Liver ପାଇଁ ମିଳି ଗଲା ସବୁଠାରୁ ବଡ ରାମବାଣ ଚିକିତ୍ସା- Swami Ramdev

ଆପଣ ମାନେ ବାବା ରାମଦେବଙ୍କୁ ବେସ ଭଲ ଭାବରେ ଜାଣିଥିବେ ବାବା ରାମଦେବ ଭାରତର ଜଣେ ସୁନାମଧନ୍ୟ ଯୋଗ ଗୁରୁ ଅଟନ୍ତି । ତେବେ ବାବା ରାମଦେବ ଯୋଗ ଦ୍ଵାରା ଲୋକଙ୍କ ବହୁତ ପ୍ରକାର ରୋଗ ଭଲ କରିଛନ୍ତି ଓ ବହୁତ ଲୋକଙ୍କୁ ନିଜ ବଡ ବଡ ରୋଗ ଯେମିତି ବିପି ବା ସୁଗାର ଭଳି ରୋଗ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଯୋଗ ଅଛି ଓ ବାବା ରାମଦେବ ସମସ୍ତଙ୍କୁ ଶିଖେଇ ଥାନ୍ତି ।

ତେବେ ପତଞ୍ଜଳି ଔଷଧ ଦ୍ଵାରା ବାବା ରାମ ଦେବ ବହୁତ ଲୋକଙ୍କ ଅସୁବିଧା ଦୂର କରିଛନ୍ତି । ଆଜି ଆମେ ଆପଣଙ୍କୁ ଲିଭର ସବୁ ସମସ୍ଯା ଦୂର କରିବା ଉପାୟ ବିଷୟରେ କହିବାକୁ ଯାଉଛୁ । ବାବା ରାମଦେବ କହିଛନ୍ତି ଯେ ଲିଭର ସବୁ ପ୍ରକାର ସମସ୍ଯା କେବଳ ଗୋଟେ ଗଛ ପତ୍ର ଖାଇବା ଦ୍ଵାରା ଦୂର ହୋଇଥାଏ ଓ ଏହାକୁ ସେ ମଣିଷ ଓ ପଶୁ ମାନଙ୍କ ଉପରେ ପରୀକ୍ଷା ମଧ୍ୟ କରିଛନ୍ତି ।

ଏହି ଗଛ ନା ଭୂମିଅଁଳା, ଅଟେ ଆପଣ ମାନେ ଏହାକୁ ନିଜ ଘର ପାଖରେ କୌଣସି ଜାଗାରେ ଦେଖିବାକୁ ପାଇଥିବେ । ଭୂମିଅଁଳା ଏମିତି ଗଛ ଯାହା ପତ୍ର ବହୁତ ଛୋଟ ଛୋଟଥାଏ ଓ ପତ୍ର ତଳେ ପୁରା ଟିକି ଟିକି ଅଁଳା ଲାଗି ରହିଥାଏ । ହାପିଟାଇଟିସ, ଲିଭର ଶିରୋସିସ, ଫ୍ୟାଟି ଲିଭର ଓ ଲିଭର ଫେଲ ହବା ସୀମାରେ ଅଛି ତେବେ ବି ଆପଣ ଏହି ଭୂମିଅଁଳା ଉପଯୋଗ କରିବା ଦ୍ଵାରା ସବୁ ପ୍ରକାର ଲିଭର ସମସ୍ଯା ଦୂର ହୋଇଥାଏ ।

Image Courtesy: Google

ଯଦି ଆପଣଙ୍କୁ ଏହି ଭୂମି ଅଁଳା କେଉଁଠି ଦେଖା ଯାଇଥାଏ ତେବେ ଆପଣଙ୍କୁ ଏହାକୁ ଘରେ ଆଣି ଲଗେଇବା ଉଚିତ ଏହା ସେବନ ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ଲାଭ ମିଳିଥାଏ । ତେବେ ବାବା ରାମଦେବ କହିଛନ୍ତି ଯେଉଁ ଲୋକ ସବୁ ଦିନ ସକାଳେ ଅନୁଲୋମ ବିଲୋମ, ପ୍ରାଣାୟମ ଓ ସାଧାରଣ ଯୋଗ କରି ଥାନ୍ତି ତାଙ୍କ ଜୀବନରେ ସେ ବହୁତ ରୋଗରୁ ବଞ୍ଚି ରୁହନ୍ତି । ତେବେ ପ୍ରକୃତିରେ ସବୁ ପ୍ରକାର ରୋଗ ର ଚିକିତ୍ସା ଅଛି ଓ ପତାଞ୍ଜଳିରେ ବହୁତ ପ୍ରକାର ଆୟୁର୍ବେଦିକ ଉପାୟ ମଧ୍ୟ ଅଛି ।

Image Courtesy: Google

ବାବା ରାମଦେବ ପ୍ରାକୃତିକ ଗଛ ଫୁଲ ଓ ଫଳ ବିଷୟରେ ବୈଜ୍ଞାନିକ ମାନଙ୍କ ସହ ମିଶି ବହୁତ ପ୍ରକାର ସୂଚନା ଏକତ୍ର କରିଥାନ୍ତି ଯାହା ଦ୍ଵାରା ମଣିଷ ମଙ୍ଗଳ ହୋଇଥାଏ । ବାବା ରାମଦେବ କହିଛନ୍ତି ଲିଭର ଅସୁବିଧା ହେଲେ ପରୟାପ୍ତ ପାଣି ସେବନ କରନ୍ତୁ ଓ ଯୋଗ କରନ୍ତୁ ଦେଖିବେ ଆପାନାଙ୍କ ଲିଭର ସମସ୍ଯା ବହୁତ ସହଜରେ ଦୂର ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *