟ ଦେଇଛନ୍ତି କିନ୍ତୁ କିଛି ଲାଭ ହୋଇ ନାହିଁ ।

ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଚୋପଡାଙ୍କ ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି । ସମସ୍ତଙ୍କ ନଜରରେ ପ୍ରିୟଙ୍କା ଏବେ ହଲିଉଡ ବହୁତ ପ୍ରସିଦ୍ଧ ଚେହେରା ଅଟନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏଇ ସଫଳତା ପାଇବା ତାଙ୍କ ପାଇଁ କେତେ କଷ୍ଟକର ହୋଇଛି ଆସନ୍ତୁ ଜାଣିବା ।

Image Courtesy: Google

ପ୍ରିୟଙ୍କା ଯେତେବେଳେ ହଲିଉଡ ଫିଲ୍ମ ପାଇଁ ଆଗ ଅଡିସନ ଦେଲେ ତାଙ୍କୁ ଏହା କହି ସାଇଡ କରା ଗଲା ଯେ ତମ ଚେହେରା ଏହି ରୋଲ ପାଇଁ ଠିକ ନାହିଁ, ତେବେ ଏହା ପରେ ପ୍ରିୟଙ୍କା ରହିଲେ ନାହିଁ ଓ ପରିଶ୍ରମ କରିବାରେ ଲାଗି ରହିଲେ । କିଛି ମାସ ପରେ ଆଉ ଗୋଟେ ଅଡିସନ ହେଲା ଓ ତାଙ୍କୁ କଲର କମ କହି ସାଇଡ କରା ଗଲା ଯାହା ପରେ ତାଙ୍କୁ ବହୁତ ଖରାପ ଲାଗିଲା ।

Image Courtesy: Google

ତଥାପି ସେ କାମ ପାଇବା ପାଇଁ ଚେଷ୍ଟା କରି ଚାଲିଲେ ଯାହା ପରେ ତାଙ୍କୁ ଗୋଟେ ୱେବ ସିରିଜ ମିଳିଲା ଓ ସେ ମୁଖ୍ୟ ଅଭିନେତ୍ରୀ ମଧ୍ୟ ହେଲେ ଯାହା ପରେ ବେୱାଚ ଫିଲ୍ମରେ ତାଙ୍କୁ କାମ ମିଳିଲା ଓ ସେ ନିଜ ଟ୍ୟାଲେଣ୍ଟ ଶେଠୀ ଦେଖେଇବାକୁ ପାଇଲେ ଯାହା ପରେ ପ୍ରିୟଙ୍କା ପ୍ରସିଦ୍ଧ ହବାକୁ ଲାଗିଲେ ।

Image Courtesy: Google

ଏପ୍ରିଲରେ ହେଇଥିବା ଗୋଟେ ଇଣ୍ଟରଭ୍ୟୁରେ ପ୍ରିୟଙ୍କା କହିଥିଲେ ଯେ ଯେତେ ବଳ ଚଳଚିତ୍ର ଦୁନିଆ ହେଉ ବା ଛୋଟ ଶେଠୀ ଭେଦ ଭାବ ହୋଇଥାଏ କେବେ ରଙ୍ଗ ପାଇଁ, କେବେ ଶରୀର ପାଇଁ ଓ କେବେ କପଡା ବିଷୟରେ କିନ୍ତୁ ଯଦି ଆପନାଙ୍କୁ ଗୋଟେ ଚାନ୍ସ ମିଳୁଛି ତେବେ ଆପଣଙ୍କୁ ନିଜ ବେସ୍ଟ ଦବା ଉଚିତ କାହିଁକିନା ନେକଷ୍ଟ ଚାନ୍ସ ମିଳିବ ନାହିଁ କେହି ଜାଣି ନାହାନ୍ତି ।

Image Courtesy: Google

ପ୍ରିୟଙ୍କା ନିଜ କେରିଅର ପାଇଁ ବହୁତ ପରିଶ୍ରମ କରିଛନ୍ତି ଓ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବଲୀଉଡ ଦୁନିଆରେ ପ୍ରିୟଙ୍କା ବହୁତ ଅଧିକ ଫିଲ୍ମ କରି ନାହାନ୍ତି କିନ୍ତୁ ସେ ଭାରତରେ ବହୁତ ପ୍ରସିଦ୍ଧ ଅଟନ୍ତି କାହିଁକିନା ତାଙ୍କ ଅଭିନୟ ଲୋକଙ୍କ ମନରେ ଘର କରି ଯାଇଛି ଓ ଏବେ ସେ ହଲିଉଡ ରେ ନିଜ ଅଭିନୟ ଟ୍ୟାଲେଣ୍ଟ ଦେଖଉଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *