ଆଜି ବଡ ଅମାବାସ୍ୟା- ବାସ ଟିକେ ମହୁରେ କରନ୍ତୁ ଏହି ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ସବୁ ମାସରେ ଅମାବାସ୍ୟା ତିଥି ଆସିଥାଏ, ପୁରା ବର୍ଷରେ ୧୨ ଟି ଅମାବାସ୍ୟା ରହିଛି ।  ଆଜି ଆମେ ଆଲୋଚନା କରିବା ସୋମବାଶ ଅମାବାସ୍ୟା ଦିନ ଧୃତ, ଓ ବିଷକୁମ୍ଭ ନାମକ ଯୋଡା ମଧ୍ୟ ବନୁଛି । ଏହା ବହୁତ ଦୁର୍ଲଭ ଓ ଖାସ ବିଷୟ ରହିଛି । ଏହି ବର୍ଷ ମାତ୍ର ଗୋଟିଏ ହିଁ ସୋମବଶ ଅମାବାସ୍ୟା ରହିଛି । ଏହି ସୁଯୋଗ ଛାଡନ୍ତୁ ନହିଁ ଏହି ଦିନ ବିଶେଷ ପ୍ରୟୋଗ ମଧ୍ୟ କରାଯାଏ ।  ବୈଧତି ଯୋଗ ୨.୨୮ ମିନିଟ ପର୍ଯ୍ୟନ୍ତ ରହିବ, ଏହାପରେ ବିଷକୁମ୍ଭ ଯୋଗ ଲାଗିଯିବ । କିନ୍ତୁ ଏହି ଦିନ ରେବତୀ ନଖେତ୍ର ସକଳ ୧୧.୩୦ ମିନିଟ ପର୍ଯ୍ୟନ୍ତ ରହିବ । ଏହାପରେ ଅଶ୍ଵିନୀ ନଖେତ୍ର ଲାଗିବ, ଚନ୍ଦ୍ରମା ସକଳ ୧୧.୩୦ ରେ ମୀନ ରାଶିରେ ଓ ତାପରେ ମେଶ ରାଶିରେ ପ୍ରବେଶ କରିବେ ।


ସୂର୍ଯ୍ୟ ମୀନ ରାଶିରେ ରହିବେ, ଯେବେ ବିଷ୍କୁମ୍ଭ ଯୋଗ ଲାଗିଥାଏନା ଜ୍ଯୋତିଷ ଶାସ୍ତ୍ରରେ ଏହି ଯୋଗକୁ ବିଷକୁମ୍ଭ ଘଡା କହିଥାନ୍ତି ।  ଶେଥି ପାଇଁ ତାକୁ ବିଷ୍କୁମ୍ଭ ବୋଲି କୁହାଯାଇଥାଏ । ଯେଉଁ ଭଳି ଭିସର ସେବନ କରିବା ଦ୍ଵାରା ସବୁ ବିଷ ଶରୀରରେ ଖେଳି ଯାଇଥାଏ । ସେଥିଲାଗି ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ବିଷ ସମାନ ହୋଇଥାଏ । ଏହି ଯୋଗରେ କରାଯାଇଥିବା କାର୍ଯ୍ୟର ଫଳ ଭଲ ହୋଇନଥାଏ । ସୋମବତୀ ଅମବାସ୍ୟାର ଯାହା ଶୁଭ ମୁହୂର୍ତ ରହିଛି ୪.୧୭ ମିନିଟରୁ ୧୩ ଏପ୍ରିଲରେ ଶୁଭ ମୁହୂର୍ତ ରହିଛି ।   ମାନ୍ୟତା ରହିଛି ସୋମବତୀ ଅମବାସ୍ୟାରେ ବ୍ରତ ରଖିଲେ ଭକ୍ତର ସବୁ ମନୋକାମନା ପୂର୍ଣ ହୋଇଥାଏ ।

ଏହି ଦିନ ପିତୃଙ୍କ ତର୍ପଣ ମଧ୍ୟ କରାଯାଇଥାଏ । ଏମିତି କରିବା ଦ୍ଵାରା ବ୍ୟକ୍ତିଙ୍କୁ ପିତୃଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ସୋମବତୀ ଅମାବାସ୍ୟା ଦିନ ବରଗଛର ଯଦି ପରିକ୍ରମା କରାଯାଏ ତେବେ ବହୁତ ଶୁଭ ହୋଇଥାଏ । କୁହାଯାଏକି ବାର ଗଛରେ ଦେବୀ ଦେବତାଙ୍କ ବାସ ହୋଇଥାଏ । ସେଥି ଲାଗି ତାଙ୍କର ପୂଜା କରିବା ଦ୍ଵାରା ସବୁ ଦେବୀ ଦେବତା ଖୁସି ହୋଇଥାନ୍ତି । ଘରେ ସୁଖ ସମୃଦ୍ଧି ଓ ଶାନ୍ତି ଆସିଥାଏ । ସୋମବତୀ ଅମାବାସ୍ୟା ବହୁତ ଦୁର୍ଲଭ ଓ ବହୁତ ଶୁଭ ସଯୋଗ ଦ୍ଵାରା ଆସୁଛି ଏହି ଦିନରେ କିଛି ବିଶେଅସ ପ୍ରୟୋଗ ମଧ୍ୟ କରାଯିବ । ତେବେ ଆସନ୍ତୁ ଜାଣିବା ବିଶେଷ ପ୍ରୟୋଗ ବିଷୟରେ ।


ନିଜ ମନୋକମାନର ପୂରଣ ପାଇଁ ବିଶେଷ ପ୍ରୟୋଗ ମଧ୍ୟ କରାଯିବ । ସୋମବାର ଦିନ ମବଶ୍ୟ ଅଟେ ଓ ସେଦିନ ଶିବ ଲିଙ୍ଗା ଉପରେ କଞ୍ଚା କ୍ଷୀର ଅଭିଷେକ କରନ୍ତୁ । ଏହାପରେ କଳା ତିଳ ଅର୍ପିତ କରନ୍ତୁ । ଏହା ଦ୍ଵାରା ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ । ଯଦି କଞ୍ଚା କ୍ଷୀର ଦହି ଓ ମହୁ ମିଶାଇ ଯଦି ଶିବଙ୍କର ରୁଦ୍ରାଭିଶେକ କରନ୍ତୁ ଆପଣଙ୍କର ବିଗିଡି ଯାଇଥିବା କାମ ମଧ୍ୟ ବନିଯିବ । ଏହି ଦିନରେ ପିତୃଦେବ ନିମିତ ବିଶେଷ ପ୍ରୟୋଗ କରାଯାଇଥାଏ । ବରଗଛରେ ମଧ୍ୟ ଜଳ ଅର୍ପିତା କରିବାର ମଧ୍ୟ ବିଧାନ ରହିଛି ।

କଳା ତିଳ, ଚିନୀ, ଫୁଲ, ଚାଉଳ ପଳାଇ କୁହନ୍ତୁ ଓଂ ପିତୃୟ ନମଃଏହି ମନ୍ତ୍ର କହିକି ଜଳ ଅର୍ପିତା କରନ୍ତୁ । ଏଥିରେ ପିତୃଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ କଣ ପ୍ରୟୋଗ ଅଛି ତାକୁ କରାଯିବ । ଗୋଟେ ସଫା କାଗଜରେ ଶତ୍ରୁର ନାମ ରେଡ ପେନରେ ଶତ୍ରୁର ନାମ ଲେଖନ୍ତୁ ଆଉ ସେହି ନାମ ଉପରେ ମହୁ ଲଗାଇ ଦିଅନ୍ତୁ । ଯେତିକି ଶତ୍ରୁ ନାମ ଲେଖିଛନ୍ତି ସେତିକି ଗୋଲମରୀଚ ରଖନ୍ତୁ । ଆଉ ଏହା ଭଗବାନଙ୍କୁ ପ୍ରଣାମ କରିକି କାଗଜକୁ ଜଳାଇ ମାଟିରେ ପୋତିଦେବେ ।

Leave a Reply

Your email address will not be published. Required fields are marked *