ଜୀବନରେ କେବେ ମିଛ କୁହନ୍ତି ନାହିଁ, ଏହି ୨ ଟି ନାମର ଝିଅମାନେ

ବନ୍ଧୁଗଣ ସଂସାରରେ କେବେ ମଧ୍ୟ ମିଛ କୁହନ୍ତି ନାହି ଏହି ୨ ନାମର ଝିଅମାନେ । ବନ୍ଧୁଗଣ ଆଜି ଆମ୍ଭେ ଏହି ୨ ନାମର ଝିଅ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ ନିଜ ନାମରେ କେବେ ମଧ୍ୟ ମିଛ କହିନଥାନ୍ତି । ସାଧାରଣ ଆମ୍ଭେମାନେ ଅନେକ ସମୟରେ ମିଛ କହିଥାଉ, ମାତ୍ର ସେହି ମିଥ୍ୟା କଥା ଯୋଗୁଁ ଆମ୍ଭ ମାନଙ୍କ ଉପରେ କେହି ସହଜରେ ଭରୋଷା କରିନଥାନ୍ତି । କାରଣ ଅନ୍ୟ ବ୍ୟକ୍ତି ଜଣକ ଆମ୍ଭର ବାରମ୍ବାର ମିଛ କହିବା ଦ୍ଵାରା ସେ ଭଲ ଭାବରେ ଅବଗତ ହୋଇଯାଇଥାଏ ଯେ, ଏହି ବ୍ୟକ୍ତି ଜଣକ ଆମ୍ଭକୁ ମିଛ କହି ଧୋକା ଦେଉଅଛି ।

ମାତ୍ର ବହୁତ କମ ବ୍ୟକ୍ତି ବିଶେଷ ଏଭଳି ଅଛନ୍ତି ଯାହାଙ୍କ ସ୍ଵୋଭାବ ଦେବତା ତୁଲ୍ୟ ହୋଇଥାଏ । ସେଥିମଧ୍ୟରୁ ଆଜି ଆମ୍ଭେ ଏହି ୨ ଟି ନାମଥିବା ମହିଳା ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେ କି ନିଜ ଜୀବନରେ କେବେ ମଧ୍ୟ ମିଛ କହି ନଥାନ୍ତି ।

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେତେକ ଏଭଳି ବିଦ୍ୟାମାନ ରହିଅଛି, ଯାହାଙ୍କୁ ଦେଖି ମନୁଷ୍ୟ ର ସ୍ଵୋଭାବ ଏବଂ ଭବିଷ୍ୟ ସମ୍ବନ୍ଧରେ ଜାଣିହୁଏ । ଏହା ମଧ୍ୟରୁ ହସ୍ତରେଖା ବିଦ୍ୟା ସବୁଠାରୁ ଆଗରେ ରହିଥାଏ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ସେହି ଭାଗ୍ୟଶାଳୀ ଝିଅ ମାନଙ୍କ ସମ୍ବନ୍ଧରେ,-

୧- “A” ନାମଥିବା ଝିଅ;-  ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ନାମ “A” ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହା ସହିତ ସେମାନଙ୍କର ହୃଦୟ ସଂପୂର୍ଣ୍ଣ ଭାବେ ନିର୍ମଳ ଥାଏ । ଏହା ସହିତ ସେମାନେ କେବେ ମଧ୍ୟ ମିଥ୍ୟା କଥା କହିନଥାନ୍ତି । ମାତ୍ର ଯଦି କେବେ ଅଧିକ ଜରୁରୀ ହୋଇଥାଏ ସେହି କ୍ଷେତ୍ରରେ ସେମାନେ ମିଛ କହିଥାନ୍ତି । ବନ୍ଧୁଗଣ ସେମାନେ ମିଛ କହିଥାନ୍ତି ମାତ୍ର ମିଛ କହିବା ପରେ ସେମାନଙ୍କୁ ବହୁତ ଖରାପ ଲାଗିଥାଏ । କୌଣସି ଜରୁରୀ କଥାରେ ମିଛ କହିଥିବାରୁ ସେମାନଙ୍କ ମନ ଘରର କୌଣସି କାମରେ ଲାଗିନଥାଏ । ସେମାନଙ୍କ ହୃଦୟ ନିର୍ମଳ ହୋଇଥିବାରୁ ସେମାନେ ବାରମ୍ଭର ସେହି କଥା ସମ୍ବନ୍ଧରେ ଚିନ୍ତା କରିଥାନ୍ତି ।

୨- “S”;- ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ । ସେମାନେ ବହୁତ ପରିଶ୍ରମୀ ତଥା ତୀକ୍ଷଣ ବୁଦ୍ଧିର ହୋଇଥାନ୍ତି । ଏହା ସହିତ ସେମାନେ ବହୁତ ଶାନ୍ତ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏହା ସହିତ ଏମାନଙ୍କ ହୃଦୟ ବହୁତ ନିର୍ମଳ ରହିଥାଏ । ଛନ୍ଦ କପଟ ଆଡକୁ ଏମାନଙ୍କ ମନ ଆଦୌ ଯାଇନଥାଏ । ଏହାସହିତ ଏମାନେ ସାଧାରଣତ ମୁହଁ ଉପରେ ସମସ୍ତ କଥା କହିଥାନ୍ତି ।

କାହା ପଛରେ କୌଣସି ପ୍ରକାରର ଷଡଯନ୍ତ୍ର କରିବାର ଏମାନଙ୍କର ଆଦୌ ଉଦେଶ୍ୟ ନଥାଏ । ମାତ୍ର ଯେଉଁ ଲୋକମାନେ ଏହି ଝିଅ ମାନଙ୍କ ପଛରେ ଲାଗି ନାନା ପ୍ରକାରର କଥା ଶୁଣାଇଥାନ୍ତି, ସେହି ମୁହୂର୍ତ୍ତରେ ଏହି ନାମର ଝିଅ ମାନେ ନିଜର ଅସଲି ରୂପ ଦେଖାଇ ତାଙ୍କୁ ସଠିକ ଶିକ୍ଷା ଦେଇଥାନ୍ତି । ବନ୍ଧୁଗଣ ଆପଣଙ୍କର ନାମ ଯଦି ଏହି ଦୁଇଟି ଅକ୍ଷରରେ ଆରମ୍ଭ ହୋଇଥାଏ, ତେବେ ଏହି ଟିପ୍ପଣୀ କୁ ନେଇ ଆପଣଙ୍କର ମତାମତ ଦୟାକରି କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *